News portal website
before header

ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି

ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି। କୋଲକାତା ସାଇନ୍ସ ସିଟି ଭଳି ଭୁବନେଶ୍ୱରରେ ମଧ୍ୟ ସାଇନ୍ସ ସିଟି ହେବ। ଆଜି ଏ ନେଇ ବିଧାନସଭାରେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୩୦ ଏକର ଜମି ଯୋଗାଇ ଦେଇଛନ୍ତି। ସେହିପରି ପୁରୀରେ…

ଧବଳେଶ୍ୱର ପୀଠକୁ ବାହୁଙ୍ଗି ଆଣିବା ମନା

ଚଳିତ ବର୍ଷ ଧବଳେଶ୍ୱର ପୀଠକୁ କାଉଡ଼ିଆ ମାନଙ୍କୁ ବାହୁଙ୍ଗି ଆଣିବା ମନା । ପୀଠ ଭିତରକୁ ବାହୁଙ୍ଗି ଆଣିବାକୁ ବାରଣ କଲେ ଆଠଗଡ଼ ଉପଜିଲ୍ଲାପାଳ। ନିର୍ଦ୍ଦେଶ ଅନୁସାରେ ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ିଆ ବାହୁଙ୍ଗି ଆଣିବେ ଓ ସେଠାରେ ରଖିବେ। ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ…

ବିଧାନସଭାରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

ବିଧାନସଭାର ଶୂନ୍ୟକାଳରେ ଉଠିଛି ସୀମା ସୁରକ୍ଷା ପ୍ରସଙ୍ଗ। କୋରାପୁଟ ଜିଲ୍ଲା କୋଟିଆ କଥା ଉଠାଇ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ସୀମାରେ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ। ପଡୋଶୀ ଆନ୍ଧ୍ର ସରକାର ସୀମାବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ…

ପ୍ରଶ୍ନପତ୍ର ଲିକ୍ ପଛରେ ଏକ୍‌ଜାମିନରଙ୍କ ହାତ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଏକ ସାଂଘାତିକ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲ। ସେ କହିଛନ୍ତି ଯେ ଲିକ୍ ପଛରେ ଜଣେ ଏକ୍‌ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ…

ଋଣ ଟଙ୍କା ଶୁଝି ନ ପାରିବାରୁ ରଶି ଲଗାଇ ଆତ୍ମହତ୍ୟା

ଋଣ ଟଙ୍କା ଶୁଝି ନ ପାରିବାରୁ ରଶି ଲଗାଇ ଆତ୍ମହତ୍ୟା କଲେ ଦୀନବନ୍ଧୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ରୋଡ ଥାନା ଅନ୍ତର୍ଗତ ସାପାଗଡ଼ିଆ ଗାଁରେ। ମିଳିଥିବା ସୂଚନା ମୁତାବକ ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସାପାଗଡ଼ିଆ ଗାଁର ଦୀନବନ୍ଧୁ ମଣ୍ଡଳ। ଦୀନବନ୍ଧୁ ଘରୋଇ ବ୍ୟାଙ୍କରୁ ଋଣ ସୁଝି…

ଚର୍ଚ୍ଚାରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ମ୍ୟାଡାମଙ୍କ ପ୍ରେମ ସଂପର୍କ

ପୁଣି ଅଡୁଆରେ ପଡିଛନ୍ତି ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ମ୍ୟାଡାମଙ୍କ ଗାଡି ଧକ୍କାରେ ୩ ଜଣ ପ୍ରାଣ ହରାଇଥିବା ଘଟଣା ଏବେ ବିବାଦର କେନ୍ଦ୍ର ପାଲଟିଥିବା ବେଳେ ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର…

ଏଣିକି ସଂସଦ ଭିତରେ ଧାରଣା ଦେବା ମନା

ସଂସଦକୁ ନେଇ ଆସିଲା ଆଉ ଏକ ବିବାଦୀୟ ନିୟମ । ଏହି  ନୂଆ ନିୟମ ଅନୁଯାୟୀ ସଂସଦ ଭିତରେ ସାସଂଦ ମାନେ  ଧାରଣା ପ୍ରଦର୍ଶନ କରି ପାରିବେ ନାହିଁ। ଏନେଇ ରାଜ୍ୟସଭା ସାଧାରଣ ସଚିବ ପିସି ମୋଡି ଏକ ନୋଟିସ୍ ଜାରି କରିଛନ୍ତି।  ଏହି ନୋଟିସ୍ ଅନୁଯାୟୀ ସଂସଦ ଭିତରେ କୌଣସି ଆନ୍ଦୋଳନ, ଧାରଣା, ଷ୍ଟ୍ରାଇକ୍…

କେରଳରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା

କେରଳର ଜଣେ ଯୁବକଙ୍କଠାରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ  ୩୫ ବର୍ଷର ଯୁବକ । ସେ  କିଛି ଦିନ ତଳେ ସାଉଦିଆରବରୁ ଫେରିଥିଲେ । ପରେ ସାମାନ୍ୟ ଅସୁସ୍ଥ ହେବାରୁ ତାଙ୍କୁ ଥିରୁବନନ୍ତପୁରମ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ଟେଷ୍ଟ ପରେ ଜଣା…

୪୪ତମ ଚେସ ଅଲମ୍ପୟାଡ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ମଶାଲ

ଜୁଲାଇ ୨୮ରେ ମହାବଳିପୁରମରେ ହେବାକୁ ଥିବା ୪୪ ତମ ଚେସ ଅଲମ୍ପୟାଡ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛି ମଶାଲ । ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ ଆସୋସିଏସନର କର୍ମକର୍ତ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି । ରାଜ୍ୟ ଲୋକସେବା ଭବନ କନଭେନସନ ହଲରେ ଏହି ମସାଲକୁ ସ୍ୱାଗତ…

ଅସ୍ଥାୟୀ ତମ୍ବୁ ତଳେ ପାଠ ପଢୁଛନ୍ତି ଦେଶର ଭବିଷ୍ୟତ

ପୁଣି ସାମ୍ନାକୁ ଆସିଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ବଲାଙ୍ଗିର ଜିଲା ଗୁଡ଼ଭେଲା ବ୍ଳକ ନୂଆପଡା ପଞ୍ଚାୟତ ଅଧୀନ ତାଣ୍ଡିଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ପୋଲ୍ ଖୋଲି ଦେଇଛି । ଅଭିଯୋଗ ଅନୁଯାୟୀ ତାଣ୍ଡିଗାଁ ବିଦ୍ୟାଳୟରେ ପାଠ ପଢିବା ପାଇଁ…