News portal website
before header
[URIS id=5393]

ଆଗକୁ ଆସୁଛି ୨୦୨୧ ମସିହାର ୭ ଟି ବିରଳ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ; ଜାଣନ୍ତୁ କେବେ?

0 195

କଟକ / ଅଷ୍ଟିନ୍ ନ୍ୟୁଜ

Notice

ତା – ୧୧-୦୫-୨୦୨୧

ଚଳିତ ବର୍ଷ ର ସର୍ବ ପ୍ରଥମ ଚନ୍ଦ୍ର ଗ୍ରହଣ ମେ’ ମାସ ଅର୍ଥାତ୍ ଚଳିତ ମାସ ୨୬ ତାରିଖ ଦିନ ଦେଖିବା ମିଳିବ। ଏହି ଚନ୍ଦ୍ର ଗ୍ରହଣ ଟି ୨୦୧୯ ଜାନୁଆରୀ ମାସ ୨୧ ତାରିଖ ପରର ପ୍ରଥମ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ ହେବ। ସେହିଦିନ ଚନ୍ଦ୍ର ର ଆକାର ସବୁଠାରୁ ବଡ ରହିବ ବୋଲି ଜ୍ୟୋତିର୍ବିଦ୍ ମାନେ ଅକଳନ କରିଛନ୍ତି।

୨୬ ତାରିଖ ରାତିରେ ଚନ୍ଦ୍ର ପୃଥିବୀ ର ଅତି ନିକଟବର୍ତ୍ତୀ ହେବାକୁ ଥିବାବେଳେ ଏହା ପୃଥିବୀପୃଷ୍ଟ ରୁ ଅତ୍ୟନ୍ତ ବଡ ଓ ଲାଲ ରଙ୍ଗର ଦେଖାଯିବ।

କିଏ କିଏ ଦେଖିପାରିବେ : ଅଷ୍ଟ୍ରେଲିଆ, ମିଳିତ ଜାତିସଂଘ ର ପଶ୍ଚିମାଞ୍ଚଳ, ପଶ୍ଚିମ ଦକ୍ଷୀଣ ଆମେରିକା, ବା ଦକ୍ଷୀଣ – ପୂର୍ବ ଏସିଆ ର ଲୋକ ମାନେ ଏହି ବିରଳ ଚନ୍ଦ୍ର ଗ୍ରହଣ ଦେଖିପାରିବେ ।

ତେବେ ଏହି ବିରଳ ଚନ୍ଦ୍ର ଗ୍ରହଣ ସମୟରେ ପୂର୍ଣ୍ଣ ଗ୍ରାସ ର ଦୃଶ୍ୟ ୧୫ ମିନିଟ୍ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।

ସମୁଦାୟ କେତୋଟି ପରାଗ ଓ ଗ୍ରହଣ;

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଚଳିତ ବର୍ଷ ହାରାହାରି ୪-୭ ଟି ପରାଗ /ଗ୍ରହଣ ଦେଖିବାକୁ ମିଳିବ। ସେଥିମଧ୍ୟରୁ କିଛି ପୂର୍ଣ୍ଣ ଗ୍ରାସ ରହିଥିବା ବେଳେ ଆଉ କିଛି ଆଂଶିକ ଗ୍ରାସ ରହିଛି। ମେ’ ୨୬ ରେ ହେବାକୁ ଥିବା ବିରଳ ଚନ୍ଦ୍ର ଗ୍ରହଣ ଟି ପୂର୍ଣ୍ଣ ଗ୍ରାସ ଗ୍ରହଣ ହୋଇଥିବା ବେଳେ, ଜୁନ ୧୦ ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଟି ବଳୟାକାର ପରାଗ ହେବ। ସେହିଭଲି ନଭେମ୍ବର ମାସ ୧୯ ତାରିଖରେ ଆଂଶିକ ଗ୍ରାସ ଚନ୍ଦ୍ର ଗ୍ରହଣ ଦେଖିବାକୁ ଥିବାବେଲେ, ଡିସେମ୍ବର ମାସ ୪ ତାରିଖରେ ପୁଣି ଏକ ସମ୍ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.