News portal website
before header
[URIS id=5393]

କେମିତି ଜାଣିବେ ବ୍ଲାକ ଫଙ୍ଗସ ! ପଢନ୍ତୁ ସମ୍ପୂର୍ଣ୍ଣ ଖବର….

0 237

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୧-୦୫-୨୦୨୧

କରୋନା ସଙ୍କଟ ସମୟରେ ବ୍ଲାକ୍‌ ଫଙ୍ଗସ୍‌ ଏକ ନୂଆ ସମସ୍ୟା ହୋଇ ଛିଡ଼ାହୋଇଛି। ବୟସ୍କଙ୍କ ଠାରେ ଏହି ରୋଗ ଦେଖାଯାଉଥିବା ବେଳେ ଏବେ ଛୋଟ ପିଲା ମଧ୍ୟ ବ୍ଲାକ୍‌ ଫଙ୍ଗସର ଶିକାର ହେଉଛନ୍ତି। ଅହମଦାବାଦରେ ଜଣେ ୧୩ ବର୍ଷୀୟ ପିଲାକୁ ବ୍ଲାକ୍‌ ଫଙ୍ଗସ୍‌ କବଳିତ କରିଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଗୁଜୁରାଟର ଅହମଦାବାଦରେ ୧୦ ବର୍ଷୀୟ ପିଲାକୁ ବ୍ଲାକ୍‌ ଫଙ୍ଗସ୍‌ ହୋଇଛି ।ବ୍ଲାକ୍‌ ଫଙ୍ଗସ୍‌ ନେଇ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଶୁକ୍ରବାର ଅହମଦାବାଦର ଆପୋଲ ଚିଲ୍‌ଡ୍ରେନ୍‌ ହସ୍ପିଟାଲରେ ତାଙ୍କର ଅପରେସନ ହୋଇଛି। ତେବେ ଦେଶରେ ଏହା ପ୍ରଥମ ମାମଲା। ପିଲାଟି ପ୍ରଥମରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ତାଙ୍କ ମା ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଭାଇରାଲ୍‌ ଲୋଡ୍‌ ଅଧିକ ହେବା ପରେ ତାଙ୍କ ମାଙ୍କ ମୃତ୍ୟୁ ହୋଇଛି।ପିଲାଟି ପରବର୍ତ୍ତୀ ସମୟରେ କରୋନାରୁ ସୁସ୍ଥ ହୋଇଥିଲା । ଦେଢ଼ ମାସ ପରେ ତାଙ୍କ ଶରୀରରେ ବ୍ଲାକ୍‌ ଫଙ୍ଗସ୍‌ ଲକ୍ଷଣ ଦେଖାଦେଇଥିଲା। ଡାକ୍ତରମାନେ ଟେଷ୍ଟ କରିବା ପରେ ମ୍ୟୁକରମାଇକୋସିସି ପଜିଟିଭ୍‌ ପାଇଥିଲେ। ଆଜି ପିଲାଟିର ମ୍ୟୁକରମାଇକୋସିସି ଅପରେସନ୍‌ କରାଯାଇଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଏବେ ୧୩ ବର୍ଷୀୟ ନାବାଳକ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି। ଏବେ ଯାଏ ବୟସ୍କ ବ୍ୟକ୍ତିଙ୍କ ଠାରେ ବ୍ଳାକ୍‌ ଫଙ୍ଗସ୍‌ ଦେଖିବାକୁ ମିଳିଥିଲା। ଅହମଦାବାଦର ୧୩ ବର୍ଷର ବାଳକଙ୍କ ଶରୀରରେ ଏହା ଦେଖାଯିବା ଏବଂ ପରେ ତାଙ୍କ ଅପରେସନ ହେବା ଘଟଣା ପ୍ରଥମ ବୋଲି ଡାକ୍ତର ଚେତନ ତ୍ରିବେଦୀ କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.