News portal website
before header
[URIS id=5393]

ବ୍ରହ୍ମପୁରରେ ଆତଙ୍କ ବ୍ୟାଙ୍କରେ ଭଙ୍ଗାରୁଜା…..

0 208

ଅଷ୍ଟିନ ନ୍ୟୁଜ / ଭୁବନେଶ୍ଵର

ତା-୧୯-୦୫-୨୦୨୧

ବ୍ୟାଙ୍କରେ ଲୋନ ନ ଦେବାରୁ ଭଙ୍ଗା ରୁଜା ଘଟଣା ରେ ସଦର ଥାନା ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା କରୁଛି । ଲାଠି ର ଭିନ୍ନକ୍ଷମ ସୁଦର୍ଶନ ବିସୋଇ (40), ବ୍ୟାଙ୍କ ଅଫ୍ ବରୋଦା, ଲାଠି ଶାଖାରେ ଲୋନ ପାଇଁ ଆବେଦନ କରିଥିଲେ ଏବଂ ତାଙ୍କ ଲୋନ ମଞ୍ଜୁର ନକରିବାରୁ ସେ ହତାଶ ହୋଇ ବ୍ୟାଙ୍କ ରେ ପଶି ଭଙ୍ଗାରୁଜା କରିବା ସହ କର୍ମଚାରୀ ଙ୍କୁ ଖରାପବ୍ୟବହାର ଆଚରଣ ପ୍ରଦର୍ଶନ କରିଥିଲେ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ବ୍ୟାଙ୍କ ଅଫ୍ ବରୋଦା, ଶାଖା ମୁଖ୍ୟପରିଚାଳକ ଜୟଲକ୍ଷ୍ମୀ ବେହେରା ଏନେଇ ସଦର ଥାନା ରେ ଅଭିଯୋଗ କରିଥିଲେ । ଏ ନେଇ ଥାନା ରେ କେଶ ନମ୍ବର ୧୫0/୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜଣଙ୍କୁ ଥାନା ରେ ଅଟକ ରଖାଯାଇଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.