Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
କମୁନି ସଂକ୍ରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୧-୦୬-୨୦୨୧
ରାଜ୍ୟରେ କ୍ରମାଗତ ଭାବେ ଲକଡାଉନ ପ୍ରଭାବ ଯୋଗେ ସଂକ୍ରମଣ କମୁଥିବାରୁ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->!-->!-->!-->!-->…
ଦେଶର ଅର୍ଥନୀତି ଉପରେ କୋଭିଡ଼ ମାଡ଼,
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧-୦୬-୨୦୨୧
ଦେଶ ରେ କରୋନା ର ପ୍ରକୋପ ଜାରୀରହିଛି । ୟାହା ଆମ ଭାରତର ଅର୍ଥନୀତି ଉପରେ ସିଧା ସଳଖ ପ୍ରକୋପ ପଡିଥିବା ଦେଖିବାକୁ ମିଳିଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ମାଇନସ ୭.୩ ପ୍ରତିଶତ। ଯାହା ଗତ ୪୦ ବର୍ଷରେ ସର୍ବନିମ୍ନ ।!-->!-->!-->!-->!-->…
କଂଗ୍ରେସ ନେତା ବାପି ସର୍ଖେଲ୍ ଅସୁସ୍ଥ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୩୧-୦୫-୨୦୨୧
ପାରାଦୀପର ଜଣେ ଜଣାଶୁଣା ବ୍ୟବସାୟୀ ତଥା ଓଡ଼ିଆ କଂଗ୍ରେସ ଦଳର ଆଗଧାଡିର ନେତା, ଶ୍ରୀ ବାପି ସର୍ଖେଲ୍ କରୋନାରେ ଅସୁସ୍ଥ ହୋଇ ଚିକିତ୍ସିତ ହୋଉଛନ୍ତି । ତାଙ୍କର ଅସୁସ୍ଥ ଖବରରେ ପାରାଦୀପ ତଥା ଓଡ଼ିଶାର ବହୁ କଂଗ୍ରେସ ନେତା ତାଙ୍କର ଆଶୁ!-->!-->!-->!-->!-->…
ଓଡ଼ିଶାର ସର୍ବପ୍ରଥମ କର୍କଟ ରୋଗ ଚିକିତ୍ସାଳୟ ଭାବେ ଏଚ୍. ସି. ଜି ପଣ୍ଡା କ୍ୟାନସର୍ ହସ୍ପିଟାଲ କୁ ଏନ୍ଏବିଏଚ୍…
କଟକ / ଅଷ୍ଟିନ୍ ନ୍ୟୁଜ
ତା-୩୧-୦୫-୨୦୨୧
ରାଜ୍ୟରେ ପ୍ରଥମ କ୍ଯାନ୍ସର ହସ୍ପିଟାଲ ଭାବରେ ଏନ୍ଏବିଏଚ୍ ଆକ୍ରିଡେସନ୍ ପ୍ରାପ୍ତ କରିବାରେ ଏଚ୍. ସି. ଜି ପଣ୍ଡା କ୍ୟାନସର୍ ହସ୍ପିଟାଲ, ସଫଳତା ଲାଭ କରିଛି। ଏହି ଅକ୍ରିଡେସନ୍ କେବଳ ଉଚ୍ଚକୋଟୀର ରୋଗୀ ସେବା ଓ ସବୁ ପ୍ରକାରର ଭିତ୍ତିଭୂମି ଥିବା!-->!-->!-->!-->!-->…
ଆଦିବାସୀ ବହୁଳ ଗାଁରେ ଗଡ଼ିଲା କରୋନା ସଚେତନତା ରଥ ..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୧-୦୫-୨୦୨୧
ଜଗବନ୍ଧୁ ପ୍ରଧାନ
ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣହାର ଆଦିବାସୀ ବହୁଳ ଗ୍ରାମରେ ବଢୁଥିବା ଯୋଗୁଁ କପ୍ତିପଦା ଉପଖଣ୍ଡ ର ଆଇ. ଟି . ଡି . ଏ ତରଫରୁ ଏକ ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନ ରଥ ଉଦଳା ବ୍ଲକ!-->!-->!-->!-->!-->!-->!-->…
ଅମାନିଆଙ୍କର ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ଆଗରେ ଭିଡ଼ ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୧-୦୫-୨୦୨୧
ଜଗବନ୍ଧୁ ପ୍ରଧାନ
କରୋନା ସଂକ୍ରମଣ ଗାଁରେ ବଢିଚାଲୁଛି । ଆଜି ଉଦଳା ବଜାରରେ ଥିବା bank of India ରେ ହଜାର ହଜାର ପାସବହି ଧାରୀ ଭିଡ଼ କରିଥିବା ର ଦେଖିବା କୁ ମିଳିଅଛି । ସାଧାରଣତଃ କାଳିଆ ଯୋଜନା ଓ ପ୍ରଧାନ ମନ୍ତ୍ରୀ!-->!-->!-->!-->!-->!-->!-->…
ବଢୁଛି କରୋନା ଗ୍ରାଫ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୧-୦୫-୨୦୨୧
ରାଜ୍ୟ ରେ କରୋନା ସଂକ୍ରମଣ ଥମିବାର ନା ଧରୁନାହିଁ ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୫୫ ଲୋକାଲ କଣ୍ଟାକ୍ଟ ଥିବାବେଳେ ୩୬୫୮ କ୍ୱାରେଣ୍ଟିନେର ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ!-->!-->!-->!-->!-->…
ପ୍ରବାସୀଙ୍କ ଆରଟିପିସିଆର ଟେଷ୍ଟ ହେଉନାହିଁ;କଣ୍ଟାବାଞ୍ଜି ବିଧାୟକ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୧-୦୫-୨୦୨୧
ଜଗବନ୍ଧୁ ପ୍ରଧାନ
ଓଡ଼ିଶାର ସୀମା ରାଜ୍ୟ ତଥା ଅନ୍ୟ ରାଜ୍ୟମାନଙ୍କର କରୋନା ବୃଦ୍ଧି ପାଇବାରେ ଲାଗିଅଛି । ଏହି ରାଜ୍ୟମାନଙ୍କରୁ ହଜାର ହଜାର ଶ୍ରମିକମାନେ ଟ୍ରେନ , ଭଡା ଗାଡ଼ି ଏପରିକି ବାଇକ ମାଧ୍ୟମରେ ଓଡିଶାକୁ ଆସୁଛନ୍ତି!-->!-->!-->!-->!-->!-->!-->…
