News portal website
before header
[URIS id=5393]

ଆଜି ସନ୍ଧ୍ଯା ପାଞ୍ଚରେ କାଳିଆ ଯୋଜନା ପଇସା ମିଳିବ।

0 655

ପବିତ୍ର ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଅଧିନରେ ତାଲିକାଭୁକ୍ତ ଥିବା କୃଷକମାନଙ୍କୁ ଆସନ୍ତା କାଲି ଅର୍ଥାତ ୧୪/୦୫/୨୦୨୧ ଦିନ ସନ୍ଧ୍ୟା ୫ଟାରେ ସହାୟତା ରାଶି ପ୍ରଦାନ କରିବେ।

Notice

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ତା-୧୪-୦୫-୨୦୨୧

ପବିତ୍ର ଅକ୍ଷୟ ତ୍ରୁତୀୟା ଅବସରରେ ଓଡିଶାର ସମସ୍ତ ଚାଷୀ ମାନଙ୍କୁ ମିଳିବ କାଳିଆ ଯୋଜନା ଆର୍ଥିକ ରାଶି। ଏନେଇ ରାଜ୍ଯ ସରକାରଙ୍କ ତରଫରୁ ସୂଚନା ମିଳିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ଖବର ହସ୍ତଗତ ହେଇଛି।

ପ୍ରାପ୍ଯ ସୂଚନା ଅନୁଯାୟୀ କାଳିଆ ଯୋଜନାରେ ଥିବା ଚାଷୀଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ମ ହେବ ଟଙ୍କା।ବ୍ଯାଙ୍କ ଯାଇ ଚାଷୀମାନେ ବ୍ଯାଙ୍କ ପାସବୁକ ଚେକ କରିପାରେ।

ପବିତ୍ର ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଅଧିନରେ ତାଲିକାଭୁକ୍ତ ଥିବା କୃଷକମାନଙ୍କୁ ଆସନ୍ତା କାଲି ଅର୍ଥାତ ୧୪/୦୫/୨୦୨୧ ଦିନ ସନ୍ଧ୍ୟା ୫ଟାରେ ସହାୟତା ରାଶି ପ୍ରଦାନ କରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.