News portal website
before header

ପିପିଲିରେ ବିଜେପି କାର୍ଯ୍ୟାଳୟ ଉପରକୁ ବୋମା ମାଡ଼

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ପିପିଲି ଉପ ନିର୍ବାଚନକୁ ଆଉ ୪ ଦିନ। ଏହା ପୂର୍ବରୁ ପିପିଲିରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲା ସାତଶଙ୍ଖସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉପରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼…

ନୂଆ ସଂସଦ ଭବନର ନିର୍ମାଣ କାମ ତଦାରଖ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ସେଣ୍ଟ୍ରାଲ ଭିସ୍ଟା ପ୍ରୋଜେକ୍ଟର ଯାଞ୍ଚ କରିଛନ୍ତି।  ରାତି ପ୍ରାୟ 8.45 ସମୟରେ ନୂତନ ସଂସଦ ଭବନ ନିର୍ମାଣ ସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପିଏମ୍ ମୋଦୀ…

୨୮ରେ ଆଉ ଏକ ଲଘୁଚାପ !

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ସାମୁଦ୍ରିକ ଝଡ଼ 'ଗୁଲାବ୍' ପଛେ ପଛେ ଆଉ ଏକ ଲଘୁଚାପ ଆସୁଛି । ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଆସିବ ବୋଲି ସ୍କାଏମେଟ ଆକଳନ କରିଛି । ‘ଗୁଲାବ’ ଏବେ ବିଶେଷ କ୍ଷୟକ୍ଷତି କରି ନଥିବା ବେଳେ ଆସନ୍ତା କାଲି ଆଉ ଏକ ଲଘୁଚାପର ଆଶଙ୍କା ରହିଛି।…

ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ଆଜି ପ୍ରଚାର କରିବେ ସାସଂଦ ଅପରାଜିତା ଷଡ଼ଙ୍ଗୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଜମୁଛି ପିପିଲି ନିର୍ବାଚନୀ ପ୍ରଚାର। ମାଳମାଳ ନେତା ମନ୍ତ୍ରୀ ଏବେ ପିପିଲି ମୁହାଁ। ଭୋଟରଙ୍କୁ ମନାଇବା ପାଇଁ ସବୁ ରାଜନୈତିକ ଦଳ ଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ତେବେ ଏହି କ୍ରମରେ ଆଜି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା…

ବାତ୍ୟା ‘ଗୁଲାବ୍‌’ ରେ ଜନ୍ମ ନେଲେ ୪୧ ଶିଶୁ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ସାମୁଦ୍ରିକ ଝଡ଼ ‘ଗୁଲାବ୍‌’ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିଲେ। ବିଶେଷ କରି ଏହି ସାମୁଦ୍ରିକ ଝଡ଼ ପାଇଁ ଗଞ୍ଜାମ ,ଗଜପତି ଜିଲା ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।…

ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ଶପଥ ନେଲେ ଜିତିନ ପ୍ରସାଦଙ୍କ ସମେତ ୭ ମନ୍ତ୍ରୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ୨୦୨୨ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ୟୁପିରେ ଯୋଗୀ ଆଦିତ୍ୟନାଥ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଯୋଗୀ ମନ୍ତ୍ରୀ ମଣ୍ଡଳରେ ୭ ନୂଆ ମୁହଁ ସାମିଲ ହୋଇଛନ୍ତି । ଗତ କିଛିଦିନ ତଳେ ହାତ ଛାଡ଼ି ପଦ୍ମ ଧରିଥିବା ଜିତିନ୍…

ରାଜ୍ୟରେ ୭୩% ଲୋକଙ୍କ ଠାରେ ସୃଷ୍ଟି ହୋଇଛି ଆଣ୍ଟିବଡି : ସେରୋ ସର୍ଭେ ଫଳାଫଳ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ରାଜ୍ୟର ୧୨ ଜିଲ୍ଲାର ସେରୋ ସର୍ଭେ ଫଳାଫଳ ଘୋଷଣା କରିଛନ୍ତି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ରାଜ୍ୟରେ ୭୩% ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ବେଳେ ୯୩%…

ଓଡ଼ିଶା ଉପରୁ ଟଳିଲା ବାତ୍ୟା ‘ଗୁଲାବ’ ବିପଦ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମର ସନ୍ଥଗୁଡ଼ାଠାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଗୁଲାବ’ । ଗତକାଲି ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା ‘ଗୁଲାବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି…

ଆଜି ଭାରତ ବନ୍ଦ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଆଜି ଅର୍ଥାତ୍ ସୋମବାର (ସେପ୍ଟେମ୍ବର ୨୭) ଭାରତ ବନ୍ଦ। ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଅନୁସାରେ ଆଜି ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । କେନ୍ଦ୍ର ସରକାରଙ୍କ ୩ଟି…

କଳିଙ୍ଗପାଟନମ୍‌ର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଗୁଲାବ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କଲା ସାମୁଦ୍ରିକ ଝଡ଼ ‘ଗୁଲାବ’। ଏହା ଦ୍ବାରା ଓଡ଼ିଶା ଉପରୁ ବିପଦ ଟଳିଛି। ଫଳରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ କ୍ଷୟକ୍ଷତି ହୋଇନି। ଗଞ୍ଜାମ, ଗଜପତି, ରାୟଗଡ଼ାରେ…