News portal website
before header
[URIS id=5393]

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି । ଘୁଞ୍ଚିଲା (UPSC) ପରୀକ୍ଷା ।

0 172

କରୋନା ମହାମାରୀ ସାରା ବିଶ୍ବକୁ ଡରାଉଥିଲା ବେଳେ । ଭାରତରେ ମଧ୍ୟ ଏହାର ପ୍ରକୋପ ଖୁବ ଅଧିକ ରହିଥିବାର ଦେଖିବାକୁ ମିଳିଛି । ସବୁ ରାଜ୍ୟରେ ବଢୁଥିବା ସଂକ୍ରମଣ ଦେଖି । ସରକାର ସ୍କୁଲ କଲେଜ ବନ୍ଦ କରିଥିବା ବେଳେ । କେତେକ ପରୀକ୍ଷା କୁ ବାତିଲ ମଧ୍ୟ କରିଛନ୍ତି ଏହାରି ଭିତରେ ଆଉ ଗୋଟେ କଥା ସାମ୍ନାକୁ ଆସିଛି କି ।

Notice

U P S C ପ୍ରାଥମିକ ପରୀକ୍ଷା ଘୁଞ୍ଚlଇ ଦିଆ ଯାଇଛି । କରୋନାର ଦ୍ୱିତୀୟ ଲହରକୁ ଆଖିରେ ରଖି ଜୁନ ୨୭ ରେ ହେବାକୁ ଥିବାବେଳେ ଅକ୍ଟୋବର ୧୦ କୁ ଘୁଞ୍ଚlଇ ଦିଆଯାଇଛି ।

ସୂଚନା ମୁତାବକ, ୨୦୨୧ରେ ୭୧୨ ଟି ପଦବୀ ପାଇଁ ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା କରାଯାଉଛି | ୨୦୨୦ରେ, ସିଭିଲ ସର୍ଭିସ୍ ପରୀକ୍ଷା ମେ ୩୧ରେ ହେବାକୁ ଥିବା ବେଳେ କରୋନା ପାଇଁ ଏହାକୁ ଘୁଞ୍ଚାଇ ଅକ୍ଟୋବର ୪ରେ ପରୀକ୍ଷା କରାଯାଇଥିଲା | ଏ ପର୍ଯ୍ୟନ୍ତ ମୁଖ୍ୟ ଲିଖିତ ପରୀକ୍ଷା ଶେଷ ହୋଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.