News portal website
before header

ବିଧାୟକ ସ୍ଥିର କଲେ ନେତୃତ୍ୱ।

ନେତୃତ୍ବଦ୍ଵନ୍ଦଦୂରକଲେବିଧାୟକଅମରପ୍ରସାଦ_ଶତପଥୀ ବ୍ରଜମୋହନ ସାମଲଙ୍କ ଦ୍ୱାଦଶ ତିଥିରେ, ନେତୃତ୍ୱକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ବିଧାୟକ।ରଇପୁର ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କୁ ଧର୍ଯ୍ୟ ଓ ସାହାସ ଧରି ପଞ୍ଚାୟତର ସର୍ବାଧିକ ବିକାଶ କରିବା ପାଇଁ ଦେଲେ ଅଭୟ…

କାହିଁକି ପଢିବା ଗୀତା?

ଗୀତା ଆବୃତ୍ତି ପ୍ରତିଯୋଗିତା! ଯାଜପୁର ଜିଲ୍ଲା ବଡଚଣା ବ୍ଳକ, ରଇପୁର ଉଚ୍ଚ ବିଦ୍ୟାଳୟରେ,ସିଧେଶ୍ୱର ପାଠାଗାର ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା ହୋଇଥିଲା।ବିଦ୍ୟାଳୟ ସ୍ତରରେ ଦଶ ଗୋଟି ବିଦ୍ୟାଳୟର ଅଶୀ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ନିଜକୁ ସାମିଲ କରିଥିଲେ।ଅଂଶ ଗ୍ରହଣ…

ଗୁହାଳରେ ନିଆଁ ଲାଗି ପୋଡି ଗଲେ ପାଞ୍ଚ ଗାଈ ।

ଅଷ୍ଟିନ ନ୍ୟୁଜ/ବଡଚଣା ତା-୦୫-ଅଗଷ୍ଟ-୨୦୨୩ ବଡଚଣା ବ୍ଳକ ରଇପୁର ପଞ୍ଚାୟତ ରାମଦାସପୁର ଗ୍ରାମର ଛବିନ୍ଦ୍ର ଦଳାଇଙ୍କ ଗୁହାଳରେ ଗତକାଲି ବିଳମ୍ବିତ ରାତ୍ରରେ ନିଆଁ ଲାଗିଯାଇଥିଲା।୫ ଟି ଗାଈ ପୋଡିଯାଇଛନ୍ତି।ଗୋଟିଏ ବାଛୁରୀ ସମ୍ପୂର୍ଣ୍ଣ ପୋଡିଯାଇଛି। ମିଳିଥିବା ସୂଚନା ଅନୁଯାୟୀ…

ବନ୍ୟା ଜଳରେ ଯାଜପୁର ଜିଲ୍ଲାର ଶହଶହ ଗାଁ ଜଳବନ୍ଦୀ

ଅଷ୍ଟିନ ନିଉଜ/ଯାଜପୁର ତା-୦୪ -ଅଗଷ୍ଟ-୨୦୨୩ ଲଘୁଚାପ ବର୍ଷାରେ ଯାଜପୁର ଜିଲ୍ଲାର ବ୍ରାହ୍ମଣୀ,ବୈତରଣୀ, ଖରସ୍ରୋତା,କାଣୀ,ବୁଢା, ନଦୀ ଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି | ତଳିଆ ଅଞ୍ଚଳରେ ଲୋକମାନେ ବନ୍ୟାପାଣି ଘେରରେ ରହିଛନ୍ତି | ବୈତରଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ଯାଜପୁର…

ଯୁକ୍ତ ଦୁଇ ନୂତନ ଛାତ୍ର ଛାତ୍ରୀଙ୍କ ଶ୍ରେଣୀ ପ୍ରବେଶ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ନୂତନ କରି ଚଳିତ ବର୍ଷ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କ ଶ୍ରେଣୀ ପ୍ରବେଶ ବା ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶେଷ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଉଦୟଗିରି ସ୍ଥିତ ଯୁକ୍ତ ଦୁଇ ବୁଦ୍ଧଦେବ ଜୁନିୟର କଲେଜରେ ପିଲାମାନଙ୍କ ଶ୍ରେଣୀ ପ୍ରବେଶ ଶେଷ ହୋଇ…

ବାଲିଚନ୍ଦ୍ରପୁର କୃଷି ସମବାୟ ବ୍ୟାଙ୍କର ସ୍ମୃତିଚାରଣ ସଭା।

ଯାଜପୁର ଜିଲ୍ଲା ବଡଚଣା ବ୍ଳକ ରଇପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ,ସମବାୟ ସମିତି ସଭାପତି,ସମାଜ ସେବୀ,ମିଷ୍ଟଭାଷୀ, ପରୋପକାରୀ ସ୍ଵର୍ଗତ ବ୍ରଜମୋହନ ସାମଲଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା।ଆଜି ସକାଳ ସାଢେ ଦଶଟା ସମୟରେ ରଇପୁର ଗ୍ରାମର ଘାଟକୁଳ ଠାରେ ସଭା ହୋଇଥିଲା।ବାଲିଚନ୍ଦ୍ରପୁର କୃଷି…

ତୈଳ ଭଣ୍ଡାର ନିର୍ମାଣରେ ଜମି ଅଧିଗ୍ରହଣ ସମସ୍ୟା !

ଅଷ୍ଟିନ ନିଉଜ/ବଡ଼ଚଣାତା-୦୨-ଅଗଷ୍ଟ-୨୦୨୩ ଯାଜପୁର ଜିଲ୍ଲାର ବହୁପ୍ରତିକ୍ଷିତ ସର୍ବବୃହତ ଭୂତଳ ତୈଳଭଣ୍ଡାର ଚଣ୍ଡିଖୋଲ ଠାରେ ହେବନାହିଁ|ଜମି ଅଧିଗ୍ରହଣରେ ସମସ୍ୟା ଥିବାରୁ ଦୁଇବର୍ଷ ପରେ ବି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇପାରୁ ନାହିଁ| ଯାହା ଫଳରେ ଚଣ୍ଡିଖୋଲରୁ ଓଳାଶୁଣୀକୁ…

ବାର ବର୍ଷର ସାଧନା ଦେଇଛି ପରିଚୟ !

ଅଷ୍ଟିନ ନିଉଜ/ବଡ଼ଚଣାତା-୦୨ -ଅଗଷ୍ଟ -୨୦୨୩ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗୋପାଳପୁର ପଂଚାୟତ ଗଜେନ୍ଦ୍ରପୁର ଗ୍ରାମର ସଫଳ ଉଦ୍ୟୋଗୀ ମହିଳା ପାର୍ବତୀ ଜେନା|ନିଜର ଇଛା ଶକ୍ତି ବଳରେ ସେ ଆଜି ସ୍ୱାବଲମ୍ବୀ ହୋଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି|ଘରେ ଏକ ଉତ୍ପାଦକ ଗୋଷ୍ଠୀ ଗଠନ କରି…

OPSC Rank-29 ରେ ବଡଚଣାର ପୁଅ!

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୨୯ତମ ସ୍ଥାନ ହାସଲ କରି ବଡ଼ଚଣା ପାଇଁ ଗୌରବ ଆଣିଛନ୍ତି ମାନସ ମୋହନ ସେଠ !ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ୨୦୨୧-୨୨ର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଶାଳପଡ଼ା ଗ୍ରାମର…