କଟକ / ଅଷ୍ଟିନ୍ ନ୍ୟୁଜ

ତା-୧୩-୦୫-୨୦୨୧
ଆଜି ହେଉଛି ପବିତ୍ର ଇଦ୍-ଉଲ୍-ଫିଟର। ସାରା ପୃଥିବୀ କରୋନା ମହାମାରୀ ଦ୍ବାରା ଅସ୍ତବ୍ୟସ୍ତ ହେଉଥିବାବେଳେ, ଆମ ମୁସଲମାନ ଭାଇ ଓ ଭଉଣୀ ମାନେ ସମଗ୍ର ପୃଥିବୀ କୁ ଏହି ମହାମାରୀ ଠାରୁ ଏହାର କରିବା ପାଇଁ ଆଲ୍ଲହା ଙ୍କ ନିକଟରେ ପ୍ରାର୍ଥନା ଜଣାଉଛନ୍ତି।


ତବେ କଟକ ଏମ୍. ଏଲ୍. ଏ ଶ୍ରୀ ମହମ୍ମଦ୍ ମୋକିମ୍ ମଧ୍ୟ ସମଗ୍ର ଓଡିଶା ବାସୀଙ୍କୁ କଂଗ୍ରେସ ଦଳ ପକ୍ଷରୁ ଏକ ଫଟ ଜରିଆରେ ଇଦ୍ ର ଶୁଭେଛା ବାର୍ତ୍ତା ଦେଇଛନ୍ତି।

ପବିତ୍ର ଇଦ୍ ଉଲ୍ ଫିତର ପର୍ବ ଅବସରରେ ସମସ୍ତ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଅଷ୍ଟିନ୍ ନ୍ୟୁଜ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରୁଛୁ ।
ଇଦ୍ ମୁବାରକ।


ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
