News portal website
before header

ରାଜ୍ୟରେ ବଢ଼ିଛିଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୧,୮୦୫ ପଜିଟିଭ୍‌ ଚିହ୍ନଟ ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬ ହଜାର ୬୧୧ ଓ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪ ଚିହ୍ନଟ ହୋଇଥିବା ସୂଚନା ଦେଇଛି…

କରୋନା କଣ୍ଟାରେ ବାତିଲ ହେବ ସିବିଏସଇ ଦ୍ବାଦଶ ପରୀକ୍ଷା।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୫-୨୦୨୧ ବାତିଲ ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ! କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ହେବାକୁ ଆସିବା ପରିବର୍ତ୍ତେ ଅଧିକ ବେକାବୁ ହେବାକୁ ଲାଗିଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଚିନ୍ତାରେ…

୧୬ ରୁ ୧୯ ବାତ୍ଯା;IMD

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୫-୨୦୨୧ ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ମାଡିଆସୁଛି ବାତ୍ୟା ‘ତଉକତେ’ । ଭାରତ ପାଣିପାଗ ବିଭାଗ (ଆଇଏମଡି) ଏନେଇ ସତର୍କ କରାଇଦେଇଛି । ଆରବ ସାଗର ଉପରେ ମେ ୧୭ ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ‘ତଉକତେ’ । ପରେ ୧୮ ମେ…

ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା ।

ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର ତା-୧୪-୦୫-୨୦୨୧ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ଚାଷୀ ଖାତାକୁ ଗଲା କାଳିଆ କିସ୍ତି । ମୋଟ ୪୨ ଲକ୍ଷ ଲୋକଙ୍କ ଖାତାକୁ ୯୦ କୋଟି ଟଙ୍କା ଯାଇଥିବାର ସୂଚନା ଦିଆ ଯାଇଛି । ଏହାସହିତ ଉତ୍କଳ ଦିବସରେ ରାଜ୍ୟ ସରକାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ…

ଘାସ କାଟୁଛନ୍ତି ପନ୍ତ

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୪-୦୫-୨୦୨୧ ଚାଳିତ ବର୍ଷ ଇଣ୍ଡିଆନ୍ ପ୍ରିମିଅର ଲିଗ କୁ କରୋନା ମହାମାରୀ ଯୋଗୁ୍ ଅଧାରୁ ବାତିଲ କରାଯାଇଛି। ଏହା ଖେଳାଳି ମାନଙ୍କୁ ଆଣିଦେଇଛି ନିଜ ପରିବାର ସହ ସମୟ କାଟିବାର ଏକ ସୁବର୍ଣ୍ଣ ସୁଯୋଗ। ଆଇ. ପି. ଏଲ୍. ସ୍ଥଗିତ ରହିବା କାରଣରୁ ରିଷଭ ପନ୍ତ…

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ ପଜିଟିଭ ଚିହ୍ନଟ ।

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ସଙ୍ଗରୋଧରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ୫୪୫୨ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ସେହିପରି ଗୋଟିଏ ଦିନରେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି…

ଆଜି ସନ୍ଧ୍ଯା ପାଞ୍ଚରେ କାଳିଆ ଯୋଜନା ପଇସା ମିଳିବ।

ପବିତ୍ର ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଅଧିନରେ ତାଲିକାଭୁକ୍ତ ଥିବା କୃଷକମାନଙ୍କୁ ଆସନ୍ତା କାଲି ଅର୍ଥାତ ୧୪/୦୫/୨୦୨୧ ଦିନ ସନ୍ଧ୍ୟା ୫ଟାରେ ସହାୟତା ରାଶି ପ୍ରଦାନ କରିବେ। ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର …

ଇଦ ମୁବାରକ

କଟକ / ଅଷ୍ଟିନ୍ ନ୍ୟୁଜ ତା-୧୩-୦୫-୨୦୨୧ ଆଜି ହେଉଛି ପବିତ୍ର ଇଦ୍-ଉଲ୍-ଫିଟର। ସାରା ପୃଥିବୀ କରୋନା ମହାମାରୀ ଦ୍ବାରା ଅସ୍ତବ୍ୟସ୍ତ ହେଉଥିବାବେଳେ, ଆମ ମୁସଲମାନ ଭାଇ ଓ ଭଉଣୀ ମାନେ ସମଗ୍ର ପୃଥିବୀ କୁ ଏହି ମହାମାରୀ ଠାରୁ ଏହାର କରିବା ପାଇଁ ଆଲ୍ଲହା ଙ୍କ ନିକଟରେ ପ୍ରାର୍ଥନା…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି । ଘୁଞ୍ଚିଲା (UPSC) ପରୀକ୍ଷା ।

କରୋନା ମହାମାରୀ ସାରା ବିଶ୍ବକୁ ଡରାଉଥିଲା ବେଳେ । ଭାରତରେ ମଧ୍ୟ ଏହାର ପ୍ରକୋପ ଖୁବ ଅଧିକ ରହିଥିବାର ଦେଖିବାକୁ ମିଳିଛି । ସବୁ ରାଜ୍ୟରେ ବଢୁଥିବା ସଂକ୍ରମଣ ଦେଖି । ସରକାର ସ୍କୁଲ କଲେଜ ବନ୍ଦ କରିଥିବା ବେଳେ । କେତେକ ପରୀକ୍ଷା କୁ ବାତିଲ ମଧ୍ୟ କରିଛନ୍ତି ଏହାରି ଭିତରେ ଆଉ ଗୋଟେ କଥା…

ବଦଳିଲେ ୩ ଜେଲ ସୁପରିଟେଣ୍ଡେଣ୍ଟ!

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୩-୦୫-୨୦୨୧ କରୋନାକୁ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ କରୋନା ମୁକାବିଲା ଭିତରେ ରାଜ୍ୟ ସରକାର ବିଭିନ୍ନ ପଦାଧିକାରୀଙ୍କ ବଦଳି ପ୍ରକ୍ରିୟା ଜାରି ରଖିଛନ୍ତି ।ଗତକାଲି ଆଇଏଏସସ୍ତରରେ ଅଦଳବଦଳ…