News portal website
before header

ସାଇବର ଥାନା ବିଫଳ ; ତାଲାବନ୍ଦରେ ବଢୁଛି ସାଇବର ଠକେଇ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୫-୨୦୨୧ ରାଜ୍ୟରେ ସାଇବର ଠକେଇ ସୀମା ଟପୁ ଥିବା ବେଳେ ବିଶେଷ କରି ରାଜ୍ୟର ବରିଷ୍ଠ ବ୍ୟକ୍ତି ମାନେ ଏହି ସାଇବର ଠକଙ୍କ ଜାଲରେ ପଡୁଛନ୍ତି । ସେମିତି ଏକ ଠକେଇ ଶିକାର ହୋଇଥିଲେ ରବି ନାରାୟଣ ମିଶ୍ର ନାମକ ଜଣେ ବୃଦ୍ଧା । ମୋବାଇଲ…

ଭାବି ସସୁର ଜ୍ବାଇଁ କରୋନା ଆକ୍ରାନ୍ତ

କଟକ /ଅଷ୍ଟିନ୍ ନ୍ୟୁଜ ତା - ୨୧-୦୫-୨୦୨୧ ଗୋପଲପୁର ଏମ୍. ଏଲ୍. ଏ. ପ୍ରଦୀପ ପାଣିଗ୍ରାହୀ ଓ ପୂର୍ବତନ ଆଇ. ଏଫ୍. ଏସ୍ ଅଫିସର ଅଭୟ କୁମାର ପାଠକ ଉଭୟଙ୍କ ରିପୋର୍ଟ କୋଭିଡ ପଜିଟିଭ୍ ଆସିଥିବା ଆଜି ଭୁବନେଶ୍ବର ସ୍ଥିତ ଝରପଡା ଜେଲ୍ ରେ ଜଣାପଡିଛି। ସେମାନେ ଏବେ ଓଡ଼ିଶା ର ରାଜଧାନୀ…

ଦୈନିକ ସଂକ୍ରମଣ ବାରହଜାର ପାରହେଲା

ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ କ୍ୱାରେଣ୍ଟିରେ ୭, ୦୧୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୫,୫୧୧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ସେହିପରି ୨୪ ଘଂଟାରେ…

ବାତ୍ଯା ଗୁଜବରୁ ନିବୃତ୍ତ ରୁହନ୍ତୁ;ସୂଚନା ଓ ଲୋକସମ୍ପର୍କ ବିଭାଗ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୨୧-୦୫-୨୦୨୧ ବାତ୍ୟାର ଗତିବିଧି ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେଣୁ ଅଯଥା ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସମୟୋଚିତ ସୂଚନା…

ଫ୍ଲାଇଙ୍ଗ ଶିଖ୍ ଙ୍କୁ କୋରୋନା

କଟକ /ଅଷ୍ଟିନ୍ ନ୍ୟୁଜ ତା ୨୧-୦୫-୨୦୨୧ ଭାରତୀୟ ଧାବକ ପଦ୍ମଶ୍ରୀ ମିଲ୍ଖା ସିଂହ କରୋନା ଦ୍ଵାରା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ଏବେ ଗୃହ ସଂଗରୋଧ ରେ ଅଛନ୍ତି ଏବଂ ତାଙ୍କ ସ୍ଵାସ୍ଥ୍ୟାବସ୍ଥ ମଧ୍ୟ ସ୍ଥିର ରହିଛି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ…

ମୟୂରଭଞ୍ଜ ସଂଗଠନରେ ବବି ବ୍ୟସ୍ତ!

ବିଜଦର ଡବଲ ଷ୍ଟାଣ୍ଡାର୍ଡ ଦଳକୁ ମୁଣ୍ଡ ବ୍ୟଥାର କାରଣ,ବିଶେଷ କରି ମୟୂରଭଞ୍ଜ ସଂଗଠନରେ ବ୍ୟତିକ୍ରମ.... ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୨୧-୦୫-୨୦୨୧ ଦିନକୁ ଦିନ ମଜବୁତ ହେଉଛି ବିଜଦ ସଂଗଠନ,ହେଲେ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡିଶାରେ ବିଜଦର ଡବଲ ଷ୍ଟାଣ୍ଡାର୍ଡ ଦଳକୁ ମୁଣ୍ଡ…

ରଥ ଖଳାରେ ବାୟୋ ବବୁଲ-ସଂକ୍ରମଣ ରୋକିବାକୁ ପଦକ୍ଷେପ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୫-୨୦୨୧ ରଥ ତିଆରିରେ ନିୟୋଜିତ ମହାରଣାମାନଙ୍କୁ କରୋନା ସଂକ୍ରମିତ ନହେବା ପାଇଁ ରାଜ୍ୟ ସରକାର ରଥ ଖଳାରେ ବାୟୋ-ବବୁଲ୍ ସୁରକ୍ଷା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।ପବିତ୍ର ରଥ ତିଆରିରେ ନିୟୋଜିତ ଅଳ୍ପ କେତେକ ସେବକ, ମହାରଣା ଓ…

ବଢୁଛି ବ୍ଲାକ ଫଙ୍ଗସ ସଂକ୍ରମଣ ; ଭୁବନେଶ୍ୱର ପରେ ବୁର୍ଲାରେ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୫-୨୦୨୧ କରୋନା କାଳରେ ଜୀବନ ନେଉଛି ବ୍ଲାକ ଫଙ୍ଗସ୍ । ଭୁବନେଶ୍ୱର ପରେ ବୁର୍ଲାରେ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୀମସାର ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରୋଗୀ…

ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୫-୨୦୨୧ ପଞ୍ଜାବର ମୋଗାରେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।ସୂଚନାନୁସାରେ, ଟ୍ରେନିଂ ବେଳେ ପାଇଲଟ୍ ଅଭିନବ ରାଜସ୍ଥାନର ସୁରତଗଡ଼ରୁ…

କଳାକାରଙ୍କୁ ମିଳିବ ଆଡ୍ଭାନ୍ସ୍ ପେନସନ

କଟକ /ଅଷ୍ଟିନ୍ ନ୍ୟୁଜ ତା - ୨୦-୦୫-୨୦୨୧ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ, ଗୋଟିଏ ଥରରେ ୪ ମାସ ର ପେନସନ୍ କଳାକାରମାନେ ପାଇପାରିବେ। ମେ' ମାସ ଶେଷ ସୁଦ୍ଧା ଏହି ଅର୍ଥରାଶି ପ୍ରଦାନ କରାଯିବ। କରୋନା ମହାମାରୀର ଦ୍ଵିତୀୟ ଲହର କୁ ଦୃଷ୍ଟିରେ ରଖି ଏଭଲି ନିଷ୍ପତ୍ତି ଗ୍ରହଣ…