News portal website
before header
[URIS id=5393]

ସିବିଏସଇ ପାଠରେ ପରିବର୍ତ୍ତନ

0 153

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୬-୦୭-୨୦୨୧

କରୋନା ମହାମାରୀରେ ଶିକ୍ଷା ବ୍ୟବସ୍ଥା ବ୍ୟାପକ ବାଧାପ୍ରାପ୍ତ ହୋଇଛି । ସେଥିଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷାରେ ପରିବର୍ତ୍ତନ ଆଣିଛି । ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ବର୍ଷରୁ ଦୁଇଥର ବୋର୍ଡ ପରୀକ୍ଷା ଦେବେ । ଏହାକୁ ଦୁଇଟି ପରୀକ୍ଷାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି । ସିଲାବସରେ ୫୦ ପ୍ରତିଶତ ଲେଖାଏ ପାଠ୍ୟକ୍ରମକୁ ନେଇ ଟର୍ମ-୧ ଓ ଟର୍ମ-୨ ପରୀକ୍ଷା ହେବ ।ନଭେମ୍ବର-ଡିସେମ୍ବରରେ ଟର୍ମ-୧ ପରୀକ୍ଷା ଓ ମାର୍ଚ୍ଚ-ଏପ୍ରିଲରେ ଟର୍ମ-୨ ପରୀକ୍ଷା ହେବ । ଉଭୟ ପରୀକ୍ଷାର ନମ୍ବରକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ବୋର୍ଡ ପକ୍ଷରୁ ମାର୍ଚ୍ଚ ମାସରେ ଜାରି ହୋଇଥିବା ସଂକ୍ଷିପ୍ତ ସିଲାବସ୍ ଅନୁସାରେ ପାଠପଢ଼ା ଯିବ। ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କର ୟୁନିଟ୍ ଟେଷ୍ଟ କରାଯିବ ।ଆଭ୍ୟନ୍ତରୀଣ ମୂଲ୍ୟାୟନ, ପ୍ରାକ୍ଟିକାଲ୍ ଓ ପ୍ରୋଜକ୍ଟ ଓ୍ୱାର୍କକୁ ଗୁରୁତ୍ୱ ଦିଆଯାଇ ମାର୍କ ପ୍ରଦାନ କରାଯିବ । ନବମ ଓ ଦଶମ ଶ୍ରେଣୀ ପାଇଁ ୩ଟି ପିରିୟୋଡିକ୍ ଟେଷ୍ଟ ହେବ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପ୍ରତିଟି ବିଷୟକୁ ନେଇ ୟୁନିଟ୍ ଟେଷ୍ଟ କରାଯିବ । ସ୍କୁଲ କର୍ତ୍ତୃପକ୍ଷ ମୂଲ୍ୟାୟନକୁ ଡିଜିଟାଲ୍ ମୋଡରେ ରଖିବେ । ସେହି ଡିଜିଟାଲ ମୋଡରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.