News portal website
before header

କରୋନା ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ କରୋନା ମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଗତ ଦୁଇ ଦିନ ତଳେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କରୋନା ମୃତ୍ୟୁକୁ ନେଇ ସରକାର ଙ୍କୁ ପ୍ରଶ୍ନବାଚୀ କରିଥିବାବେଳେ । ଏବେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏନେଇ…

କାଲିଠୁ ଏହି ରାଜ୍ୟରେ ଉଠିବ ଲକଡାଉନ୍‌

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ ଦେଶରେ କମୁଛି ସଂକ୍ରମଣ। ଆଉ ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଲକ୍ ଡାଉନ କୋହଳ ହେଉଥିବା ବେଳେ । ତେବେ ଏହାରି ମଧ୍ୟରେ, ଜୁନ ୨୦ରୁ ତେଲଙ୍ଗାନାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଉଠିବା ନେଇ ସୂଚନା ମିଳିଛି। ଏଥିସହ ନାଇଟ୍‌ କର୍ଫ୍ୟୁ କଟକଣା…

ବୁଡାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଛି ନିମ୍ନମାନର କୋଠା କାମ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ ବରଗଡ ଜିଲ୍ଲା ବିଜେପୁର ବ୍ଲକର ବୁଡାପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା କୋଠା କାମ ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୁରାତନ ଛାତ୍ର ତଥା ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରି ବିକ୍ଷୋଭ ପ୍ରଦର୍ଶନ…

ପରଲୋକରେ କୁନ୍ତୀ ପ୍ରଧାନ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ ବରଗଡ଼ ଜିଲ୍ଲା ବିଜେପୁର ଏନଏସି ସଦର ମହକୁମାରେ ଜଣେ ଧର୍ମ ପରାୟାଣ ମହିଳା କୁନ୍ତୀ ପଧାନ(୫୬)ଙ୍କ ଶୁକ୍ରବାର ଅକାଳ ବିୟୋଗ ହୋଇ ଯାଇଛି। ଶୁକ୍ରବାର ସେ ନିତ୍ଯ ନୈମିତ୍ୟ ଭୋରରୁ ସ୍ନାନ କରି ଦେବ ଦର୍ଶନ କରିଥିଲେ। ହଠାତ୍…

କିମ୍ୱଦନ୍ତି ଧାବକ ମିଲ୍‌ଖା ସିଂହଙ୍କ ପରଲୋକ: ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ କିମ୍ୱଦନ୍ତି ଧାବକ ମିଲ୍‌ଖା ସିଂହଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ ବ୍ୟକ୍ତ କରିଛନ୍ତି । ମିଲଖା ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି…

୫୧ରେ ପାଦ ଥାପିଲେ ରାହୁଲ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଆଜି ୫୧ ବର୍ଷ ହୋଇଛି । କରୋନା ମହାମାରୀ ହେତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାହୁଲ ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୧୯ରେ…

ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ କେନ୍ଦୁଝର ଜିଲ୍ଲା ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ପଲଙ୍କ ଉପଦ୍ରବ ।ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳର ଭିମକାଣ୍ଡ ପଞ୍ଚାୟତର ଗୋଳାଗାଡିଆ ଗାଁରେ ହାତୀ ଉପଦ୍ରବ ଜାରି ରହିଛି।ଗତ ୧୭ ତାରିଖରେ…

ଭିଜିଲାନ୍ସ ମହାନିର୍ଦ୍ଦେଶକ ଙ୍କ କରୋନାରେ ଦେହାନ୍ତ।

ଅଷ୍ଟିନ ନ୍ଯୁଜ/ଭୁବନେଶ୍ବର ତା-୧୯-୦୬-୨୦୨୧ ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଅନୁପମ କଥାଶିଳ୍ପୀ ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ଦେହାନ୍ତ।କୋଭିଡ୍ରେ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ। ନିକଟ ଅତୀତରେ ଏୟାର ଲିଫ୍ଟଙ୍ଗରେ କୋଲକାତା ଯାଇ ଚିକିତ୍ସିତ…

ରାଜ୍ୟରେ ୧୦ ଜିଲ୍ଲାକୁ ପ୍ରବଳ ବର୍ଷା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୮-୦୬-୨୦୨୧ ରାଜ୍ୟରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା । କାଲି ସକାଳ ୮ଟା ୩୦ ଯାଏଁ ୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,…

ବୁଲବୁଲଙ୍କ ନାଚ ମହଙ୍ଗା ପଡିଲା;ସସପେଣ୍ଡ ସୁକିନ୍ଦା ତହସିଲଦାର!

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୧୮-୦୬-୨୦୨୧ ବୁଲବୁଲଙ୍କୁ ଲାଲ ନାଚ ମହଙ୍ଗା ପଡିଛି। ଗୀତରେ ତାଳେ ତାଳେ ଠୁମକା ମାରି ଚର୍ଚ୍ଚାରେ ଥିବା ବୁଲବୁଲ ଏବେ ସସପେଣ୍ଡ।ହଁ ଆଜ୍ଞା ଆମେ କହୁଛୁ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ କଥା। କିଛିଦିନ ତଳେ ଭାଇ…