News portal website
before header
[URIS id=5393]

ବୁଲବୁଲଙ୍କ ନାଚ ମହଙ୍ଗା ପଡିଲା;ସସପେଣ୍ଡ ସୁକିନ୍ଦା ତହସିଲଦାର!

0 723

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

Notice

ତା-୧୮-୦୬-୨୦୨୧

ବୁଲବୁଲଙ୍କୁ ଲାଲ ନାଚ ମହଙ୍ଗା ପଡିଛି। ଗୀତରେ ତାଳେ ତାଳେ ଠୁମକା ମାରି ଚର୍ଚ୍ଚାରେ ଥିବା ବୁଲବୁଲ ଏବେ ସସପେଣ୍ଡ।ହଁ ଆଜ୍ଞା ଆମେ କହୁଛୁ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ କଥା।

କିଛିଦିନ ତଳେ ଭାଇ ବାହାଘରରେ ଚାଲିଥିଲା ଭଉଣୀଙ୍କର ନାଚ, ହେଲେ ନାଚଟି ଥିଲା ଲକଡାଉନ ସମୟରେ, ଯେଉଁ ସମୟରେ ସରକାର କରୋନା ନିୟମ ଲଗାଇ ସାମାଜିକ ମହୋତ୍ସବ, ରେ ରୋକ ଲଗାଇଥିଲେ, ସେ ସମୟରେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ ନାଚ ସାମିଜକ ଗଣମାଧ୍ୟମରେ ଟ୍ରେଣ୍ଡିଙ୍ଗ ସାଜିବା ସହ ବିବାଦକୁ ଆସିଥିଲେ ତହସିଲଦାର।

ପରବର୍ତ୍ତୀ ସମୟରେ ବିଭାଗୀୟ କତ୍ତୃପକ୍ଷ ସସପେଣ୍ଡ କରିଥିବା ଜଣାପଡିଛି।

Leave A Reply

Your email address will not be published.