News portal website
before header
[URIS id=5393]

ବାତ୍ଯା ଗୁଜବରୁ ନିବୃତ୍ତ ରୁହନ୍ତୁ;ସୂଚନା ଓ ଲୋକସମ୍ପର୍କ ବିଭାଗ।

0 572

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର

ତା-୨୧-୦୫-୨୦୨୧

ବାତ୍ୟାର ଗତିବିଧି ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେଣୁ ଅଯଥା ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସମୟୋଚିତ ସୂଚନା ପ୍ରଦାନ କରାଯାଉଛି, ତେଣୁ ଭୟଭୀତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ କରିବାରୁ ନିବୃତ୍ତ ରୁହନ୍ତୁ।

ଓଡିଶା ବାସୀ କଳାବଜାରୀର ଶିକାର ନ ହେବା ପାଇଁ ରାଜ୍ଯ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚେତନତା ଜାରି କରିଛି। ଏ ସଙ୍କଟ ସମୟେର ଧର୍ଯ୍ୟର ସହ ମୁକାବିଲା କରିବା ପାଇଁ ଆହ୍ବାନ ଦେଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.