News portal website
before header
[URIS id=5393]

ସାମ୍ବାଦିକ ମାନଙ୍କୁ ଟୀକା ପ୍ରଦାନରେ ବିଳମ୍ବ

0 270

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୦-୦୫-୨୦୨୧

କରୋନାରେ ସାମ୍ବାଦିକମାନଙ୍କ ଅକାଳ ରେ ମୃତ୍ୟୁ ହେଵା ପରେ ସେମାନଙ୍କୁ ଟୀକା ଦିଆଯିବା ପାଇଁ ସାରା ରାଜ୍ୟରେ ଦାବି କରାଯାଇଥିଲା । ସାମ୍ବାଦିକମାନେ କୋରୋନା ସମୟରେ ଆଗ ଧାଡିର ଯୋଦ୍ଧା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏ ନେଇ ଅତିରିକ୍ତ ମୁଖ୍ୟ ସଚିବ ପି. କେ ମହାପାତ୍ର ସମସ୍ତ ଜିଲ୍ଲାପାଳ ଙ୍କୁ ଚିଠି ଲେଖିଥିଲେ । ତେବେ କେବଳ ସରକାରୀ ଅଧିସ୍ରୁକୃତ ସାମ୍ବାଦିକଙ୍କୁ ଟୀକା ଦିଆଯିବା ପାଇଁ ଏହି ଚିଠି ରେ ଉଲ୍ଲେଖ ରହିଛି । ଚିଠି ନମ୍ବର 13402 (4 ମଇ 2021)ଅନୁସାରେ ଜିଲ୍ଲା ପ୍ରଶାସନ ତରଫ ରୁ ହେବାକୁ ଥିବା ଟୀକା କରଣ କାର୍ଯ୍ୟକୁ ଲୋକ ସମ୍ପର୍କ ଅଧିକାରୀ ପରିଚାଳନା କରିବେ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଚିଠିକୁ ଗୁରୁତ୍ୱର ସହକାରେ ବିବେଚନା କରି ସାମ୍ବାଦିକ ମାନଙ୍କୁ ତୁରନ୍ତ ଟୀକା ଦେବାକୁ ଉଲ୍ଲେଖ ରହିଛି । ତେବେ ଅଧିଶ୍ରୀକୃତ ହୋଇ ନଥିବା ବହୁ ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ର ବିଭିନ୍ନ ସ୍ଥାନ ରେ ସାମ୍ବାଦିକ ମାନଙ୍କୁ ଟୀକା କରଣ କରାଗଲାଣି ମାତ୍ର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ପର୍ଯ୍ୟନ୍ତ ଟୀକା କରଣ କାର୍ଯ୍ୟକ୍ରମ କରା ଯାଇନଥିବା ରୁ ସାମ୍ବାଦିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଏହି ଅଂଚଳ ର ସାମ୍ବାଦିକ ମାନଙ୍କୁ ତୁରନ୍ତ ଟୀକା କରଣ ପାଇଁ ବୋଲଗଡ ପ୍ରେସ କ୍ଲବ ଉପ ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସ୍ୱାଇଁ, ଗୁରୁକୃଷ୍ଣ ଦୁଖାନନ୍ଦ ସାମନ୍ତରାୟ, ପ୍ରଦୀପ କୁମାର ପ୍ରଧାନ, ପ୍ରଫୁଲ୍ଲ କୁମାର ସିଂହ,ଦିଲ୍ଲୀପ କୁମାର ଚୌଧୁରୀ, ଶେଖ ଖାଲିକ ଖାଁ ପ୍ରମୁଖ ଦାବି କରିଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.