Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଓଡିଶା
୧୮ରେ ହୀରାକୁଦରୁ ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟାଜଳ
ଜୁଲାଇ ୧୮ ତାରିଖରେ ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ୧୮ ତାରିଖ ସକାଳ ୧୧ଟା ସୁଦ୍ଧା ହୀରାକୁଦର ଗେଟ୍ ଖୋଲାଯିବ। ଗେଟ୍ ଖୋଲାଯିବା ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଏବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ
ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବ୍ଲକ୍ରେ ଜଣେ ୨୬ ବର୍ଷୀୟା ମହିଳା ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସୂଚନା ମୁତାବକ ମହିଳା ଜଣକ!-->…
ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ମିଳିଲା ଅନୁମତି
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ମିଳିଲା ଅନୁମତି । କଣ୍ଟାବାଞ୍ଜି ଏଡିଜେ କୋର୍ଟ ଏହି ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ୧୪ ଦିନିଆ!-->…
ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ
ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଜନତା। ଏ ଘଟଣା ଘଟିଛି ବାଲେଶ୍ୱର ସୁନାହଟ ସହରାଞ୍ଚଳ ମେଡିକାଲରେ । ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନ ମାଧ୍ୟମରେ ୧୮ରୁ-୫୯ ବର୍ଷ ଲୋକଙ୍କୁ ମାଗଣାରେ!-->…
ଯଶୱନ୍ତ ସିହ୍ନାଙ୍କୁ ଯିବ ରାଜ୍ୟ କଂଗ୍ରେସ ଭୋଟ ସୂଚନା ଦେଲେ ପିସିସି ସଭାପତି
ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବେ କଂଗ୍ରେସ ବିଧାୟକ। ଦିଲ୍ଲୀରେ ଫେରିବା ପରେ କଂଗ୍ରେସ ବିଧାୟକ ମାନଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ ବିଧାୟକ ମାନଙ୍କୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି। କଂଗ୍ରେସର ସମସ୍ତ ଭୋଟ ମିଳିତ!-->…
ଭାଲୁ ଆକ୍ରମଣରେ ଚାଲିଗଲା ୩ ଯୁବକଙ୍କ ଜୀବନ
ନୂଆପଡା ଜିଲ୍ଲା ରେଞ୍ଜ ଡୁଆଖେନ ଜଙ୍ଗଲରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ଚାଲିଗଲା ୩ ଯୁବକଙ୍କ ଜୀବନ। ସୂଚନା ମୁତାବକ ଗତକାଲି ସକାଳେ ସମରସିିଂ ଗାଁର ଦୁଇ ଜଣ ଯୁବକ ନୂଆପଡା ରେଞ୍ଜ ଡୁଆଡେନ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟା ପୂର୍ବରୁ ନଫେରିବାରୁ!-->…
ମୋଟୁରେ ବନ୍ୟା ପରିସ୍ଥିତି ଆଣିଲା ପୋଲାଭରମ୍ ପ୍ରକଳ୍ପ
ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ ଏବେ ଓଡିଶା ପାଇଁ କାଳ ସାଜିଛି। ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ସୀମାନ୍ତ ମୋଟୁ ଗ୍ରାମରେ ଏବେ ବନ୍ୟା ପରିସ୍ଥିତି। ଆନ୍ଧ୍ରର ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମୋଟୁ ଗ୍ରାମର ପୁରୁଣା ବସ୍ତି ବନ୍ୟା ପାଣିରେ ବୁଡ଼ିଯାଇଛି। ପୁରୁଣା ବସ୍ତିରେ!-->…
ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ, ପ୍ରାଣ ହରାଇଲେଣି ୬ ଆକ୍ରାନ୍ତ
ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକରେ ଏବେ ଝାଡ଼ାବାନ୍ତି ଏକ ବଡ ଧରଣର ସମସ୍ୟା ପାଲଟିଛି। ଝାଡ଼ାବାନ୍ତିରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଗତକାଲି ସନ୍ଧ୍ୟା ସୁଦ୍ଧା!-->…
ପୁଣି ୧୦୦୦ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସେଥି ମଧ୍ୟରୁ ୬୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି ।!-->…
କୋଟିଆରେ ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ ,ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ବସ୍ ସେବା
କୋରାପୁଟର କୋଟିଆ ଗ୍ରାମପୁଞ୍ଜର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିକାଶ କାର୍ଯ୍ୟ ଆଗେଇ ଚାଲିଛି। କୋଟିଆରେ ଚଳିତ ଶିକ୍ଷା ବର୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଯାଇଛି। ନୂତନ ଭାବରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ!-->…
