News portal website
before header

ଉଦଳା ବନବିଭାଗ ଚଢ଼ାଉରେ ୨୩ ଲଗ କାଠ ସହ ଗାଡ଼ି ଜବତ!

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୧୩-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଆଜି ଭୋର ସମୟରେ ଯଇଦା ଦାମଦୋରପୁର ପାଖ,ମାର୍ସିଙ୍ଗା ନିକଟରେ ଉଦଳା ବନବିଭାଗ କର୍ମଚାରୀମାନଙ୍କ ଦ୍ୱାରା ଚଢାଉ ହେଇଥିଲା।ଏକ ପିକଅପ ଗାଡ଼ିରେ ନିମ୍ବ ଓ ଗମ୍ଭାରୀ କାଠ ଯାଉଥିଲା।ଉକ୍ତ ଗାଡିରେ ୨୩ ଲଗ କାଠ…

ଉଦଳା ବିଜେଡି ତରଫରୁ ଅଘୋଷିତ ବିଦ୍ୟୁତ କାଟ ସହ ଲୋ ଭୋଲଟେଜ ବନ୍ଦ ପାଇଁ ଦାବି।

ଅଷ୍ଟିନ ନ୍ଯୁଜ /ମୟୂରଭଞ୍ଜ ତା-୧୩-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ କପ୍ତିପଦା ଉପଖଣ୍ଡରେ ବିଦ୍ୟୁତର ସମସ୍ୟା ଦୂର ପାଇଁ ଗ୍ରୀଡ଼ ହୋଇଛି।ତଥାପି ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେବା ଫଳରେ ସମସ୍ତ ଉପଖଣ୍ଡ ବାସିନ୍ଦା ତଥା ଗ୍ରାହକ ମହଲରେ କ୍ଷୋଭ ପ୍ରକାଶ ପାଉଛି।ଅନେକ…

ସରକାରଙ୍କ ନିୟମକୁ ସ୍ବାଗତ ଜଣାଇଲା ଶହୀଦ ନଗର ଦୂର୍ଗାପୂଜା ସମିତି।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୦୯-୦୮-୨୦୨୧ ଗତ ଥର ଭଳି ଏଥର ମଧ୍ୟ ସରକାର ପୂଜା କରିବା ନିମନ୍ତେ କଟକଣା ଲାଗୁ କରିବେ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି, ଆମେ ଏହାକୁ ସ୍ବାଗତ କରୁଛୁ, ଗତ ଥର କରୋନାର ଭୟାବହତା, ଠାରୁ ଚଳିତ ବର୍ଷ ବହୁ ଅଧକା ଅଛି, ଆମେ ସମସ୍ତେ ଆମ ମାନଙ୍କର…

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର!

ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ ତା-୦୯-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ଼ ୧୯କୁ ନେଇ ବିଭିନ୍ନ ସମୟରେ ଗାଇଡ଼ ଲାଇନ ବାହାରିବା ଫଳରେ ଛୋଟ ଛୋଟ ଜୀବିକାରୁ ଚଳୁଥିବା କିଛି କର୍ମଜୀବିମାନେ ବହୁତ କଷ୍ଟରେ ଜୀବନ ଅତିବାହିତ କରିଥିଲେ ।ଏପରିକି…

ରୋଟାରୀ କ୍ଲବ ତରଫରୁ ଜାତୀୟ ହସ୍ତତନ୍ତ ଦିବସ ପାଳନ!

ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ ତା-୦୭-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ରୋଟାରୀ କ୍ଳବ ଉଦଳା ତରଫରୁ ଜାତୀୟ ହସ୍ତତନ୍ତ ଦିବସରେ ବୁଣାକାର ମାନଙ୍କ ସମ୍ମାନ ଉଦ୍ଦେଶ୍ଯରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଡିହିରାକୁଳ ସ୍ଥିତ ବୁଣାକାର ସମବାୟ…

ଜେଇଇ ପରୀକ୍ଷାରେ ସଫଳତା ପାଇଲେ ଧର୍ମଶାଳାର ପୁଅ ଶକ୍ତି ସ୍ବରୂପ!

#ସାବାସ_ଶକ୍ତି_ସ୍ବରୂପ#ଜେଇଇ_ପରୀକ୍ଷାରେ_ସଫଳତା_ପାଇଲେ_ଧର୍ମଶାଳା_ପୁଅ#JEEMainUpdate #jeemain2021 #BreakingNews #AustinNews ସର୍ବ ଭାରତୀୟ ଜେଇଇ ମେନ ପରୀକ୍ଷାରେ କୃତିତ୍ବ ଅର୍ଜନ କଲେ ଧର୍ମଶାଳାର ଶକ୍ତି ସ୍ଵରୂପ ମହାପାତ୍ର । ଅଷ୍ଟିନ୍ ନ୍ୟୁଜ୍/ଯାଜପୁର …

ବିଭିନ୍ନ ଅନୁଷ୍ଠାନ ତରଫରୁ ସମାଜ ସେବୀ ଡକ୍ଟର ନାରାୟଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା!

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୦୬-୦୭-୨୦୨୧ ହ୍ୟୁମାନଟିଜ ଓଏକାଡେମି ଅଫ ହ୍ବିସ୍ପର & ଥଟ ,ଆରବ ପକ୍ଷରୁ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି…

ଉନ୍ନୟନ ପ୍ରକଳ୍ପ ନହେବା ଧାରଣାରେ;ଭଞ୍ଜ ସେନାର ଭିକ୍ଷୋଭ!

ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ ତା-୦୪-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ କପ୍ତିପଦା ଉପଖଣ୍ଡର ଜରୁରୀ ସମସ୍ୟାର ସମାଧାନ ନିମନ୍ତେ ଭଂଜସେନା ତରଫରୁ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ।କପ୍ତିପଦା ଉପଖଣ୍ଡର ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ଆଖିଦୃଶିଆ ନୁହେଁ।ଫଳରେ ବିଭିନ୍ନ ଦଳ…

ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଶ୍ୱାସରୁଦ୍ଧରେ ମୃତ୍ୟୁ!

ଅଷ୍ଟିନ୍ ନ୍ୟୁଜ୍/ମୟୂରଭଞ୍ଜ ତା-୦୨-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଆଜି ଅପରାହ୍ନ ସମୟରେ ଉଦଳାର ଜଣେ ବ୍ୟବସାୟୀ ଜୀବନ ହାରିଛନ୍ତି। ,ଦୁଗୁଧା ଗ୍ରାମରେ କୂଅରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି ।ବ୍ୟବସାୟୀ ଅଜୟ ମହାପାତ୍ରଙ୍କର ବାଡ଼ି କୁଅରେ ନିଜ ଛୋଟ ବାଛୁରୀ…