ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ତା-୦୯-୦୮-୨୦୨୧
ଗତ ଥର ଭଳି ଏଥର ମଧ୍ୟ ସରକାର ପୂଜା କରିବା ନିମନ୍ତେ କଟକଣା ଲାଗୁ କରିବେ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି, ଆମେ ଏହାକୁ ସ୍ବାଗତ କରୁଛୁ, ଗତ ଥର କରୋନାର ଭୟାବହତା, ଠାରୁ ଚଳିତ ବର୍ଷ ବହୁ ଅଧକା ଅଛି, ଆମେ ସମସ୍ତେ ଆମ ମାନଙ୍କର ବହୁ ସଂପର୍କୀୟ ମାନଙ୍କୁ ହରାଇଛେ, ସରକାରଙ୍କ ସମସ୍ତ କଟକଣା ମାନି ଆମେ ଚଳିତ ବର୍ଷ ଦୂର୍ଗା ପୂଜା କରିବୁ।
ଆମ ଶହୀଦନଗର ଦୁର୍ଗା ପୂଜା ପେଜରେ ମା ଦୁର୍ଗା ଙ୍କ ପୂଜା ଲାଇଭ ଛାଡ଼ିବୁ।ବିନମ୍ର ଅନୁରୋଧ ସମସ୍ତେ ମିଳିମିଶି ଏହାର ସମ୍ମୁଖୀନ ହେବା,ପ୍ରସ୍ତୁତ ରହିବା।ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ।ଏନେଇ ନାରାୟଣ ମହାପାତ୍ର ସମ୍ପାଦକ ଶହୀଦନଗର ଦୁର୍ଗା ପୂଜା ସମିତିର ମତବ୍ୟକ୍ତ କରିଛନ୍ତି।
