News portal website
before header
[URIS id=5393]

ଉଷୁମ ପାଣିର ଉପକାରିତା

0 268

କଟକ / ଅଷ୍ଟିନ୍ ନ୍ୟୁଜ

Notice

ତା – ୧୯-୦୫-୨୦୨୧

ପାଣି ଉଷୁମ ହେଉ ଅବା ଥଣ୍ଡା, ତାହା ଆମକୁ ସବୁବେଳେ ସତେଜ ରଖିଥାଏ। ତେବେ କିଛି ଜାଣ ଏହା ଦାବି କରିଥାନ୍ତି ଯେ ଥଣ୍ଡା ପାଣି ପିଇବା ଅପେକ୍ଷା ଉଷୁମ ପାଣି ପିଇଲେ, ତାହା ଆମର ପାଚନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ଆମକୁ ଚିନ୍ତା ମୁକ୍ତ କରିବାରେ ସଫଳ ହୋଇଥାଏ। ଉଷୁମ ପାଣି ପିଇବା ଦ୍ଵାରା ତାହା ଆମ ପାକସ୍ଥଳୀରେ ଚଳପ୍ରଚଳ କରିଥାଏ ଫଳାରେ ଖାଦ୍ୟ ହଜମ କରିବାରେ ଅଧିକ ସାହାଯ୍ୟ କରିଥାଏ। କମ୍ ପାଣି ପିଇବା କୋଷ୍ଟ କାଠିନ୍ୟ ର ଏକ ମୁଖ୍ୟ କାରଣ ହୋଇଥାଏ, ତେଣୁ ଉଷୁମ ପାଣି କୋଷ୍ଟ କାଠିନ୍ୟ ଭଳି ସମସ୍ୟା ଠାରୁ ବିଶେଷ ଉପସମ ଦେଇଥାଏ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

କେହି କେହି ଉଷୁମ ପାଣି ପିଇବା ଦ୍ଵାରା ଚିନ୍ତା ରୁ ମଧ୍ଯ ଉପସମ ମିଳିଥାଏ ବୋଲି ଦାବି କରିଛନ୍ତି। ତେବେ ଉଷୁମ ପାଣି ପିଇବା ବେଳେ କିଛି ତ ସତର୍କତା ଅବଲମ୍ବନ କରିବା ଉଚିତ୍। ତାହା ହେଉଛି ଆପଣଙ୍କୁ ଧ୍ୟାନ ଦବାକୁ ପଡିବ। ପାଣି ଅଧିକ ଗରମ୍ ଥିବା ଦ୍ଵାରା ତାହା ଆମ ଟିସୁ ଗୁଡିକୁ କ୍ଷତି କରିବା ସହ ଜିଭ କୁ ମଧ୍ୟ ପୋଡି ଦେଇଥାଏ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.