Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଓଡ଼ିଶାରେ ଆଜିବି କରୋନାର ଭୟଙ୍କର ରୂପ । ୧୦ ହାଜର ପାର କଲା ସଂକ୍ରମଣ ।
ଓଡ଼ିଶାରେ ଆଜି ବି ୧୦ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୫,୭୭୯ ଓ ଲୋକାଲ୍ କଣ୍ଟାକ୍ଟସ୍ ୪,୫୪୨ ରହିଛି।ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୨୨ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ!-->…
ନବୀନଙ୍କ ମାଷ୍ଟର ପ୍ଲାନ ମଇ ୨୪ରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ!
ଆସନ୍ତା ମଇ ୨୪ରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ANM ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ।
ଅଷ୍ଟିନ୍ ନ୍ୟୁଜ୍ /ଭୁବନେଶ୍ୱର
ତା-୧୭-୦୫-୨୦୨୧
ବାଚସ୍ପତିଙ୍କ ଅଧକ୍ଷତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ!-->!-->!-->!-->!-->!-->!-->…
ବିଭିନ୍ନ ଆମ୍ବୁଲାନ୍ସ ସେବା ପାଇଁ ସର୍ବାଧିକ ଦର ନିର୍ଦ୍ଧାରଣ କଲେ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୭-୦୫-୨୦୨୧
ରାଜ୍ୟରେ ବିଭିନ୍ନ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ବେସିକ୍ ଆମ୍ବୁଲାନ୍ସ ସେବା ଏବଂ ଆଡଭାନ୍ସ ଆମ୍ବୁଲାନ୍ସ ସେବା ଲାଗି ଆଜି ରାଜ୍ୟ ସରକାର ଦର ନିର୍ଦ୍ଧାରଣ କରିଛନ୍ତି ଏବଂ ଏହା ଆଜିଠୁ ଲାଗୁ ହେବାକୁ ନିଷ୍ପତି ହୋଇଛି ।!-->!-->!-->!-->!-->…
WHOର ସପ୍ତାହିକ ରେପୋର୍ଟ ଅନୁଯାୟୀ ଭାରତରେ ହ୍ରାସ ହେଉଛି ସଂକ୍ରମଣ ।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୭-୦୫-୨୦୨୧
ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ସୋମବାର ଆହୁରି ହ୍ରାସ ହୋଇଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାରରୁ ତଳକୁ ଆସିଛି। ତେବେ ପରୀକ୍ଷଣ ଅଭାବରୁ ଦେଶର ଗ୍ରାମାଞ୍ଚଳରେ ବ୍ୟାପୁଥିବା ସଂକ୍ରମଣର ବାସ୍ତବିକ!-->!-->!-->!-->!-->…
୧୮ରୁ ପଞ୍ଜୀକରଣ : ଆସୁଛି PUBGର ରୂପାନ୍ତରିତ ସଂସ୍କରଣ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୭-୦୫-୨୦୨୧
PUBG ଉପଭୋକ୍ତାଙ୍କ ପାଇଁ ଖୁସି ଖବର। PUBG ନିର୍ମାତା କ୍ରାଫ୍ଟନ୍ ଭାରତ ପାଇଁ ଖୁବ୍ ଶୀଘ୍ର ବହୁ ପ୍ରତୀକ୍ଷିତ PUBGର ରୂପାନ୍ତରିତ ସଂସ୍କରଣ ବ୍ୟାଟଲଗ୍ରାଉଣ୍ଡ୍ ମୋବାଇଲ୍ ଇଣ୍ଡିଆ ନାମକ ଏକ ନୂଆ ଗେମ୍ ଆରମ୍ଭ କରିବାକୁ!-->!-->!-->!-->!-->…
ଏଜ୍ ଇଜ୍ ଜଷ୍ଟ ଏ ନମ୍ଵର୍
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୧୭-୦୫-୨୦୨୧
କରୋନା ମହାମାରୀ ସାରା ଦେଶ ରେ ନିଜର କାୟା ବିସ୍ତାର କରି ଆତଙ୍କର ମାହୋଲ ଆଣିଥିବା ବେଳେ, ଆସିଛି ଗୋଟିଏ ଆଶ୍ୱସ୍ତିକର ଖବର। କମ୍ ବୟସ ର ଯୁବକ ଓ ଯୁବତୀ ମାନେ ଏ ଲଢେଇ ରେ ହାରିଯାଇ ପ୍ରାଣ ହରାଇଥିବାବେଳେ, ଜଣେ ୯୦ ବର୍ଷୀୟ ବୃଦ୍ଧା ଏହି!-->!-->!-->!-->!-->…
ଭୂତ ଖାଉଛି ଭତ୍ତା
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୧୭-୦୫-୨୦୨୧
ଆପଣ ମାନେ ଜାଣିଥିବେ, ଯାଜପୁର ଜିଲ୍ଲାରେ ବିଧବା ମାନଙ୍କୁ ଦିଆଯାଇଥିବା ଭତ୍ତା ସାଧବମାନେ ନଉଥିବା ଖବର ସାରା ରାଜ୍ୟରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ଏବେ ପୁଣିଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। କରୋନା ସମୟରେ ମରିଯାଇଥିବା!-->!-->!-->!-->!-->!-->!-->…
ରାଜ୍ୟରେ କରୋନା ପୁଣି ଲମ୍ବାଡିଆଁ । ଗତ ୨୪ ଘଣ୍ଟାରେ ୧୦୭୫୭ ଚିହ୍ନଟ ।
ରାଜ୍ୟରେ ହୁ ହୁ ହୋଇବଢୁଛି କରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୧୦୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ଥିବା ଜଣାଯାଇଛି। ଆଜି କଟକରୁ ସର୍ବାଧିକ ୯୭୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ଖୋର୍ଦ୍ଧା ରୁ ୯୦୯ ଓ!-->!-->!-->…
ବାତ୍ୟାର ତାଣ୍ଡବ ଗଲା ୮ ଜୀବନ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୭-୦୫-୨୦୨୧
ଦେଶର ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡିକରେ ବାତ୍ୟା ତଉକତେ ତାର ପ୍ରଭାବ ଦେଖାଇଛି । କେରଳ, କର୍ଣ୍ଣାଟକ ଏବଂ ଗୋଆରେ ତାଣ୍ଡବ ପରେ ଏବେ ବାତ୍ୟା ଗୁଜୁରାଟ ଆଡକୁ ଗତି କରୁଛି । ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ!-->!-->!-->!-->!-->…
ବିନା ଭକ୍ତରେ ଖୋଲିଲା କେଦାରନାଥ ଧାମ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୭-୦୫-୨୦୨୧
ବିଧିବିଧାନ, ପୂଜାର୍ଚ୍ଚନା ପରେ ଖୋଲିଛି ବିଶ୍ୱ ପ୍ରସିଦ୍ଧ ପ୍ରଭୁ କେଦାରନାଥ ଧାମଙ୍କ ଦ୍ୱାର । ତେବେ ବିନା ଭକ୍ତରେ ଏଥର ଖୋଲିଥିଲା ମନ୍ଦିର କବାଟ । କରୋନା ସଙ୍କଟ ପରେ ବାବାଙ୍କ ମନ୍ଦିର ବିନା ଭକ୍ତରେ ଖୋଲିବା ଦ୍ୱିତୀୟ!-->!-->!-->!-->!-->…
