Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଲିଚୁର ଚମତ୍କାରିତା ….କେବଳ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଅତ୍ୟନ୍ତ ଲାଭଦାୟକ:
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୦-୦୫-୨୦୨୧
ମିଠା ଏବଂ ରସଯୁକ୍ତ ସ୍ୱାଦର ଲିଚୁକୁ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାଦିଷ୍ଟ ହେବା ସହିତ ପୋଷକ ତତ୍ତ୍ୱରେ ମଧ୍ୟ ଭରପୂର ଅଟେ ।ଏଥିରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଫାଇବର,!-->!-->!-->!-->!-->…
୨୪ରୁ ଆରମ୍ଭ ସର୍ଭେ…..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୦-୦୫-୨୦୨୧
ଆସନ୍ତା ମେ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ସେହି କୋଭିଡ୍ ପରିଚାଳନା ପାଇଁ ଆଶାକର୍ମୀମାନଙ୍କୁ ଗୁରୁଦାୟିତ୍ବ ଦିଆଯିବ ।ସେହି କାର୍ଯ୍ୟ ପାଇଁ!-->!-->!-->!-->!-->…
ବସନ୍ତରାଜର ଆତ୍ମସମର୍ପଣ ପରେ କୋର୍ଟ ଚାଲାଣ।
ତଳକୋର୍ଟରେ ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦେଲେ କୋର୍ଟ।
ଅଷ୍ଟିନ୍ ନ୍ଯୁଜ/ ଯାଜପୁର
ତା-୨୦-୦୫-୨୦୨୧
ବହୁଚର୍ଚ୍ଚିତ ବାଲିଚନ୍ଦ୍ରପୁର ପୋଲିସ ଗାଡି ପୋଡି ଘଟଣାରେ ନୂଆମୋଡ।ଗାଡି ପୋଡି ଘଟଣାର ୭୫ ଦିନ ପରେ ଏବଂ ଆଇନ ସହ ଖେଳିବାର ସବୁତକ ବାଟ ବନ୍ଦ ପରେ,!-->!-->!-->!-->!-->!-->!-->…
ବ୍ଲକ ଫଙ୍ଗସକୁ ମହାମାରି ଘୋଷଣା କଲେ ରାଜସ୍ଥାନ ସରକାର ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୧୯-୦୫-୨୦୨୧
ଦିନକୁ ଦିନ ବଢ଼ୁଛି ବ୍ଲାକ ଫଙ୍ଗସର ଭୟ ବଢ଼ିବାରେ ଲାଗିଛି। ତେଣୁ ବ୍ଲାକ ଫଙ୍ଗସକୁ ରାଜସ୍ଥାନ ସରକାର ମହାମାରୀ ଭାବରେ ଘୋଷଣା କରିଛନ୍ତି । ରାଜସ୍ଥାନ ପାଣ୍ଡେମିକ୍ ଆକ୍ଟ ୨୦୨୦ ର ଧାରା ୩ ଅନୁଯାୟୀ ସମଗ୍ର ରାଜ୍ୟରେ ବ୍ଲାକ ଫଙ୍ଗସକୁ!-->!-->!-->!-->!-->…
“ସାମ୍ବାଦିକଙ୍କୁ ଆକ୍ରମଣ ପରେ କିଛି ହୁଏନି କାହିଁକି “-ଡଃ. ଜ୍ୟୋତି ପ୍ରକାଶ ମହାପାତ୍ର ଙ୍କ ଆଲେଖ୍ୟ।
ଗଣମାଧ୍ୟମର ବିଶ୍ୱସନୀୟତା ଏବେ ବେଶ ସଂକଟରେ। ଆମେ ନ ମାନିଲେ ବି ଏହା ସତ। ଦିନ ଥିଲା ଗଣମାଧ୍ୟମର ପ୍ରତିଟି କଥା ଓ ଶବ୍ଦକୁ ଲୋକେ ବିଶ୍ୱାସ କରୁଥିଲେ। ଏବେ ସେ ଯୁଗ ଆଉ ନାହିଁ। ଯେତେବେଳେ ଗଣମାଧ୍ୟମ ଉପରେ ଲୋକେ ସନ୍ଦେହ କରୁଛନ୍ତି, ସେତେବେଳେ ସେମାନେ ସାମ୍ୱାଦିକକୁ ବି ସନ୍ଦେହରେ!-->…
ଉଷୁମ ପାଣିର ଉପକାରିତା
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୧୯-୦୫-୨୦୨୧
ପାଣି ଉଷୁମ ହେଉ ଅବା ଥଣ୍ଡା, ତାହା ଆମକୁ ସବୁବେଳେ ସତେଜ ରଖିଥାଏ। ତେବେ କିଛି ଜାଣ ଏହା ଦାବି କରିଥାନ୍ତି ଯେ ଥଣ୍ଡା ପାଣି ପିଇବା ଅପେକ୍ଷା ଉଷୁମ ପାଣି ପିଇଲେ, ତାହା ଆମର ପାଚନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ଆମକୁ ଚିନ୍ତା!-->!-->!-->!-->!-->…
ବ୍ରହ୍ମପୁରରେ ଆତଙ୍କ ବ୍ୟାଙ୍କରେ ଭଙ୍ଗାରୁଜା…..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ଵର
ତା-୧୯-୦୫-୨୦୨୧
ବ୍ୟାଙ୍କରେ ଲୋନ ନ ଦେବାରୁ ଭଙ୍ଗା ରୁଜା ଘଟଣା ରେ ସଦର ଥାନା ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା କରୁଛି । ଲାଠି ର ଭିନ୍ନକ୍ଷମ ସୁଦର୍ଶନ ବିସୋଇ (40), ବ୍ୟାଙ୍କ ଅଫ୍ ବରୋଦା, ଲାଠି ଶାଖାରେ ଲୋନ ପାଇଁ ଆବେଦନ!-->!-->!-->!-->!-->…
ବର୍ବର ପୁରୀ ପୋଲିସ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୯-୦୫-୨୦୨୧
ଧରିତ୍ରୀ ସାମ୍ବାଦିକ ଦତାତ୍ରେୟ ନାୟକଙ୍କୁ କୁମ୍ଭାରପଡ଼ା ଥାନା ପୋଲିସର ଆକ୍ରମଣ । ପନିପରିବା ଦୋକାନୀଙ୍କ ଉପରେ ପୋଲିସର ଜୁଲମ ଅଭିଯୋଗ ହୋଇଥିଲା । ଏ ସଂପର୍କରେ ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ କରି ଭ୍ୟାନରେ!-->!-->!-->!-->!-->…
ଆଜି ଗୋଟିଏ ଦିନରେ ୧୧.୦୯୯ କରୋନା ରୋଗୀ ଚିହ୍ନଟ ।
ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧,୦୯୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନେର ୬୨୧୪ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟରେ ଅଛନ୍ତି ୪୮୮୫।
ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ କରୋନା ରୋଗୀ ଚିହ୍ନଟ!-->!-->!-->…
