News portal website
before header

୧୮ରୁ ପଞ୍ଜୀକରଣ : ଆସୁଛି PUBGର ରୂପାନ୍ତରିତ ସଂସ୍କରଣ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ PUBG ଉପଭୋକ୍ତାଙ୍କ ପାଇଁ ଖୁସି ଖବର। PUBG ନିର୍ମାତା କ୍ରାଫ୍ଟନ୍ ଭାରତ ପାଇଁ ଖୁବ୍ ଶୀଘ୍ର ବହୁ ପ୍ରତୀକ୍ଷିତ PUBGର ରୂପାନ୍ତରିତ ସଂସ୍କରଣ ବ୍ୟାଟଲଗ୍ରାଉଣ୍ଡ୍ ମୋବାଇଲ୍ ଇଣ୍ଡିଆ ନାମକ ଏକ ନୂଆ ଗେମ୍ ଆରମ୍ଭ କରିବାକୁ…

ଏଜ୍ ଇଜ୍ ଜଷ୍ଟ ଏ ନମ୍ଵର୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୭-୦୫-୨୦୨୧ କରୋନା ମହାମାରୀ ସାରା ଦେଶ ରେ ନିଜର କାୟା ବିସ୍ତାର କରି ଆତଙ୍କର ମାହୋଲ ଆଣିଥିବା ବେଳେ, ଆସିଛି ଗୋଟିଏ ଆଶ୍ୱସ୍ତିକର ଖବର। କମ୍ ବୟସ ର ଯୁବକ ଓ ଯୁବତୀ ମାନେ ଏ ଲଢେଇ ରେ ହାରିଯାଇ ପ୍ରାଣ ହରାଇଥିବାବେଳେ, ଜଣେ ୯୦ ବର୍ଷୀୟ ବୃଦ୍ଧା ଏହି…

ଭୂତ ଖାଉଛି ଭତ୍ତା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୭-୦୫-୨୦୨୧ ଆପଣ ମାନେ ଜାଣିଥିବେ, ଯାଜପୁର ଜିଲ୍ଲାରେ ବିଧବା ମାନଙ୍କୁ ଦିଆଯାଇଥିବା ଭତ୍ତା ସାଧବମାନେ ନଉଥିବା ଖବର ସାରା ରାଜ୍ୟରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ପୁଣିଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। କରୋନା ସମୟରେ ମରିଯାଇଥିବା…

ରାଜ୍ୟରେ କରୋନା ପୁଣି ଲମ୍ବାଡିଆଁ । ଗତ ୨୪ ଘଣ୍ଟାରେ ୧୦୭୫୭ ଚିହ୍ନଟ ।

ରାଜ୍ୟରେ ହୁ ହୁ ହୋଇବଢୁଛି କରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୧୦୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ଥିବା ଜଣାଯାଇଛି। ଆଜି କଟକରୁ ସର୍ବାଧିକ ୯୭୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ରୁ ୯୦୯ ଓ…

ବାତ୍ୟାର ତାଣ୍ଡବ ଗଲା ୮ ଜୀବନ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ଦେଶର ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡିକରେ ବାତ୍ୟା ତଉକତେ ତାର ପ୍ରଭାବ ଦେଖାଇଛି । କେରଳ, କର୍ଣ୍ଣାଟକ ଏବଂ ଗୋଆରେ ତାଣ୍ଡବ ପରେ ଏବେ ବାତ୍ୟା ଗୁଜୁରାଟ ଆଡକୁ ଗତି କରୁଛି । ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ…

ବିନା ଭକ୍ତରେ ଖୋଲିଲା କେଦାରନାଥ ଧାମ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ବିଧିବିଧାନ, ପୂଜାର୍ଚ୍ଚନା ପରେ ଖୋଲିଛି ବିଶ୍ୱ ପ୍ରସିଦ୍ଧ ପ୍ରଭୁ କେଦାରନାଥ ଧାମଙ୍କ ଦ୍ୱାର । ତେବେ ବିନା ଭକ୍ତରେ ଏଥର ଖୋଲିଥିଲା ମନ୍ଦିର କବାଟ । କରୋନା ସଙ୍କଟ ପରେ ବାବାଙ୍କ ମନ୍ଦିର ବିନା ଭକ୍ତରେ ଖୋଲିବା ଦ୍ୱିତୀୟ…

କରୋନା ଆକ୍ରାନ୍ତ ଶିଶୁଙ୍କ ସୁରକ୍ଷା ପାଇଁ ଗଠନ ହେଲା ୮ ଜଣିଆ କମିଟି

ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢୁଥିବାରୁ,କମିଟି ତର୍ଜମା କରାଯିବାପାଇଁ । ଏହି କମିଟି ର ମୂଳ ଉଦ୍ଦେଶ୍ଯ। ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୧୬-୦୫-୨୦୨୧ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ୮ ଜଣିଆ କମିଟି । ଶିଶୁଙ୍କ…

କରୋନା ରୋଗୀଙ୍କ ପାଇଁ ଐତିହାସିକ ନିଷ୍ପତ୍ତି!

ସମସ୍ତ ଘରୋଇ ଓ ସରକାରୀ କୋଭିଡ୍ ହସ୍ପିଟାଲରେ ସିସିଟଭି କ୍ୟାମେରା ସଂଯୁକ୍ତ କରି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କୁ କଥାବାର୍ତ୍ତା କରାଯିବା ସୁବିଧା ପ୍ରଦାନ କରାଯିବ। ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୧୬-୦୫-୨୦୨୧ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି ରାଜ୍ୟ…

ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବନ୍ଦ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୫-୨୦୨୧ ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବନ୍ଦ ରଖାଯାଇଛି । ଆଜି ଶ୍ରୀମନ୍ଦୀର ପରିଚାଳନା କମିଟିର ବୈଠକରେ ଏ ନେଇ ନିଷ୍ପତି ହୋଇଛି । ଏହା…

ବଢିବ କି ଲକ୍‌ଡାଉନ୍ ?

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୫-୨୦୨୧ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଆଜି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଚିନ୍ତାପ୍ରକଟ କରିଥିବା ବେଳେ ଏପଟେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଶନିବାର ଅପରାହ୍ନରେ କହିଛନ୍ତି ଯେ ଆସନ୍ତା ମାସେ…