News portal website
before header
[URIS id=5393]

କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଉପଯୋଗୀ ଆୟୁଷ-୬୪

0 172

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୦-୦୫-୨୦୨୧

ଦିଲ୍ଲୀର ୭ଟି କେନ୍ଦ୍ରରେ କରୋନା ରୋଗୀଙ୍କୁ ଔଷଧୀୟ ମିଶ୍ରଣରେ ପ୍ରସ୍ତୁତ ଔଷଧ ଆୟୁଷ-୬୪ ମାଗଣାରେ ଦିଆଯାଉଛି । ଆୟୁଷ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରୋଗୀ କିମ୍ବା ସେମାନଙ୍କ ପ୍ରତିନିଧିମାନେ କରୋନା ଭାଇରସ୍ ସଂକ୍ରମିତ ରିପୋର୍ଟ ଏବଂ ସେମାନଙ୍କ ଆଧାର କାର୍ଡ ଦେଖାଇ ଆୟୁଷ-୬୪ ଟାବଲେଟ୍ ଗୋଟିଏ ପ୍ୟାକେଟ୍ ଏହି କେନ୍ଦ୍ରଗୁଡିକରୁ ମାଗଣାରେ ନେଇପାରିବେ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

୭ଟି କେନ୍ଦ୍ରରେ ଭିନ୍ନ ଭିନ୍ନ ସମୟରେ ଆୟୁଷ-୬୪ ଔଷଧ ମିଳିପାରିବ । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA), ମୋରାରଜୀ ଦେସାଇ ରାଷ୍ଟ୍ରୀୟ ଯୋଗ ପ୍ରତିଷ୍ଠାନ, ୟୁନାନି ଔଷଧ ଆଞ୍ଚଳିକ ଅନୁସନ୍ଧାନ ପ୍ରତିଷ୍ଠାନ, ସଫଦରଜଙ୍ଗ ହସ୍ପିଟାଲର ୟୁନାନି ଚିକିତ୍ସା କେନ୍ଦ୍ର, ଜାମିଆ ମିଲିଆ ଇସଲାମୀୟ ୟୁନାନି ସ୍ପେସିଆଲିଟି କେନ୍ଦ୍ର, ପଞ୍ଜାବୀ ବାଗ୍ ସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପରିଷଦରେ ଆୟୁଷ-୬୪ ଔଷଧ ମିଳିପାରିବ । ଆୟୁଷ-୬୪ କରୋନାର ସାମାନ୍ୟ ଲକ୍ଷଣ ଏବଂ ମଧ୍ୟମ ସଂକ୍ରମଣ ଥିବା ରୋଗୀଙ୍କ ଚିକିତ୍ସାରେ ଉପଯୋଗୀ ହେବ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.