Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଜୀବନଶୈଳୀ
ବାତ୍ଯା ଗୁଜବରୁ ନିବୃତ୍ତ ରୁହନ୍ତୁ;ସୂଚନା ଓ ଲୋକସମ୍ପର୍କ ବିଭାଗ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୨୧-୦୫-୨୦୨୧
ବାତ୍ୟାର ଗତିବିଧି ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେଣୁ ଅଯଥା ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସମୟୋଚିତ ସୂଚନା!-->!-->!-->!-->!-->…
ଲିଚୁର ଚମତ୍କାରିତା ….କେବଳ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଅତ୍ୟନ୍ତ ଲାଭଦାୟକ:
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୦-୦୫-୨୦୨୧
ମିଠା ଏବଂ ରସଯୁକ୍ତ ସ୍ୱାଦର ଲିଚୁକୁ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାଦିଷ୍ଟ ହେବା ସହିତ ପୋଷକ ତତ୍ତ୍ୱରେ ମଧ୍ୟ ଭରପୂର ଅଟେ ।ଏଥିରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଫାଇବର,!-->!-->!-->!-->!-->…
ନବୀନଙ୍କ ମାଷ୍ଟର ପ୍ଲାନ ମଇ ୨୪ରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ!
ଆସନ୍ତା ମଇ ୨୪ରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ANM ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ।
ଅଷ୍ଟିନ୍ ନ୍ୟୁଜ୍ /ଭୁବନେଶ୍ୱର
ତା-୧୭-୦୫-୨୦୨୧
ବାଚସ୍ପତିଙ୍କ ଅଧକ୍ଷତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ!-->!-->!-->!-->!-->!-->!-->…
କରୋନା ଆକ୍ରାନ୍ତ ଶିଶୁଙ୍କ ସୁରକ୍ଷା ପାଇଁ ଗଠନ ହେଲା ୮ ଜଣିଆ କମିଟି
ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢୁଥିବାରୁ,କମିଟି ତର୍ଜମା କରାଯିବାପାଇଁ । ଏହି କମିଟି ର ମୂଳ ଉଦ୍ଦେଶ୍ଯ।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର
ତା-୧୬-୦୫-୨୦୨୧
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ୮ ଜଣିଆ କମିଟି । ଶିଶୁଙ୍କ!-->!-->!-->!-->!-->!-->!-->…
କରୋନା ରୋଗୀଙ୍କ ପାଇଁ ଐତିହାସିକ ନିଷ୍ପତ୍ତି!
ସମସ୍ତ ଘରୋଇ ଓ ସରକାରୀ କୋଭିଡ୍ ହସ୍ପିଟାଲରେ ସିସିଟଭି କ୍ୟାମେରା ସଂଯୁକ୍ତ କରି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କୁ କଥାବାର୍ତ୍ତା କରାଯିବା ସୁବିଧା ପ୍ରଦାନ କରାଯିବ।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର
ତା-୧୬-୦୫-୨୦୨୧
ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି ରାଜ୍ୟ!-->!-->!-->!-->!-->!-->!-->!-->!-->…
ଆଜି ସନ୍ଧ୍ଯା ପାଞ୍ଚରେ କାଳିଆ ଯୋଜନା ପଇସା ମିଳିବ।
ପବିତ୍ର ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଅଧିନରେ ତାଲିକାଭୁକ୍ତ ଥିବା କୃଷକମାନଙ୍କୁ ଆସନ୍ତା କାଲି ଅର୍ଥାତ ୧୪/୦୫/୨୦୨୧ ଦିନ ସନ୍ଧ୍ୟା ୫ଟାରେ ସହାୟତା ରାଶି ପ୍ରଦାନ କରିବେ।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
!-->!-->!-->!-->…
ମାଓବାଦୀଙ୍କୁ ମାଗଣାରେ ହେବ ଚିକିତ୍ସା;ସୂଚନା ଦେଲା ଛତିଶଗଡ ଜିଲ୍ଲା ପ୍ରଶାସନ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର
ତା-୧୨-୦୫-୨୦୨୧
କରୋନା ମହାମାରୀ ସାରା ବିଶ୍ୱକୁ ଡରୁଥିଲାବେଳେ l ଭାରତରେ ମଧ୍ୟ୍ୟ ଏହାର ପ୍ରକୋପ ଖୁବ ଅଧିକ ଦେଖିବାକୁ ମିଳିଛି l ଏହାଶହ କରୋନା ରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ପ୍ରାଣ ହରାଉଛନ୍ତି l ଏହାରି ଭିତରେ ଆଉ ଏକ ଖବର ସାମ୍ନା କୁ!-->!-->!-->!-->!-->…
ବିଶ୍ଵ ହାସ୍ୟ ଦିବସ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୨-୦୫-୨୦୨୧
ଇଂରାଜୀରେ କୁହାଯାଏ "ଲଫ୍ଟର୍ ଇଜ୍ ଦି ବେସ୍ଟ ମେଡିସିନ।" ସବୁବେଳେ ହସଖୁସିରେ ରହିବ ଭଲା ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି, ତାହା ପ୍ରକୃତରେ ଆପଣଙ୍କୁ ସୁସ୍ଥସବଳ ରଖିପାରିବ? ଆଜି ୱାର୍ଲ୍ଡ ଲଫ୍ଟର ଡେ ଉପଲକ୍ଷେ ଆସନ୍ତୁ ଜାଣିବା!-->!-->!-->!-->!-->…
ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ସରକାର ଅକ୍ସିମିଟର ଯୋଗାଇ ଦିଅନ୍ତୁ;AISF ଓଡ଼ିଶା।
ରାଜ୍ଯରେ ଗୋଷ୍ଠୀ ସଂକ୍ରମଣକୁ ଲକ୍ଷ୍ଯ କରି ସରକାର ନେବେ କି ନିଷ୍ପତ୍ତି?
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୦୧-୦୫-୨୦୨୧
ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା କରୋନା ରୋଗୀ ବନାମ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ!-->!-->!-->!-->!-->!-->!-->…
ଗ୍ରୀଷ୍ମ ତାପ ଠାରୁ ରକ୍ଷା ପାଇବା ପାଇଁ ସହାୟକ; କାକୁଡି
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ!-->…
