News portal website
before header
[URIS id=5393]

ଭିଜିଲାନ୍ସ ମହାନିର୍ଦ୍ଦେଶକ ଙ୍କ କରୋନାରେ ଦେହାନ୍ତ।

0 448

ଅଷ୍ଟିନ ନ୍ଯୁଜ/ଭୁବନେଶ୍ବର

Notice

ତା-୧୯-୦୬-୨୦୨୧

ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଅନୁପମ କଥାଶିଳ୍ପୀ ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ଦେହାନ୍ତ।କୋଭିଡ୍ରେ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ।

ନିକଟ ଅତୀତରେ ଏୟାର ଲିଫ୍ଟଙ୍ଗରେ କୋଲକାତା ଯାଇ ଚିକିତ୍ସିତ ହେଉଥିଲେ।ଦେହାନ୍ତ ଖବର ପାଇ ସବୁ ମହଲରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.