News portal website
before header
[URIS id=5393]

ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଡ୍ରାଇଭରଙ୍କୁ ମିଳିଲା ଜାମିନ

0 191

କାର୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣା ପରଠୁ ବିବାଦ ଘେରରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ଏବେ ତାଙ୍କ ନାଁରେ ମାମଲା ରୁଜୁ କରିଛି ସୋନପୁର ପୁଲିସ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ ପଣ୍ଡା । ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ସ୍ନିଗ୍ଧାରାଣୀ ସୁନାଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। ସେପଟେ  ସ୍ନିଗ୍ଧାରାଣୀଙ୍କ କାର ଡ୍ରାଇଭର ଅଜୟ ଜେଠୀଙ୍କୁ ଜାମିନ ମିଳିଛି। ଅଜୟଙ୍କୁ ତରଭା ଜେଏମ୍‌ଏଫ୍‌ସିରୁ ଜାମିନ ମିଳିଥିବା ତାଙ୍କ ଓକିଲ ଆଦି ପାଣିଗ୍ରାହୀ ସୂଚନା ଦେଇଛନ୍ତି। 

Notice
Leave A Reply

Your email address will not be published.