News portal website
before header
Browsing Category

ଜୀବନଶୈଳୀ

ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଶ୍ୱାସରୁଦ୍ଧରେ ମୃତ୍ୟୁ!

ଅଷ୍ଟିନ୍ ନ୍ୟୁଜ୍/ମୟୂରଭଞ୍ଜ ତା-୦୨-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଆଜି ଅପରାହ୍ନ ସମୟରେ ଉଦଳାର ଜଣେ ବ୍ୟବସାୟୀ ଜୀବନ ହାରିଛନ୍ତି। ,ଦୁଗୁଧା ଗ୍ରାମରେ କୂଅରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି ।ବ୍ୟବସାୟୀ ଅଜୟ ମହାପାତ୍ରଙ୍କର ବାଡ଼ି କୁଅରେ ନିଜ ଛୋଟ ବାଛୁରୀ…

ଉଦଳା ବିଜେପି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା।

ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ ତା-୨୦-୦୭-୨୦୨୧ ରିପୋର୍ଟ- ଜଗବନ୍ଧୁ ପ୍ରଧାନ ଓଡ଼ିଶାର ବିଦ୍ୟୁତ ବିଲ ବଢିବା ଫଳରେ କରୋନା ସମୟରେ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସାଜିଛି।ଓଡିଶାର ବିଦ୍ୟୁତ ନିୟାମକ ଆୟୋଗର କାର୍ଯ୍ୟ ବିଦ୍ୟୁତ କମ୍ପାନୀମାନଙ୍କ କଥାରେ ପରିଚାଳିତ…

କାର୍ଯ୍ଯରତ ଡାକ୍ତରଙ୍କୁ;ରୋଟାରୀ କ୍ଲବର ସମ୍ବର୍ଦ୍ଧନା।

ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ ତା-୧୬-୦୭-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଉଦଳାରେ କାର୍ଯ୍ୟରତ କୋଭିଡ଼ ଯୋଦ୍ଧା ଡାକ୍ତରମାନଙ୍କୁ ରୋଟାରୀ କ୍ଲବ ତରଫରୁ ସମ୍ବର୍ଦ୍ଧିତ ।କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟ ଉଦଳାରେ ଆଜି ମଧ୍ୟାହ୍ନ ସମୟରେ ରୋଟାରୀ କ୍ଲବ ଉଦଳା ତରଫରୁ ଏକ…

ରାଜ୍ୟର ଦଶ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ବାଧ୍ଯତାମୂଳକ!

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୦୨-୦୭-୨୦୨୧ କରୋନା ଭୂତାଣୁ ସଂକ୍ରମଣର ଦ୍ବିତୀୟ ଲହରକୁ ରୋକିବା ପାଇଁ ରାଜ୍ୟ ସରକାର କ୍ୟାଟେଗୋରି "ବି" ଅନ୍ତର୍ଗତ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜ ଜିଲ୍ଲାରେ…

ନକଲି ବିଦେଶୀ ମଦରେ ଅବକାରୀ ବିଭାଗର ଚଢାଉ।

ଅଷ୍ଚିନ ନ୍ଯୁଜ/ମୟୂରଭଞ୍ଜ ତା-୧-୦୭-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଆଜି ମୟୂରଭଞ୍ଜ ଅବକାରୀ ବିଭାଗ ତରଫରୁ ଏକ ହାତତିଆରି ବିଦେଶୀ ମଦ ଜବତ କରାଯାଇଛି । ମୟୂରଭଞ୍ଜ ଅବକାରୀ ବିଭାଗ , ଉଦଳା ଅବକାରୀ , ବାରିପଦା ଅବକାରୀ ଓ ବେତନଟୀ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏକ…

‘A’ଓ ‘B’ ରେ ବିଭକ୍ତ ହେଲା ଲକଡାଉନ କାଟାଗରି।

ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି। ୧ ଜୁଲାଇ ସକାଳ ୬ଟାରୁ ୧୬ ଜୁଲାଇ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ ଏହା ଲାଗୁ ରହିବ। ସମଗ୍ର ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କାଳିନ କର୍ଫ୍ଯୁ ବଳବତ୍ତର ରହିବ। …

ରାଷ୍ଟ୍ରପତିଙ୍କ ଠାରୁ ସାଧାରଣ ଜନତା ଆସିଲେ ଯୋଗ ଆସନରେ।

ଅଷ୍ଟିନ୍ ନ୍ୟୁଜ୍/ ନୂଆଦିଲ୍ଲୀ ତା-୨୧-୦୬-୨୦୨୧ ଆର୍ନ୍ତଜାତୀୟ ଯୋଗ ଦିବସରେ ରାଷ୍ଟ୍ରପତି କରୁଛନ୍ତି ଯୋଗ।ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଆସନ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ନଜର ଆସିଛି। କେବଳ ଭାରତର ରାଷ୍ଟ୍ରପତି ନୁହନ୍ତି…

ଆର୍ନ୍ତଜାତୀୟ ଯୋଗ ଦିବସ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୨୧-୦୬-୨୦୨୧ ଆଜି ହେଉଛି ବିଶ୍ବ ଯୋଗ ଦିବସ,ସାଧାରଣତଃ ଯୋଗ ଦ୍ବାରା ବିଭିନ୍ନ ପ୍ରକାରର ରୋଗ,ଶାରୀରିକ ସମସ୍ୟାକୁ ଦୂର କରାଯାଇଥାଏ। ଯୋଗ କଲେ ନିରୋଗ ରୁହନ୍ତି। ବିଶ୍ବର ପ୍ରାୟ କୋଟି କୋଟି ଲୋକ ମୁଖ୍ୟତଃ ପ୍ରାତଃ ଓ ସନ୍ଧ୍ଯା ସମୟରେ ଯୋଗ…

ଭିଜିଲାନ୍ସ ମହାନିର୍ଦ୍ଦେଶକ ଙ୍କ କରୋନାରେ ଦେହାନ୍ତ।

ଅଷ୍ଟିନ ନ୍ଯୁଜ/ଭୁବନେଶ୍ବର ତା-୧୯-୦୬-୨୦୨୧ ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଅନୁପମ କଥାଶିଳ୍ପୀ ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ଦେହାନ୍ତ।କୋଭିଡ୍ରେ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ। ନିକଟ ଅତୀତରେ ଏୟାର ଲିଫ୍ଟଙ୍ଗରେ କୋଲକାତା ଯାଇ ଚିକିତ୍ସିତ…

ପାନୀୟ ଜଳ ପାଇଁ ଅନଶନ।

ଅଷ୍ଟିନ୍ ନ୍ୟୁଜ୍/ମୟୂରଭଞ୍ଜ ଉଦଳା-ଚନ୍ଦ୍ରଶେଖର ପରିଡା ତା-୧୮-୦୬-୨୦୨୧ ରାଜ୍ୟ ସରକାରଙ୍କ ତରଫରୁ ପାନୀୟ ଜଳ ସମସ୍ତ ଲୋକଙ୍କ ପାଇଁ ଯୋଗାଇ ଦେବାର ସରକାରୀ ଯୋଜନା ରହିଛି।ତାହା ବିଶେଷ କରି ଗାଁରେ ଠିକ ଭାବରେ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରୁନାହିଁ।ଫଳରେ ଲୋକମାନେ ବହୁତ…