Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ମିଶନ କମିଶନର ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନ,ମନ୍ତ୍ରୀ ଦାୟିତ୍ୱରେ ଟୁକୁନି ସାହୁ।
ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜଦ ସରକାରକୁ ମିଶନ ଶକ୍ତି ସଫଳତା ଆଣି ଦେବ ଏଥିରେ ଦ୍ବିମତ ନାହିଁ।
ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର
ତା-୦୨-୦୬-୨୦୨୧
ବଦଳୁଛି ‘ମିଶନ ଶକ୍ତି’ ବିଭାଗ।ଆସୁଛି ସଂସ୍କାର। ମିଶନ ଶକ୍ତି ବିଭାଗ ଗତକାଲି ଠାରୁ ମହିଳା ଓ ଶିଶୁ କଲ୍ୟାଣ!-->!-->!-->!-->!-->!-->!-->…
ବାତିଲ୍ ହେଲା ସିବିଏସଇ ଦ୍ଵାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା
କଟକ/ଅଷ୍ଟିନ୍ ନ୍ୟୁଜ
ତା - ୨-୦୬-୨୦୨୧
ବଢୁଥିବା କରୋନା ସଂକ୍ରମଣ କୁ ନଜରରେ ରଖି ସି. ବି. ଏସ୍. ଇ. ଦ୍ଵାଦଶ ଶ୍ରେଣି ବୋର୍ଡ଼ ପରୀକ୍ଷା କୁ ବାତିଲ କରାଯାଇଛି। ଛାତ୍ରଛାତ୍ରୀ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏଭଲି ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରି ନରେନ୍ଦ୍ର ମୋଦୀ!-->!-->!-->!-->!-->…
କାହିଁକି ମଲେ ଯୁବତୀ?
ଯୁବତୀ ଜଣଙ୍କ ଆତ୍ମହତ୍ଯା କରିଥିବା ଗ୍ରାମବାସୀ କହୁଥିବା ବେଳେ ପରିବାର ପକ୍ଷରୁ ଜ୍ୱର ଏବଂ ବ୍ରେନ୍ ଷ୍ଟ୍ରୋକରେ ମୃତ ହୋଇଛି ବୋଲି କୁହାଯାଉଅଛି। ଏମିତି କହିବାର କାରଣ କ'ଣ ହୋଇପାରେ?
ଅଷ୍ଟିନ ନ୍ୟୁଜ୍/ଯାଜପୁର
୦୧/୦୬/୨୦୨୧
ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ!-->!-->!-->!-->!-->!-->!-->…
ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ଚୀନ କୁ ମିଳିବ କଡ଼ା ଜବାବ । ଭାରତ ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା । ଗତ ବର୍ଷ ଠାରୁ ବର୍ତ୍ତମାନ ଭାରତୀୟ ସେନା ବିଶେଷ ପ୍ରସ୍ତୁତି ଚଳାଇଛି । ଲଦାଖ ଅଞ୍ଚଳରେ ଚୀନ୍ ସେନା ଆକ୍ରମଣର ଜବାବ ଦେବା ପାଇଁ ସ୍ୱୟଂ ଚାଳିତ K-9!-->!-->!-->!-->!-->…
ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ପ୍ରି-ବିଡିଂ ବୈଠକକୁ ଆସିଲେନି ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବ ଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି। ଏହାସହ!-->!-->!-->!-->!-->…
ଆଗାମୀ ଦୁଇ ଦିନ ଭିତରେ ସିବିଏସଇ ପରୀକ୍ଷା ନିଷ୍ପତ୍ତି।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ଚଳିତବର୍ଷ ସିବିଏସ୍ଇ-ଆଇସିଏସ୍ଇ ଦ୍ବାଦଶ ବୋର୍ଡ ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ ଆଗାମୀ ୨ ଦିନ ମଧ୍ୟରେ ନିଷ୍ପଭି ନିଆଯାଇପାରେ। କେନ୍ଦ୍ର ସରକାର ଗୁରୁବାର ଏ ସମ୍ପର୍କିତ ଯୋଜନା ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ!-->!-->!-->!-->!-->…
ରେକର୍ଡ ସ୍ରୁଷ୍ଟି କଲା ଜି. ଡି. ପି
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୧-୦୬-୨୦୨୧
କରୋନା ର ଶକ୍ତ ଝଟକା ରେ ଭୁଶୁଡ଼ି ପଡ଼ିଛି ଜାତୀୟ ଅର୍ଥନୀତି। ଯାହା ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧିରେ ରେକର୍ଡ ହ୍ରାସ ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ରେ ଅଭିବୃଦ୍ଧି ସଙ୍କୁଚିତ ହୋଇ -୭.୩% ରହିଛି। ବିଗତ ୪୦ ବର୍ଷ ରେ ଏହା ହେଉଛି!-->!-->!-->!-->!-->…
ଚୀନ୍ ରେ ୩ ସନ୍ତାନ ପାଇଁ ଅନୁମତି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ଚୀନ୍ରେ ବୃଦ୍ଧ ଲୋକଙ୍କ ସଂଖ୍ୟା ବଢୁଛି। ଖସୁଛି ଜନ୍ମ ହାର । ଏଭଳି ହେଲେ ଦେଶକୁ ବଡ଼ କ୍ଷତିର ସାମ୍ନା କରିବାକୁ ପଡ଼ିବ। ବିଶେଷକରି ଏହାର ବିଶାଳ ବିନିର୍ମାଣ ଶିଳ୍ପ ପାଇଁ ଶ୍ରମଶକ୍ତିର ଘୋର ଅଭାବ ପରିଲକ୍ଷିତ ହେବ । ଘରୋଇ!-->!-->!-->!-->!-->…
ଏଲୋପାଥି ଓ ରାମଦେବ: ବିବାଦ ବଢିଲା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ବାବା ରାମଦେବଙ୍କୁ ବିରୋଧ । ଆଜି 'କଳା ଦିବସ' ପାଳୁଛନ୍ତି ରେସିଡେଣ୍ଡ ଡାକ୍ତର, କଳାବ୍ୟାଜ୍ ପିନ୍ଧି କରୁଛନ୍ତି ରୋଗୀ ସେବା ସାରା ଦେଶରେ କରୋନା ଭୂତାଣୁ ସହ ଲଢୁଥିବା ହଜାର ହଜାର ଡାକ୍ତର ଆଜି ପାଳୁଛନ୍ତି ‘କଳା ଦିବସ' ।
!-->!-->!-->!-->!-->!-->!-->…
ଅଗ୍ନିଶମ ସେବା ସଂସ୍ଥାର ୧୦ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ବାତ୍ୟା ୟାସ୍ ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗ୍ନିଶମବାହିନୀର ୧୦ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା,!-->!-->!-->!-->!-->…
