Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଭାଙ୍ଗିଲା ନେପାଳ ସଂସଦ ; ଘୋଷଣା କଲେ ରାଷ୍ଟପତି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୨-୦୫-୨୦୨୧
ନେପାଳରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବା ବେଳେ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି । ଏଥିସହ ଆଗାମୀ ନଭେମ୍ବରରେ ନେପାଳରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନେଇ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଘୋଷଣା!-->!-->!-->!-->!-->…
ଏୟାର ଇଣ୍ଡିଆର ୪୫ଲକ୍ଷ ଯାତ୍ରୀଙ୍କ ଡାଟା ଲିକ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୨-୦୫-୨୦୨୧
ସରକାରୀ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ସର୍ଭରରେ ସାଇବର ଆଟାକ । ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ହୋଇଥିବା ମାମଲା ନଜରକୁ ଆସିଛି । କମ୍ପାନୀ ସୂଚନା ଅନୁଯାୟୀ ଏହି ଘଟଣା ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟକୁ!-->!-->!-->!-->!-->…
ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଖତ ଖାଉଛି ଭେଣ୍ଟିଲେଟର
ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଖତ ଖାଉଛି ଭେଣ୍ଟିଲେଟର . ଗୁରୁତର ରୋଗୀଙ୍କୁ ଭେଣ୍ଟିଲେଟର ମିଳୁନଥିବା ବେଳେ, କନା ଢାଙ୍କି ଗଦା ହୋଇଛି ଭେଣ୍ଟିଲେଟର। ଏହି ଭିଜୁଆଲ ଭାଇରାଲ ହେବା ପରେ ଏବେ ବଲାଙ୍ଗିର ହସପିଟାଲରେ ହଇଚଇ ସୃଷ୍ଟି ହୋଇଛି। ଟେକ୍ନିସିଆନ ଅଭାବରୁ ଭେଣ୍ଟିଲେଟରକୁ ଆଜି ସକାଳୁ!-->…
ଆରପାରିରେ କିମ୍ବଦନ୍ତୀ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା
କଟକ /ଅଷ୍ଟିନ୍ ନ୍ୟୁଜ
ତା - ୨୧-୦୫-୨୦୨୧
କୁହାଯାଏ ଯେ ଗୋଟିଏ ଗଛ ବି କମ୍ ହେଲେ ସାରା ଜଙ୍ଗଲ କାନ୍ଦେ, ଆଜି ଏକ ମହାଦ୍ରୁମଙ୍କର ବିୟୋଗ ସାରା ଜଙ୍ଗଲ ଓ ମାନବ ସାମାଜ କୁ ଶୋକାକୁଳ କରି ଛାଡ଼ି ଚାଲିଯାଇଛି। ବିଶେଷ ପରିବେଶବିତ୍ ଓ ଚିପ୍କୋ ଆନ୍ଦୋଳନ ପାଇଁ ଡାକରା ଦେଇଥିବା ସୁନ୍ଦରଲାଲ୍!-->!-->!-->!-->!-->…
୨୪ରେ ବାତ୍ୟାରେ ରୂପାନ୍ତରିତ ; ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା…
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୫-୨୦୨୧
ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେଊଛି । ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଜି ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ୨୩ରେ ଅବପାତର!-->!-->!-->!-->!-->…
କେମିତି ଜାଣିବେ ବ୍ଲାକ ଫଙ୍ଗସ ! ପଢନ୍ତୁ ସମ୍ପୂର୍ଣ୍ଣ ଖବର….
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୫-୨୦୨୧
କରୋନା ସଙ୍କଟ ସମୟରେ ବ୍ଲାକ୍ ଫଙ୍ଗସ୍ ଏକ ନୂଆ ସମସ୍ୟା ହୋଇ ଛିଡ଼ାହୋଇଛି। ବୟସ୍କଙ୍କ ଠାରେ ଏହି ରୋଗ ଦେଖାଯାଉଥିବା ବେଳେ ଏବେ ଛୋଟ ପିଲା ମଧ୍ୟ ବ୍ଲାକ୍ ଫଙ୍ଗସର ଶିକାର ହେଉଛନ୍ତି। ଅହମଦାବାଦରେ ଜଣେ ୧୩ ବର୍ଷୀୟ!-->!-->!-->!-->!-->…
ସାଇବର ଥାନା ବିଫଳ ; ତାଲାବନ୍ଦରେ ବଢୁଛି ସାଇବର ଠକେଇ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୫-୨୦୨୧
ରାଜ୍ୟରେ ସାଇବର ଠକେଇ ସୀମା ଟପୁ ଥିବା ବେଳେ ବିଶେଷ କରି ରାଜ୍ୟର ବରିଷ୍ଠ ବ୍ୟକ୍ତି ମାନେ ଏହି ସାଇବର ଠକଙ୍କ ଜାଲରେ ପଡୁଛନ୍ତି । ସେମିତି ଏକ ଠକେଇ ଶିକାର ହୋଇଥିଲେ ରବି ନାରାୟଣ ମିଶ୍ର ନାମକ ଜଣେ ବୃଦ୍ଧା । ମୋବାଇଲ!-->!-->!-->!-->!-->…
ଭାବି ସସୁର ଜ୍ବାଇଁ କରୋନା ଆକ୍ରାନ୍ତ
କଟକ /ଅଷ୍ଟିନ୍ ନ୍ୟୁଜ
ତା - ୨୧-୦୫-୨୦୨୧
ଗୋପଲପୁର ଏମ୍. ଏଲ୍. ଏ. ପ୍ରଦୀପ ପାଣିଗ୍ରାହୀ ଓ ପୂର୍ବତନ ଆଇ. ଏଫ୍. ଏସ୍ ଅଫିସର ଅଭୟ କୁମାର ପାଠକ ଉଭୟଙ୍କ ରିପୋର୍ଟ କୋଭିଡ ପଜିଟିଭ୍ ଆସିଥିବା ଆଜି ଭୁବନେଶ୍ବର ସ୍ଥିତ ଝରପଡା ଜେଲ୍ ରେ ଜଣାପଡିଛି। ସେମାନେ ଏବେ ଓଡ଼ିଶା ର ରାଜଧାନୀ!-->!-->!-->!-->!-->…
ଦୈନିକ ସଂକ୍ରମଣ ବାରହଜାର ପାରହେଲା
ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ କ୍ୱାରେଣ୍ଟିରେ ୭, ୦୧୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୫,୫୧୧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ସେହିପରି ୨୪ ଘଂଟାରେ!-->…
ବାତ୍ଯା ଗୁଜବରୁ ନିବୃତ୍ତ ରୁହନ୍ତୁ;ସୂଚନା ଓ ଲୋକସମ୍ପର୍କ ବିଭାଗ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୨୧-୦୫-୨୦୨୧
ବାତ୍ୟାର ଗତିବିଧି ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେଣୁ ଅଯଥା ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସମୟୋଚିତ ସୂଚନା!-->!-->!-->!-->!-->…
