News portal website
before header
Browsing Category

ଜୀବନଶୈଳୀ

ରାଜ୍ୟ ସରକାରଙ୍କ କୋଭିଡ ପ୍ଯାକେଜ ୧୬୯୦.୪୬ କୋଟି।

ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର ତା-୧୮-୦୬-୨୦୨୧ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି।ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ…

କାର୍ଯ୍ଯରତ ସାମ୍ବାଦିକଙ୍କୁ ହତ୍ଯା ଧମକ।

ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ଯ ସରକାର ମୁଖ୍ଯତଃ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ଯାନ ଦେଉ ନ ଥିବା ବେଳେ, ଏମ୍ପାଲମେଣ୍ଟ ହୋଇ ନ ଥିବା ଚ୍ଯାନେଲ ଗୁଡିକ ପ୍ରତି କୌଣସି ସୁବିଧା ସୁଯୋଗ ନାହିଁ, ଏଭଳି ପରିସ୍ଥିତିରେ ରାଜ୍ଯ ସରକାରଙ୍କ ପୋଲିସ ବିଭାଗ ଏଭଳି ଅସାମାଜିକ…

କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଉଦ୍ଯମରେ ପହଞ୍ଚିଲା ୪ଲକ୍ଷ ଟୀକା।

ଅଷ୍ଟିନ ନ୍ୟୁଜ୍/ ଭୁବନେଶ୍ୱର ତା-୧୨-୦୬-୨୦୨୧ କରୋନା ମହାମାରୀକୁ ମାତ ଦେବା ପାଇଁ ଅଣ୍ଟା ଭିଡୁଛନ୍ତି ସରକାର। ପ୍ରଧାନମନ୍ତ୍ରୀଙ୍କ ନିଶ୍ଳୁକ ଟୀକା ଘୋଷଣା ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରୀୟ ସହଯୋଗ ଆବେଦନ ପରେ, ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଚାରି ଲକ୍ଷ ଟୀକା ଆସି…

ସେକ୍ସ ରାକେଟରେ ପୋଲିସ ଚଢାଉ;କିଙ୍ଗପିନ ଅଟକ!

କଟକ/ଅଷ୍ଟିନ ନ୍ୟୁଜ୍ ତା-୧୨-୦୬-୨୦୨୧ ଚାଲିଥିଲା ବେଧଡକ ଦେହ ବେପାର।ତାହା ପୁଣି ବିଳାସପୂର୍ଣ୍ଣ ହୋଟେଲରେ। ଜିନିଷ ନେଇ ମୁଲଚାଲ ହେଉଥିଲା। ଏଭଳି କାରବାର କଟକରେ ଠାବ ହୋଇଛି।କଟକର ପିଲଗ୍ରିମ ରୋଡର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବାର ସୂଚନା ମିଳିଛି। କମିଶନରେଟ…

ବେତନଟୀ ରେ ପ୍ରଧାନମନ୍ତ୍ରୀ ଭ୍ରାମ୍ୟମାଣ ଚିକିତ୍ସା ସେବା।

ଅଷ୍ଟିନ୍ ନ୍ଯୁଜ/ମୟୂରଭଞ୍ଜ/ଜଗବନ୍ଧୁ ପ୍ରଧାନ ତା-୧୧-୦୬-୨୦୨୧ ବେତନଟୀର ଜନସାଧାରଣଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।ବେତନଟୀରେ ଆଜି ୩୫ ନଂ ଜୋନର ମଣ୍ଡଳ ସଭାପତି ରାଜକିଶୋର ସାହାଙ୍କ ନେତୃତ୍ବରେ ମଣ୍ଡଳ ଉପସଭାପତି…

ବିର୍ସା ମୁଣ୍ଡାଙ୍କ ୧୨୧ତମ ଶହୀଦ ଦିବସ;ପାଳନରେ ସାମିଲ ଆବଳବୃଦ୍ଧବନିତା

ଅଷ୍ଟିନ ନ୍ଯୁଜ/ମୟୁରଭଞ୍ଜ ତା-୦୯-୦୬-୨୦୨୧ ଆଜି ହେଉଛି ବିର୍ସାମୁଣ୍ଡାଙ୍କର ୧୨୧ତମ ଶହୀଦ ଦିବସ।ସାରା ରାଜ୍ଯ ପାଳନ କରୁଛି ଶ୍ରଦ୍ଧାଞ୍ଜଳି, ସ୍ମାରକୀ ସ୍ଥଳରେ ବିଜୟ ଗାଥା ମନେ ପକାଇ ଉଦଜିବିତ କରିଛନ୍ତି ନେତା, ରାଜନେତା, ଶାସକ, ପ୍ରଶାସକ, ସମାଜସେବୀ, ସାମ୍ବାଦିକ, ଏବଂ ଯୁବପିଢି…

ପ୍ରଶାସିକା ଓ ରାଜନେତାଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଭାଇରାଲ!

ଏଭଳି ଫଟୋଚିତ୍ର, ବିଶେଷତଃ "ସରକାରୀ ଅଧିକାରୀ ଓ ରାଜନେତାଙ୍କ ମଧୁଚନ୍ଦ୍ରିକା" ର ଅଭିଯୋଗ ଯାହା ବିଭିନ୍ନ ସମୟରେ ଆସିଥାଏ,ତାହା ତଥ୍ଯ ଓ ସତ୍ଯ ଦ୍ବାରା ପ୍ରମାଣିତ ହୋଇଛି।ଏ ସବୁ ଜିନିଷକୁ ଲକ୍ଷ୍ଯ କରାଗଲେ ବ୍ୟାପକ ସଂସ୍କାର ଆସିବା ଜରୁରୀ ବୋଲି ବୁଦ୍ଧି ଜୀବି,ସମାଜସେବୀ ଦାବି କରନ୍ତି। …

ଦଳିଦେଲା ଦନ୍ତା ହାତୀ:ପ୍ରାଣ ହରାଇଲେ ଯୁବକ।

ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ ଜଗବନ୍ଧୁ ପ୍ରଧାନ ତା-୦୬-୦୬-୨୦୨୧ ଦଳିଦେଲେ ଗଜରାଜ ହସ୍ତୀ।ଦନ୍ତାହାତୀ ଚକଟି ମାରି ଦେଇଛି ଜଣେ ଯୁବକକୁ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନସ୍ଥ କଲମଗଡିଆ ପଂଚାୟତର ରୁଗୁଡି ଗ୍ରାମରେ। ଏହି ଗ୍ରାମର ଭରଡାସାହିର ବାରାସା…