News portal website
before header
[URIS id=5393]

ଯୁକ୍ତ ଦୁଇ ନୂତନ ଛାତ୍ର ଛାତ୍ରୀଙ୍କ ଶ୍ରେଣୀ ପ୍ରବେଶ।

0 127

ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ନୂତନ କରି ଚଳିତ ବର୍ଷ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କ ଶ୍ରେଣୀ ପ୍ରବେଶ ବା ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶେଷ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଉଦୟଗିରି ସ୍ଥିତ ଯୁକ୍ତ ଦୁଇ ବୁଦ୍ଧଦେବ ଜୁନିୟର କଲେଜରେ ପିଲାମାନଙ୍କ ଶ୍ରେଣୀ ପ୍ରବେଶ ଶେଷ ହୋଇ ଯାଇଛି।

Notice

କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ,ଯୁକ୍ତ ଦୁଇ କଳା ବିଭାଗର ଅଧ୍ୟାପକ ଅଧ୍ୟାପିକା,କଳା ଓ ବିଜ୍ଞାନ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ,ପ୍ରଥମ ବର୍ଷର ଛାତ୍ର-ଛାତ୍ରୀଙ୍କୁ ସ୍ୱାଗତ କରିବା ସହ ପରିଚୟ ଆଦାନ ପ୍ରଦାନ କରିଥିଲେ।ଅନ୍ୟପଟେ କଲେଜ ଅଧ୍ୟକ୍ଷ ଶ୍ରୀ ନାୟକ କାର୍ଯ୍ୟକ୍ରମ ବାବଦରେ ସମ୍ପୂର୍ଣ୍ଣ ସୂଚନା ରଖିଥିବା ବେଳେ, ପିଲାମାନେ ମଧ୍ୟ ପାଠ ପଢାକୁ ନେଇ ବେଶ ଖୁସି ଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.