Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
ଭାରତ ବନ୍ଦର ପ୍ରଭାବ : ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପରୀକ୍ଷା
ଭୁବନେଶ୍ବର:
ତା-୭-୧୨-୨୦୨୦
OPSC ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ଚାଷୀ ସଙ୍ଗଠନ ମାନେ ଆସନ୍ତା କାଲି ଭାରତ ବନ୍ଦର ଡାକର ଦେଇଥିବାରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ତାରିଖ ଘୁଞ୍ଚିଛି। ଭାରତ ବନ୍ଦ ଯୋଗୁଁ ଆସନ୍ତାକାଲି ବଦଳରେ ଜାନୁଆରୀ ୨ରେ ପରୀକ୍ଷା ହେବା ।
!-->!-->!-->!-->!-->!-->!-->!-->!-->…
କୁକୁର ଫ୍ଯାମିଲି ପ୍ଲାନିଂ ପାଇଁ ୬୦ ଲକ୍ଷ
ଭୁବନେଶ୍ବର:
ତା-୭-୧୨-୨୦୨୦
କୁକୁର ବନ୍ଧ୍ୟାକରଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୬୦ ଲକ୍ଷ ଟଙ୍କା ରିଲିଜ୍ କରାଯାଇଛି। ୨ଟି ମହାନଗର ନିଗମ ଓ ୭ଟି ପୌରପାଳିକାରେ କୁକୁର ବନ୍ଧ୍ୟାକରଣ ପାଇଁ ଏହି ଟଙ୍କା ରିଲିଜ୍ କରାଯାଇଛି । ଏଥିପାଇଁ ୫୮ ଲକ୍ଷ ୫୬ ହଜାର ଟଙ୍କା ରିଲିଜ୍!-->!-->!-->!-->!-->…
ନବୀନ ସରକାରରେ ପ୍ରଥମ : ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବେ ଲୋକାୟୁକ୍ତ
ଭୁବନେଶ୍ବର:
ତା-୭-୧୨-୨୦୨୦
ଦିନକୁ ଦିନ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢୁଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ । ନବୀନ ସରକାର ଗଠନ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ!-->!-->!-->!-->!-->…
ତୈଳ ଦର ବୃଦ୍ଧିର ପ୍ରଭାବ : ବଢିଲା ବସ୍ ଭଡା
ଭୁବନେଶ୍ବର:
ତା-୭-୧୨-୨୦୨୦
ଖାଉଟିଙ୍କ ଉପରେ ମହଙ୍ଗା ମାଡ। ଦେଶରେ ଗତ କିଛିଦିନ ହେଲା କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଦର ବୃଦ୍ଧି ପରେ ରାଜ୍ୟରେ ଆଜି ବସ ଭଡା ବଢିଛି । ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି!-->!-->!-->!-->!-->…
ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି: ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ
ଭୁବନେଶ୍ବର:
ତା-୭-୧୨-୨୦୨୦
କୋଭିଡ୍-୧୯ ପରିଚାଳନା ଲାଗି ସାମଗ୍ରୀ ଯୋଗାଣ ପାଇଁ ଗଠିତ କ୍ରୟ କମିଟିର ପ୍ରାକ୍ତନ ମୁଖ୍ୟ ଆଇଏଏସ୍ ହେମନ୍ତ ଶର୍ମା। ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ବି ହାଜର ହୋଇଛନ୍ତି। ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ!-->!-->!-->!-->!-->…
ଆରପାରିରେ ସୁର ବାବା
ଭୁବନେଶ୍ବର:
ତା-୭-୧୨-୨୦୨୦
ବହୁ ଚର୍ଚ୍ଚିତ ସୁର ବାବାଙ୍କ ପରଲୋକ। ତ୍ରାହି ଅଚ୍ୟୁତ୍ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି।!-->!-->!-->!-->!-->…
ହାଜତ ମୃତ୍ୟୁ ଘଟଣା ପରେ ବଦଳିଲେ ପୁରୀର ୬ ପୋଲିସ ଅଧିକାରୀ
ପୁରୀ:
ତା-୬-୧୨-୨୦୨୦
ପୁରୀରେ ହାଜତ ମୃତ୍ୟୁ ଘଟଣା ପରେ ଜିଲ୍ଲାର ୬ ପୋଲିସଙ୍କୁ ବଦଳି କରାଯାଇଛି। ବାସେଳିସାହି ଥାନା IIC ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ପୁରୀ ଏସ୍ପି। ତାଙ୍କ ସ୍ଥାନରେ ସଂଜୀବ ପ୍ରଧାନ ହେଲେ ବାସେଳିସାହିର ନୂଆ ଆଇଆଇସି। ହାଜତ!-->!-->!-->!-->!-->…
ପଶ୍ଚିମ ଓଡ଼ିଶାରେ ତେଜିଲା ଚାଷୀ ଆନ୍ଦୋଳନ
ସମ୍ବଲପୁର:
ତା-୫-୧୨-୨୦୨୦
ଆଜିଠାରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ରାଜରାସ୍ତାକୁ ଓହ୍ଲାଇଛି ଚାଷୀ ସଂଗଠନ। ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି ଡାକରାରେ ବିଭିନ୍ନ ଜିଲାରେ ଆଜି ଆନ୍ଦୋଳନ କରି ରାଜରାସ୍ତା ବନ୍ଦ କରିଛନ୍ତି ଚାଷୀ ସଂଗଠନ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ!-->!-->!-->!-->!-->…
ପରୀ ହତ୍ୟା ମାମଲା: ବାବୁଲି ନାଏକକୁ ଜେରା କଲା SIT
ଭୁବନେଶ୍ବର:
ତା-୫-୧୨-୨୦୨୦
ନୟାଗଡ଼ର ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀ ବୋଲି କୁହାଯାଉଥିବା ବାବୁଲି ନାୟକକୁ SIT ମାରାଥନ ଜେରା କରିଛି। ଗତକାଲି SIT ଟିମ୍ ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ କରି ଜେରା କରିଥିଲା । ଏପଟେ ଆଜି ପୁଣି ଥରେ ବାବୁଲି ଓ!-->!-->!-->!-->!-->…
ଖୋଲୁଛି ପାଠକଙ୍କ ଦୁର୍ନୀତି ପେଡି : ରାଜ୍ୟ ବାହାରେ ବି ଠକୁଥିଲେ ଆକାଶ
ଭୁବନେଶ୍ବର:
ତା-୫-୧୨-୨୦୨୦
ଓଡ଼ିଶା ଇତିହାସର ସବୁଠୁ ବଡ଼ ରେଡରେ ଧରାପଡିଥିବା ଆଇଏଫ୍ଏସ୍ ଅଭୟ ପାଠକ ଓ ଆକାଶ ପାଠକଙ୍କ ନାଁରେ ଗୋଟିଏ ପରେ ଗୋଟିଏ କଳା କାରନାମାର ଫର୍ଦ ଖୋଲୁଛି। କେବଳ ଓଡିଶାରେ ନୁହେଁ ଅନ୍ୟ ରାଜ୍ୟରେ ବି ଲୋକମାନଙ୍କୁ ଠକିଛନ୍ତି ଆକାଶ ପାଠକ । ଆକାଶ ପାଠକଙ୍କ!-->!-->!-->!-->!-->…
