କଟକ /ଅଷ୍ଟିନ୍ ନ୍ୟୁଜ

ତା – ୨୧-୦୫-୨୦୨୧
ଗୋପଲପୁର ଏମ୍. ଏଲ୍. ଏ. ପ୍ରଦୀପ ପାଣିଗ୍ରାହୀ ଓ ପୂର୍ବତନ ଆଇ. ଏଫ୍. ଏସ୍ ଅଫିସର ଅଭୟ କୁମାର ପାଠକ ଉଭୟଙ୍କ ରିପୋର୍ଟ କୋଭିଡ ପଜିଟିଭ୍ ଆସିଥିବା ଆଜି ଭୁବନେଶ୍ବର ସ୍ଥିତ ଝରପଡା ଜେଲ୍ ରେ ଜଣାପଡିଛି। ସେମାନେ ଏବେ ଓଡ଼ିଶା ର ରାଜଧାନୀ ଭୁବନେଶ୍ଵର ଠାରେ ଝାରପଡା ଜେଲ ରେ ଚିକିତ୍ସାଧିନ ଥିବା ନେଇ ଜେଲ କତୃପକ୍ଷ ଙ୍କ ତରଫରୁ ସୂଚନା ମିଳିଛି।

କରୋନା ରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସେମାନେ ସଂଗରୋଧ ରେ ଅଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
