Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
ସିଧାପ୍ରସାରଣ ହେବ ଚନ୍ଦନ ଯାତ୍ରା, ପ୍ରଶାସନ ତରଫରୁ ଜାରି ହେବ ସ୍ବତନ୍ତ୍ର ଏସ୍ଓପି
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୫-୨୦୨୧
ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଗଣମାଧ୍ୟମ ପ୍ରତିନିଧିମାନେ ଚନ୍ଦନ ଚକଡ଼ା ଆଗକୁ ଯାଇପାରିବେ ନାହିଁ। ହେଲେ!-->!-->!-->!-->!-->…
ଟ୍ୱିନ୍ ସିଟି କମିଶନର ବରିଷ୍ଠ ନାଗରିକଙ୍କ ପାଇଁ ଜାରି କଲେ ହେଲ୍ପଲାଇନ ନମ୍ବର ।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୨-୦୫-୨୦୨୧
କରୋନା ଲକଡାଉନ୍ ଓ ସଟଡାଉନ ସମୟରେ ଆଇନ ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦ୍ବୈତନଗରୀରେ ବରିଷ୍ଠ ନାଗରିକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଟ୍ୱିନ୍ ସିଟି କମିଶନର ପୋଲିସ ଆଜି ଏକ ହେଲ୍ପଲାଇନ ଜାରି କରିଛନ୍ତି ।
!-->!-->!-->!-->!-->!-->!-->…
ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ,ଗୋଟିଏ ଦିନରେ 10 ହଜାର ପାର।
ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର
ତା-୧୨-୦୫-୨୦୨୧
ରାଜ୍ୟରେ ହୁହୁ ହୋଇ ବଢୁଛି କରୋନା ସଂକ୍ରମଣ l ଗତ 24 ଘଣ୍ଟା ମଧ୍ୟରେ ୧୦୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୧୪୯ ଆକ୍ରାନ୍ତ ଥିବାବେଳେ ସ୍ଥାନୀୟ ସଂକ୍ରମିତ ୪୮୩୩ ଜଣ ଚିହ୍ନଟ!-->!-->!-->!-->!-->…
ଆରଟିପିସିଆର କେନ୍ଦ୍ର ପାଇଁ କୋଡ଼ିଏ କୋଟି ମଞ୍ଜୁର।
ରାଜ୍ଯର ବିଭିନ୍ନ ସ୍ଥାନରେ RTPCR କେନ୍ଦ୍ର ପାଇଁ କୋଡ଼ିଏ କୋଟି ମଞ୍ଜୁର କଲେ ନବୀନ।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର
ତା-୧୧-୦୫-୨୦୨୧
ରାଜ୍ୟର ୧୬ଟି ଜିଲ୍ଲା ଯଥା ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର,!-->!-->!-->!-->!-->!-->!-->…
ଆଗକୁ ଆସୁଛି ୨୦୨୧ ମସିହାର ୭ ଟି ବିରଳ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ; ଜାଣନ୍ତୁ କେବେ?
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୧୧-୦୫-୨୦୨୧
ଚଳିତ ବର୍ଷ ର ସର୍ବ ପ୍ରଥମ ଚନ୍ଦ୍ର ଗ୍ରହଣ ମେ' ମାସ ଅର୍ଥାତ୍ ଚଳିତ ମାସ ୨୬ ତାରିଖ ଦିନ ଦେଖିବା ମିଳିବ। ଏହି ଚନ୍ଦ୍ର ଗ୍ରହଣ ଟି ୨୦୧୯ ଜାନୁଆରୀ ମାସ ୨୧ ତାରିଖ ପରର ପ୍ରଥମ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ ହେବ। ସେହିଦିନ ଚନ୍ଦ୍ର ର ଆକାର!-->!-->!-->!-->!-->…
ଇସ୍ରାଏଲ୍ ଏୟାରଷ୍ଟ୍ରାଇକ୍ରେ ୯ ଶିଶୁଙ୍କ ସମେତ ୨୦ ମୃତ, ୬୫ ଆହତ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୧-୦୫-୨୦୨୧
ଗାଜା ଏୟାରଷ୍ଟ୍ରିପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ । ଫଳରେ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଏବଂ ଜଣେ ମହିଳା ଅଛନ୍ତି । ଗାଜ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର!-->!-->!-->!-->!-->…
କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଉପଯୋଗୀ ଆୟୁଷ-୬୪
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୦-୦୫-୨୦୨୧
ଦିଲ୍ଲୀର ୭ଟି କେନ୍ଦ୍ରରେ କରୋନା ରୋଗୀଙ୍କୁ ଔଷଧୀୟ ମିଶ୍ରଣରେ ପ୍ରସ୍ତୁତ ଔଷଧ ଆୟୁଷ-୬୪ ମାଗଣାରେ ଦିଆଯାଉଛି । ଆୟୁଷ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରୋଗୀ କିମ୍ବା ସେମାନଙ୍କ ପ୍ରତିନିଧିମାନେ କରୋନା ଭାଇରସ୍!-->!-->!-->!-->!-->…
ସାମ୍ବାଦିକ ମାନଙ୍କୁ ଟୀକା ପ୍ରଦାନରେ ବିଳମ୍ବ
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୦-୦୫-୨୦୨୧
କରୋନାରେ ସାମ୍ବାଦିକମାନଙ୍କ ଅକାଳ ରେ ମୃତ୍ୟୁ ହେଵା ପରେ ସେମାନଙ୍କୁ ଟୀକା ଦିଆଯିବା ପାଇଁ ସାରା ରାଜ୍ୟରେ ଦାବି କରାଯାଇଥିଲା । ସାମ୍ବାଦିକମାନେ କୋରୋନା ସମୟରେ ଆଗ ଧାଡିର ଯୋଦ୍ଧା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା!-->!-->!-->!-->!-->…
୨ ଦିନ ସ୍ଥିର ରହିବା ପରେ ପୁଣି ବଢିଲା ତୈଳ ଦର
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୧୦-୦୫-୨୦୨୧
କିଛିଦିନ ଧରି ତୈଳ ଦର ସ୍ଥିର ଥିବାବେଳେ ସୋମବାର ଅର୍ଥାତ୍ ମେ’ ୧୦ ତାରିଖ ଦିନ ତୈଳ ଦର ବୃଦ୍ଧି ପାଇଛି । ୨ ଦିନ ଧରି ପେଟ୍ରୋଲ ଡିଜେଲ ଦରରେ କୌଣସି ବୃଦ୍ଧି ଘଟି ନ ଥିଲା । ହେଲେ ଆଜି ପେଟ୍ରୋଲ ୨୬ ପଇସା ବୃଦ୍ଧି!-->!-->!-->!-->!-->…
ଟିକା ପାଇଁ ବାଡାବାଡି
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୧୦-୫-୨୦୨୧
ହୁ ହୁ ହୋଇ ବଢି ଚାଲୁଥିବା ସଂକ୍ରମଣ ସଂଖ୍ୟା ସାଙ୍ଗକୁ ସ୍ଵଳ୍ପ ଟୀକା ର ସଂକଟ ଏବେ ସାଧାରଣ ଜନତା ଙ୍କ ଅସ୍ତ ବ୍ୟସ୍ତ କରାଉଛି।
ବାରଙ୍ଗ ବ୍ଳକ ଅନ୍ତର୍ଗତ ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ଓ କରକରା ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ!-->!-->!-->!-->!-->!-->!-->…
