News portal website
before header
[URIS id=5393]

ଏଲୋପାଥି ଓ ରାମଦେବ: ବିବାଦ ବଢିଲା

0 152

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୧-୦୬-୨୦୨୧

ବାବା ରାମଦେବଙ୍କୁ ବିରୋଧ । ଆଜି ‘କଳା ଦିବସ’ ପାଳୁଛନ୍ତି ରେସିଡେଣ୍ଡ ଡାକ୍ତର, କଳାବ୍ୟାଜ୍‌ ପିନ୍ଧି କରୁଛନ୍ତି ରୋଗୀ ସେବା ସାରା ଦେଶରେ କରୋନା ଭୂତାଣୁ ସହ ଲଢୁଥିବା ହଜାର ହଜାର ଡାକ୍ତର ଆଜି ପାଳୁଛନ୍ତି ‘କଳା ଦିବସ’ ।

ଯୋଗଗୁରୁ ରାମଦେବଙ୍କ ଏଲୋପାଥି ଉପରେ ଦେଇଥିବା ବିବୃତ୍ତିକୁ ବିରୋଧ କରି ସାରା ଦେଶର ଡାକ୍ତରମାନେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତରମାନେ କଳା ଦିବସ ପାଳନ କରୁଛନ୍ତି । କିନ୍ତୁ ରୋଗୀ ସେବାରେ କୌଣସି ବାଧା ହେଉନି । କାରଣ ଏମାନେ ପର୍ଯ୍ୟାୟ କ୍ରମେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

କିଛି ଡାକ୍ତର ଅର୍ଥାତ ଯେଉଁମାନେ ରୋଗୀ ସେବା କରୁଛନ୍ତି ସେମାନେ ହାତରେ କଳା ବ୍ୟାଜ୍‌ ପିନ୍ଧି କାମ କରୁଛନ୍ତି । ଦିଲ୍ଲୀ AIIMS ବାହାରେ ହାତର ପ୍ଲାକାଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଡାକ୍ତର । ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡ) ଘୋଷଣା କରିଛି ଯେ ଏହାର ସମସ୍ତ ସଦସ୍ୟ ଡାକ୍ତରମାନେ ଦେଶର ବିଭିନ୍ନ ସ୍ଥାନରେ ବ୍ଲାକ୍ ଡେ ପାଳନ କରୁଛନ୍ତି ।

ଏହି ସମୟ ମଧ୍ୟରେ, ସମସ୍ତ ସ୍ବାସ୍ଥ୍ୟ କର୍ମୀ ପିପିଏ କିଟ୍ ଉପରେ ଏକ କଳା ବ୍ୟାଣ୍ଡ ବାନ୍ଧି କାମ କରୁଛନ୍ତି । ତେବେ ଡାକ୍ତରଙ୍କ ଏହି ବିକ୍ଷୋଭରୁ ରୋଗୀ ସେବାକୁ ପ୍ରାଧାନ୍ୟ ଦିଆଯାଉଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.