News portal website
before header
[URIS id=5393]

ବିଜେଡି ବିଧାୟକଙ୍କ ନାଁରେ ଫେକ୍ ଆଇଡି

0 118

ବିଜୁ ଜନତା ଦଳର ବିଧାୟକଙ୍କ ନାଁରେ ଫେକ୍ ଆଇଡି । ଫେକ୍ ଆଇଡି କରି ସାଇବର ଠକ ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଖୋଦ୍ ବିଧାୟକ ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ କହିଛନ୍ତି ଯେ, ଘଟଣାକୁ ତିନି ଦିନ ବିତିଯାଇଥିଲେ ବି ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ ନୃସିଂହ ଚରଣ ସାହୁ ।

Leave A Reply

Your email address will not be published.