News portal website
before header
Browsing Category

ଦେଶ ବିଦେଶ

ଗାଜିଆବାଦରେ ବୃଦ୍ଧଙ୍କୁ ମାଡ ଘଟଣା;ଟ୍ୱିଟର ବିରୋଧରେ ମାମଲା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବୃଦ୍ଧ ମୁସଲିମ ବ୍ୟକ୍ତିଙ୍କୁ ମାଡ ମାରି ବଳପୂର୍ବକ ଧାର୍ମିକ ନାରା ଲଗାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ମାମଲରେ ପୋଲିସ ସାମାଜିକ ଗଣମାଧ୍ୟମ ଟ୍ୱିଟର୍ ବିରୋଧରେ…

ଜୁଲାଇ ୧ରେ ଏହି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସମସ୍ତ ସ୍କୁଲ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ ଉତ୍ତର ପ୍ରଦେଶରେ କରୋନା ପ୍ରକୋପ ଥମିବା ସହ ସ୍ଥିତି ନିୟନ୍ତ୍ରଣରେ ରହିଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ ଆଦିତ୍ୟନାଥ ସରକାର ଜୁଲାଇ ୧ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ଅନୁମତି…

ଗାଡି ଅଟକାଇ ମହିଳାଙ୍କ ଅଭିଯୋଗଶୁଣିଲେ ମୁଖ୍ୟମନ୍ତ୍ରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୬-୨୦୨୧ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଏକ କଥା ସାମ୍ନା କୁ ଆସିଛିକି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରୀ କାମରେ ଯାଉଥିବାବେଳେ ପ୍ରୋଟକଲ ଭାଙ୍ଗି ଜଣେ ମହିଳାଙ୍କ ଅଭିଯୋଗ…

କରୋନା ମହାମାରୀ ବିରୋଧରେ ଲଢ଼ିବାରେ ନୋଭାଭାକ୍ସ ଟିକା ୯୦% ସଫଳ

କରୋନା ମହାମାରୀ ସାରା ବିଶ୍ବରେ ତାର କାୟା ବିସ୍ତାର କରୁଥିବାବେଳେ ବିଭିନ୍ନ ଦେଶ ଏଥିରୁ ରକ୍ଷା ପାଇବା ପାଇଁ ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି ।ଏହାରି ଭିତରେ ଏକ ବଡ କଥା ସାମ୍ନା କୁ ଆସିଛି କି । ଆମେରିକୀୟ କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କରୋନା ଟିକା ଭାଇରସ ବିରୋଧରେ…

ଇଶ୍ରାଏଲରେ ବେନେଟ୍ ଶାସନ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୪-୦୬-୨୦୨୧ ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ । ୧୨ବର୍ଷର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ଅନ୍ତ ହୋଇଛି । ଦେଶକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ନଫତାଲୀ ବେନେଟ୍ ହୋଇଛନ୍ତି ଦେଶରେ ନୂଆ ପ୍ରଧାନମନ୍ତ୍ରୀ । ୨୦୨୩ ପର୍ଯ୍ୟନ୍ତ…

ଜି–୭ ଶିଖର ବୈଠକରେ ଚୀନକୁ ବହିଷ୍କାର କରିବାକୁ ଜୋ ବାଇଡେନଙ୍କ ଯୋଜନା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୩-୦୬-୨୦୨୧ ଜି–୭ ଶିଖର ସମ୍ମିଳନୀରେ ନେତାମାନେ ଚୀନ୍‌ର ସର୍ବଭାରତୀୟ ଅଭିଯାନ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ଭିତ୍ତିଭୂମି ଯୋଜନା ଉନ୍ମୋଚନ କରିଛନ୍ତି କିନ୍ତୁ ଚୀନ୍‌କୁ ମାନବିକ ଅଧିକାରର ଉଲ୍ଲଂଘନକୁ କିପରି ରୋକାଯାଇପାରିବ…

କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଉଦ୍ଯମରେ ପହଞ୍ଚିଲା ୪ଲକ୍ଷ ଟୀକା।

ଅଷ୍ଟିନ ନ୍ୟୁଜ୍/ ଭୁବନେଶ୍ୱର ତା-୧୨-୦୬-୨୦୨୧ କରୋନା ମହାମାରୀକୁ ମାତ ଦେବା ପାଇଁ ଅଣ୍ଟା ଭିଡୁଛନ୍ତି ସରକାର। ପ୍ରଧାନମନ୍ତ୍ରୀଙ୍କ ନିଶ୍ଳୁକ ଟୀକା ଘୋଷଣା ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରୀୟ ସହଯୋଗ ଆବେଦନ ପରେ, ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଚାରି ଲକ୍ଷ ଟୀକା ଆସି…

ବାଦୁଡ଼ିଙ୍କ ଶରୀରରୁ ମିଳିଲା କରୋନା ଭାଇରସ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ କରୋନା ମହାମାରୀ କୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚୀନ ବୈଜ୍ଞାନିକମାନେ ବାଦୁଡ଼ି ମାନଙ୍କ ଶରୀରରୁ ଏକାଧିକ ନୂଆ କରୋନା ଭାଇରସ ଠାବ କରିଥିବା ଦାବି କରିଛନ୍ତି।ଚୀନ ଗବେଷକମାନେ କହିଛନ୍ତି, ଦକ୍ଷିଣ-ପଶ୍ଚିମ…

ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଉପରୁ ହଟିଲା GST

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ ସରକାରଙ୍କ ବଡ ନିଷ୍ପତ୍ତି ରେମଡେସିଭିର ଔଷଧ ଉପରୁ କମିଲା ଜିଏସ୍‌ଟି । ରେମଡେସିଭିର୍ ଉପରୁ GST ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜି ୪୪ତମ GST କାଉନସିଲ ବୈଠକ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର…

ଶେଷରେ ଟ୍ୱିଟର ସ୍ୱିକାର କଲା ସରକାରଙ୍କ ନୂଆ ନିୟମ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ନୂଆ ଆଇଟି ନିୟମମ ମାନିବାକୁ ରାଜି ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବେ କେନ୍ଦ୍ର ସରକାର ଟ୍ୱିଟରକୁ ଶେଷ ଚେତାବନୀ ଦିଆ ଯାଇଥିଲାବେଳେ । ଶେଷରେ…