Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଦେଶ ବିଦେଶ
ମମତା ମନ୍ତ୍ରୀମଣ୍ଡଳରେ ଆଜି ଶପଥ ଗ୍ରହଣ ଉତ୍ସବ : ଟିମରେ ୪୩ ମନ୍ତ୍ରୀ ସାମିଲ୍
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୦-୦୫-୨୦୨୧
ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀଙ୍କ କ୍ୟାବିନେଟରେ ଆଜି ଶପଥ ଗ୍ରହଣ ସମାରୋହ । ଅନେକ ଯୁବ ନେତାଙ୍କ ସହ ମୋଟ ୪୩ ମନ୍ତ୍ରୀ ନେବେ ଶପଥ । ତେବେ ଟିଏମସି ସୂତ୍ର ଅନୁଯାୟୀ, ମମତା!-->!-->!-->!-->!-->…
ଶିଳ୍ପୀ ରଘୁନାଥ ମହାପାତ୍ର କରୋନାରେ ଅସ୍ତ!
୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ଭାରତ ସରକାର ମନୋନୀତ କରିଥିଲେ । ଦ୍ୱିତୀୟ କୋଣାର୍କ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା କିନ୍ତୁ ଅଧୁରା ରହିଗଲା ।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର
ତା-୦୯-୦୫-୨୦୨୧
କରୋନା ଲଢେ଼ଇରେ ହାରି ଯାଇଛନ୍ତି ପଦ୍ମ ବିଭୂଷଣ ତଥା!-->!-->!-->!-->!-->!-->!-->!-->!-->!-->!-->…
୨୫ ରାଜ୍ୟକୁ ମିଳିଲା କୋଭିଡ୍ ସହାୟତା, ଓଡିଶାକୁ ୩୩୩.୮ କୋଟି
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
ତା-୯-୫-୨୦୨୧
କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ କୋଭିଡ୍ ସହାୟତା ରାଶି ପ୍ରଦାନ କରାଯାଇଛି । ୨୫ଟି ରାଜ୍ୟକୁ ଏହି ସହାୟତା ରାଶି ପ୍ରଦାନ କରିଛି ଅର୍ଥ ମନ୍ତ୍ରାଳୟ । ମୋ ୮୯୨୩. ୮ କୋଟି ଟଙ୍କା ସହାୟତା ରାଶି!-->!-->!-->!-->!-->…
ସରକାରଙ୍କ ବଡ ଘୋଷଣା ଆଉ ୭ ଦିନ ବଢିଲା ଲକଡାଉନ୍
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୫-୨୦୨୧
ଆଉ ସପ୍ତାହେ ବଢିଲା ଲକଡାଉନ୍ । କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ୍ ଅବଦ୍ଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ!-->!-->!-->!-->!-->…
ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ପୁଣି ମିଳିବ ୨୦୨୦ରେ ୟୁପିଏସସି ପରୀକ୍ଷା ଦେବା ସୁଯୋଗ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୫-୨୦୨୧
୨୦୨୦ରେ ୟୁପିଏସସି ପରୀକ୍ଷା ଦେଇପାରିନଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର । ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପରୀକ୍ଷାର୍ଥୀଙ୍କୁ ପୁଣି ମିଳିବ ପରୀକ୍ଷା ଦେବା ସୁଯୋଗ । ଏନେଇ ଆଜି ଘୋଷଣା!-->!-->!-->!-->!-->…
କରୋନାରେ ଚାଲିଗଲେ ଇସ୍ରୋର ଓଡ଼ିଆ ବୈଜ୍ଞାନିକ ଡ. ଶିବେନ୍ଦୁ ଶଙ୍କର ରାୟ ।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୮-୦୫-୨୦୨୧
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ)ର ଓଡ଼ିଆ ବୈଜ୍ଞାନିକ ଡ. ଶିବେନ୍ଦୁ ଶଙ୍କର ରାୟ କରୋନା ସହ ଲଢ଼ି ଶେଷରେ ହାରିଯାଇଛନ୍ତି । ଦିଲ୍ଲୀସ୍ଥିତ ଏକ ଘରୋଇ ଡାକୁରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତ ୪ ତାରିଖ ଦିନ!-->!-->!-->!-->!-->…
‘ଫର୍ ଗଭର୍ନମେଣ୍ଟ ସପ୍ଲାଏ ନଟ୍ ଫର୍ ସେଲ୍’ଲେଖା ହୋଇଥିବା ରେମଡେସିଭିର୍ ଇଞ୍ଜେକ୍ସନ ଜବତ:
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୫-୨୦୨୧
ଦେଶରେ କରୋନା ମାମଲା ବେକାବୁ ହୋଇପଡିଛି। ଏହିଭଳି ସ୍ଥିତିରେ ଦେଶରେ ଭ୍ୟାକସିନଠୁ ଆରମ୍ଭ କରି ଇଞ୍ଜେକ୍ସନ, ହସ୍ପିଟାଲ ବେଡ଼, ଅକ୍ସିଜେନ ସଙ୍କଟ ଦେଖାଦେଇଛି। ରେମଡ଼େସିଭିର ଇଞ୍ଜେକ୍ସନ ଅଭାବ ଥିବାବେଳେ ପଞ୍ଜାବରୁ ଏକ!-->!-->!-->!-->!-->…
ଟିକା ପାଇଁ ଲମ୍ବା ଲାଇନରେ ଭାରତୀୟ ଜନତା।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୫-୨୦୨୧
ଦେଶରେ ଘାତକ କରୋନା ମହାମାରୀ । ଲଗାତାର ବଢୁଛି ସଂକ୍ରମଣ ମାମଲା । ଭିଡକୁ ଦୂରେଇବା କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଧିକାଂଶ ରାଜ୍ୟରେ ଲାଗୁ ହୋଇଯାଇଛି ଲକ୍ଡାଉନ । ହେଲେ ଦୁଃଖର ବିଷୟ ଏହା ଯେ କେଉଁଠି କରୋନା ରୋଗୀ!-->!-->!-->!-->!-->…
ଦ୍ୱିତୀୟ ଲହର ଯାଇନାହିଁ, ପୁଣି ଏହି ଦିନଠାରୁ ଦେଶରେ କାୟା ବିସ୍ତାର କରିବାକୁ ଯାଉଛି କରୋନାର ତୃତୀୟ ଲହର
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୫-୨୦୨୧
କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ ଏହା ନିଶ୍ଚିତ ଆସିବ। ଏବେ ଦ୍ୱିତୀୟ ଲହର ପାଇଁ ସାରା ଦେଶରେ ହାହାକାର ପଡ଼ିଥିବା ବେଳେ, ତୃତୀୟ ଲହର ଆସିବା ସୁନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ!-->!-->!-->!-->!-->…
ଦିଲ୍ଲୀରେ ହୋମ ଆଇସୋଲେସନରେ ଥିବା କୋଭିଡ ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର ।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୫-୨୦୨୧
ଦିଲ୍ଲୀରେ ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କ ପାଇଁ ବଡ ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର । ଜରୁରୀ ପରିସ୍ଥିତିରେ ଘରେ ଆଇସୋଲେସନରେ ଥିବା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର ।
ଅଷ୍ଟିନ୍ ନ୍ୟୁଜ୍ ରେ!-->!-->!-->!-->!-->!-->!-->…
