News portal website
before header
[URIS id=5393]

ଟିକା ପାଇଁ ବାଡାବାଡି

0 208

କଟକ / ଅଷ୍ଟିନ୍ ନ୍ୟୁଜ

Notice

ତା – ୧୦-୫-୨୦୨୧

ହୁ ହୁ ହୋଇ ବଢି ଚାଲୁଥିବା ସଂକ୍ରମଣ ସଂଖ୍ୟା ସାଙ୍ଗକୁ ସ୍ଵଳ୍ପ ଟୀକା ର ସଂକଟ ଏବେ ସାଧାରଣ ଜନତା ଙ୍କ ଅସ୍ତ ବ୍ୟସ୍ତ କରାଉଛି।

ବାରଙ୍ଗ ବ୍ଳକ ଅନ୍ତର୍ଗତ ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ଓ କରକରା ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଟୀକାକରଣ ଚଳୁଅଛି। ତେବେ, ଅଳ୍ପ ଟିକା ସଂକଟ କୁ ଦେଖି ଲୋକ ଙ୍କ ମଧ୍ୟ ରେ ଯେମିତି ଏକ ପ୍ରତିଯୋଗୀତା ସୃଷ୍ଠି ହେଉଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଯାହା ଫଳରେ କି ସେମାନଙ୍କ ମଧ୍ୟ ରେ ଠେଲା ପେଲା ହେଉଥିବାର ନଜର ଆସୁଛି। ସମସ୍ତଙ୍କୁ ଟିକା ମିଳିବ ବୋଲି ସେଠାକାର ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କହିବା ପରେ ମଧ୍ୟ ଅମାନିଆ ହିତାଧିକାରୀ କୌଣସି କରୋନା କଟକଣା ନମାନି ସେଠାରେ ଅଯଥା ଭିଡ ଜମାଇଥିଲେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.