Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
Browsing Category
ଓଡିଶା
ଅସୁସ୍ଥ ଝିଅକୁ ରକ୍ତଦାନ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ମାନବିକତା । କୋଟପାଡ଼ ବିଧାୟିକା ତଥା ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ରକ୍ତ ଆବଶ୍ୟକ କରୁଥିବା ଜଣେ ଅସୁସ୍ଥ ଝଅକୁ ରକ୍ତ ଦାନ କରି ପ୍ରଶଂସା!-->!-->!-->!-->!-->!-->!-->…
ମହାନଦୀ ପଠାରେ ପୋତା ହେଲା ମୃତ ଦନ୍ତାହାତୀର ମୃତଦେହ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ମହାନଦୀର ମୁଣ୍ଡଳିରେ ଫସି ମୃତ୍ୟୁ ବରଣ କରିଥିବା ହାତୀର ମୃତଦେହ ଜଗତପୁର ସାତବାଟିଆରୁ ଉଦ୍ଧାର ପରେ ହାତୀକୁ ବ୍ୟବଚ୍ଛେଦ କରାଯାଇଛି। ପରେ ମୃତଦେହକୁ ନଦୀ ପଠାରେ ପୋତି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ ରବିବାର ମୁଣ୍ଡଳି ଆନିକଟରେ ଦନ୍ତା!-->!-->!-->!-->!-->…
କଟକ ରେଞ୍ଜରଙ୍କ ପାଣି ଭିତରକୁ ନଯିବାକୁ ଚେତାବନୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ନଦୀରେ ବଢ଼ି ପାଣି ଆସିବା ପରେ ନଦୀ ଭିତରକୁ ଏକ କୁମ୍ଭୀର ଚାଲିଆସିଛି । ତେଣୁ ନଦୀ ଭିତରକୁ ନ ଯିବାକୁ ସତର୍କ କରାଇଛି କଟକ ଫୁଲନଖରା ବନ ବିଭାଗ। ଫୁଲନଖରା ବନାଞ୍ଚଳ ତରଫରୁ ଜନସାଧାରଣମାନଙ୍କୁ ସୂଚାଇ ଦିଆଯାଇଛି ଯେ ଗତ କିଛିଦିନ ହେବ!-->!-->!-->!-->!-->…
କରୋନାର ମାସକ ମଧ୍ୟରେ ମୃତ୍ୟୁ ହୋଇଥିଲେ ମୃତକଙ୍କ ପରିବାର ଲୋକଙ୍କୁ ମିଳିବ ୫୦ ହଜାର ଟଙ୍କା : ଡିଏମ୍ଇଟି
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
କୋଭିଡ୍ ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। ସୂଚନାଯୋଗ୍ୟ ଯେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ଯେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ!-->!-->!-->!-->!-->!-->!-->…
ମେସ୍ରୁ ଉଦ୍ଧାର ହେଲା କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ମେସ୍ରୁ ଉଦ୍ଧାର ହେଲା କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଜଗନ୍ନାଥପୁର ସ୍ଥିତ ଏକ ଘରୋଇ ମେସରୁ । ଏକ ପ୍ରାଇଭେଟ୍ ମେସ୍ ରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ!-->!-->!-->!-->!-->…
କାଳ ସାଜିଲା ସୀମା ବିବାଦ : ୨୪ ଘଣ୍ଟା ଧରି ଉଦ୍ଧାର ହୋଇପାରୁନି ନବବଧୂର ମୃତଦେହ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୮-୦୯-୨୦୨୧
ଜିଲ୍ଲା ଜିଲ୍ଲା ମଧ୍ୟରେ ସୀମା ବିବାଦ। ଶେଷରେ ଏହି ସୀମା ବିବାଦ କାଳ ସାଜିଲା। ଥାନାର ସୀମା ବିବାଦ ଯୋଗୁଁ ୨୪ ଘଣ୍ଟା ହେବ ଉଦ୍ଧାର ହୋଇପାରୁନି ନବବଧୂର ମୃତଦେହ। ପରିତ୍ୟକ୍ତ ଅବସ୍ଥାରେ ବେଡ୍ରୁମ୍ରେ ଝୁଲୁଛି ନବବଧୂର ମୃତଦେହ।!-->!-->!-->!-->!-->!-->!-->…
ପିପିଲି ଉପ-ନିର୍ବାଚନ କାର୍ଯ୍ୟରେ ୨୨୦୦ କର୍ମଚାରୀ ନିୟୋଜିତ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୮-୦୯-୨୦୨୧
ପିପିଲି ଉପ-ନିର୍ବାଚନ ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ସେ କହିଛନ୍ତି ଯେ, କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ୭୨ଘଣ୍ଟା ପୂର୍ବରୁ ଅର୍ଥାତ୍ ଗତକାଲି!-->!-->!-->!-->!-->…
ବିସ୍ଫୋରଣରେ କେମିତି ଉଡିଲା ବଳଙ୍ଗା ଥାନା ?
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏସବକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ସେ କହିଛନ୍ତି, ଗତକାଲି!-->!-->!-->!-->!-->!-->!-->…
“ତେଜସ” ନିର୍ମାଣରେ ଓଡ଼ିଆ ପୁଅ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ସାମରିକ କ୍ଷେତ୍ରରେ ଭାରତ ଦିନକୁ ଦିନ ନିଜର ଶକ୍ତି ବୃଦ୍ଧି କରୁଛି। ଏହା ମଧ୍ୟରେ ଭାରତ ସରକାର ସ୍ବଦେଶୀ 83ଟି ତେଜସ୍ ଏୟାରକ୍ରାଫ୍ଟ କିଣିଛନ୍ତି । କେନ୍ଦ୍ର ସରକାର ପ୍ରାୟ 48,000 କୋଟି ଟଙ୍କା ବ୍ୟୟରେ ହିନ୍ଦୁସ୍ତାନ ଏରୋନେଟିକ୍ସ!-->!-->!-->!-->!-->!-->!-->…
ପିପିଲି ଉପ-ନିର୍ବାଚନ ପାଇଁ ଏକ୍ଜିଟ୍ ପୋଲ୍ ଉପରେ ନିଷେଧାଦେଶ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପ ନିର୍ବାଚନ ପରିପ୍ରେକ୍ଷୀରେ ଏକ୍ଜିଟ୍ ପୋଲ୍କୁ ନିଷିଦ୍ଧ କରାଯାଇଛି। କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ୍ ବ୍ୟୁରୋ, ରେଡିଓ ଏବଂ ଟିଭି ଚାନେଲ ଏକ୍ଜିଟ୍ ପୋଲ୍ ପ୍ରକାଶ ଓ!-->!-->!-->!-->!-->…
