News portal website
before header
[URIS id=5393]

ସାଇବର ଥାନା ବିଫଳ ; ତାଲାବନ୍ଦରେ ବଢୁଛି ସାଇବର ଠକେଇ

0 192

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୧-୦୫-୨୦୨୧

ରାଜ୍ୟରେ ସାଇବର ଠକେଇ ସୀମା ଟପୁ ଥିବା ବେଳେ ବିଶେଷ କରି ରାଜ୍ୟର ବରିଷ୍ଠ ବ୍ୟକ୍ତି ମାନେ ଏହି ସାଇବର ଠକଙ୍କ ଜାଲରେ ପଡୁଛନ୍ତି । ସେମିତି ଏକ ଠକେଇ ଶିକାର ହୋଇଥିଲେ ରବି ନାରାୟଣ ମିଶ୍ର ନାମକ ଜଣେ ବୃଦ୍ଧା । ମୋବାଇଲ ରିଚାର୍ଜ କରାଇଦେବାର ବାହାନା କରି ଏକ ଫେକ୍ କଲ ମାଧ୍ୟମରେ ଆପ୍ ଡାଉନଲୋଡ୍ କରି ୫ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଥିଲେ ନାରାୟଣ ମିଶ୍ର ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏହାପରେ ଗୋଲ୍ଡେନ୍ ଆୱାର ମଧ୍ୟରେ ଅଭିଯୋଗ ହୋଇଥିବାରୁ କମିଶନରେଟ୍ ପୋଲିସ୍ ଘଟଣାକୁ ଅତି ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ଓ ସାଇବର ସେଲ ର ପ୍ରୟାସରେ ବୃଦ୍ଧା ଜଣଙ୍କ ଆକାଉଣ୍ଟକୁ ୪ ଲକ୍ଷ ୯୨ ହଜାର ଟଙ୍କା ଫେରି ପାରିଛି । ଯାହା କମିଶନରେଟ୍ ପୋଲିସ୍ ର ସାଇବର ସେଲର ଏକ ବଡ଼ ସଫଳତା ବୋଲି କୁହାଯାଇପାରେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ବାରମ୍ବାର ରାଜ୍ୟ ବାସୀଙ୍କୁ ଏଭଳି ଫେକ୍ କଲ୍ କିମ୍ବାର ଅଜଣା ଲିଙ୍କ ଉପରେ କ୍ଲିକ୍ ନକରିବାକୁ ସତର୍କ କରାଇ ଆସୁଛି କମିଶନରେଟ୍ ପୋଲିସ୍ । ଏବେ ପୁରା ଦେଶରେ କରୋନା ସମୟରେ ଅଧିକାଶଂ ଲୋକେ ଇଣ୍ଟରନେଟ୍ ର ବୃବହାର ଅଧିକ କରୁଥିବା ବେଳେ ହ୍ୟାକରସ ମାନେ ଏହି ସମୟରେ ଅଧିକ ମାତିଛନ୍ତି । ଯାହା ଫଳରେ ଏହି ସାଇବର ଠକ ମାନଙ୍କୁ ଠାବ କରିବା ଏବେ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.