Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
Browsing Category
ଓଡିଶା
ବିଭିନ୍ନ ଅନୁଷ୍ଠାନ ତରଫରୁ ସମାଜ ସେବୀ ଡକ୍ଟର ନାରାୟଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା!
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୦୬-୦୭-୨୦୨୧
ହ୍ୟୁମାନଟିଜ ଓଏକାଡେମି ଅଫ ହ୍ବିସ୍ପର & ଥଟ ,ଆରବ ପକ୍ଷରୁ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି!-->!-->!-->!-->!-->…
ଉନ୍ନୟନ ପ୍ରକଳ୍ପ ନହେବା ଧାରଣାରେ;ଭଞ୍ଜ ସେନାର ଭିକ୍ଷୋଭ!
ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ
ତା-୦୪-୦୮-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
କପ୍ତିପଦା ଉପଖଣ୍ଡର ଜରୁରୀ ସମସ୍ୟାର ସମାଧାନ ନିମନ୍ତେ ଭଂଜସେନା ତରଫରୁ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ।କପ୍ତିପଦା ଉପଖଣ୍ଡର ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ଆଖିଦୃଶିଆ ନୁହେଁ।ଫଳରେ ବିଭିନ୍ନ ଦଳ!-->!-->!-->!-->!-->!-->!-->…
ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଶ୍ୱାସରୁଦ୍ଧରେ ମୃତ୍ୟୁ!
ଅଷ୍ଟିନ୍ ନ୍ୟୁଜ୍/ମୟୂରଭଞ୍ଜ
ତା-୦୨-୦୮-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଆଜି ଅପରାହ୍ନ ସମୟରେ ଉଦଳାର ଜଣେ ବ୍ୟବସାୟୀ ଜୀବନ ହାରିଛନ୍ତି। ,ଦୁଗୁଧା ଗ୍ରାମରେ କୂଅରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି ।ବ୍ୟବସାୟୀ ଅଜୟ ମହାପାତ୍ରଙ୍କର ବାଡ଼ି କୁଅରେ ନିଜ ଛୋଟ ବାଛୁରୀ!-->!-->!-->!-->!-->!-->!-->…
ପୋଲିସ ଧରିବା ପୋଲିସ ମାରିବା ଘଟଣାରେ, ସାମ୍ବାଦିକ ସଂଘର ନିନ୍ଦା!
କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ପୋଲିସର ମାଡ଼ ଓ ଗାଳି କୁ ଉଦଳା ସାମ୍ବାଦିକ ସଙ୍ଘ ପକ୍ଷ ରୁ ଦୃଢ ନିନ୍ଦା
ତା-୨୨-୦୭-୨୦୨୧
ଅଷ୍ଟିନ୍ ନ୍ୟୁଜ୍ /ମୟୂରଭଞ୍ଜ
ରିପୋର୍ଟ- ଜଗବନ୍ଧୁ ପ୍ରଧାନ
ଉଦଳା ସାମ୍ବାଦିକ ସଙ୍ଘ ପକ୍ଷରୁ ସାମ୍ବାଦିକଙ୍କୁ ପୋଲିସର ଚାପୁଡ଼ା ମାରିବା ଓ!-->!-->!-->!-->!-->!-->!-->!-->!-->…
ଉଦଳା ବିଜେପି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା।
ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ
ତା-୨୦-୦୭-୨୦୨୧
ରିପୋର୍ଟ- ଜଗବନ୍ଧୁ ପ୍ରଧାନ
ଓଡ଼ିଶାର ବିଦ୍ୟୁତ ବିଲ ବଢିବା ଫଳରେ କରୋନା ସମୟରେ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସାଜିଛି।ଓଡିଶାର ବିଦ୍ୟୁତ ନିୟାମକ ଆୟୋଗର କାର୍ଯ୍ୟ ବିଦ୍ୟୁତ କମ୍ପାନୀମାନଙ୍କ କଥାରେ ପରିଚାଳିତ!-->!-->!-->!-->!-->!-->!-->…
“ଜାହିରା ପୀଠ”ରୁ ଦଖଲ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଦିବାସୀଙ୍କ ଦାବି।
ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ
ତା-୧୯-୦୭-୨୦୨୧
ରିପୋର୍ଟ- ଜଗବନ୍ଧୁ ପ୍ରଧାନ
ଆଦିବାସୀମାନଙ୍କ ଜାହିରା ପୀଠରୁ ଦଖଲ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି। ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ସମାଜର ପାରମ୍ପରିକ ନୀତି ନିୟମ ଅନୁସାରେ ଜାହିରା!-->!-->!-->!-->!-->!-->!-->…
ହୃଦଘାତରେ ସମିତି ସଭ୍ୟଙ୍କ ଦେହାନ୍ତ।
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୧୯-୦୭-୨୦୨୧
ବଡଚଣା ନିର୍ବାଚନ ମଣ୍ଡଳୀ, ବଡ଼ ବାଲିକୁଦା ଗ୍ରାମପଞ୍ଚାୟତ ର ସମିତି ସଭ୍ୟଙ୍କ ଦେହାନ୍ତ।ପରୋପକାରୀ ,ସ୍ୱଚ୍ଛ,ନିର୍ମଳ ବ୍ୟକ୍ତିତ୍ୱ ବିନୋଦ ବିହାରି ଜେନାଙ୍କ ହୃଦଘାତ ଜନିତ ଅକାଳ ବିୟୋଗରେ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି।ତାଙ୍କ ଅମର!-->!-->!-->!-->!-->…
ନିଆରା ଢଙ୍ଗରେ ପୂର୍ବତନ ବିଧାୟକ ଜନ୍ମଦିନ ପାଳନ କଲେ ।
ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ
ତା-୧୭-୦୭-୨୦୨୧
ଉଦଳା-ଜଗବନ୍ଧୁ ପ୍ରଧାନ
କରୋନା ସମୟରେ ପାରିବାରିକ ଜୀବନ ଶୈଳୀ ବଦଳି ଯାଇଛି । କିଏ ଜନ୍ମ ଦିନ ସୀମିତ ଭିତରେ ମାନୁଅଛି ତ କିଏ ସମାଜର କଲ୍ୟାଣ ପାଇଁ ସମୟ ବିତାଇ ମାନୁଅଛି । ଉଦଳାର ପୂର୍ବତନ ବିଧାୟକ ତଥା ବିଜେଡିର ଟାଣୁଆ ନେତା!-->!-->!-->!-->!-->!-->!-->…
ଜୁଲାଇ ୨୬ରୁ ଅଫଲାଇନ ସ୍କୁଲ କଲେଜ।
ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲା ଯିବା ସମ୍ବନ୍ଧୀୟ ସୂଚନା , ୨୦୨୧ଚଳିତ ଜୁଲାଇ ମାସ ୨୬ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହେବ। ତେବେ କୋଭିଡ୍ ପରିସ୍ଥିତିରେ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ସ୍କୁଲ୍ ଯିବା!-->…
