News portal website
before header
Browsing Category

ରାଜନୀତି

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର:  ତା-୩-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା ପୋଲିସ । ଭୁବନେଶ୍ବର ସରକାରୀ ବାସଭବନରୁ ଉଠାଇନେଲା କ୍ରାଇମବ୍ରାଞ୍ଚ EOW । ବେଆଇନ ଅର୍ଥ କାରବାର ନେଇ ପଚରାଉଚରା ପାଇଁ ନେଇଥିବା ସୂଚନା ମିଳିଛିି  । ୧୦ରୁ ଅଧିକ ପୋଲିସ ଉଠାଇ ନେଇଥିବା ପତ୍ନୀ…

ରାଜନୀତିରେ ଏଣ୍ଟ୍ରି ମାରିଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ତା-୩-୧୨-୨୦୨୦  ଜଣାଶୁଣା ଅଭିନେତା ରଜନୀକାନ୍ତ ତାଙ୍କ ରାଜନୈତିକ ଇନିଂସ ଆରମ୍ଭରେ ଦୀର୍ଘ ଦିନ ଧରି ଚାଲିଥିବା ସସପେନ୍ସକୁ ଶେଷ କରିଛନ୍ତି। ରଜନୀକାନ୍ତ ଗୁରୁବାର କହିଛନ୍ତି ଯେ ସେ ଜାନୁଆରୀ 2021 ରେ ନିଜ ପାର୍ଟି ଆରମ୍ଭ କରିବେ ଏବଂ ଡିସେମ୍ବର 31 ରେ ତାଙ୍କ ପାର୍ଟି…

ପ୍ରଦୀପଙ୍କ ଜନ ବିରୋଧୀ କାର୍ଯ୍ୟର ହିସାବ ଦେଲା ବିଜେଡି

ଭୁବନେଶ୍ବର: ତା-୧-୧୨-୨୦୨୦  ଗୋପାଳପୁର ବିିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ  ବିଜୁ ଜନତା ଦଳରୁ ବହିଷ୍କାର କରାଯିବା ପରେ ରାଜନୈତିକ ବୟାନ ବାଜି ଜାରି ରହିଛି। ଦଳରୁ ବହିଷ୍କାର କରାଯିବା ପରେ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଜନବିରୋଧୀ କାର୍ଯ୍ୟର…

ପୋଲିସ ନାଁରେ ପ୍ରଦୀପ ପାଣିଗ୍ରାହୀଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ବର:  ତା-୧-୧୨-୨୦୨୦ ବିଜୁ ଜନତା ଦଳରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି, ପୁଲିସ ତାଙ୍କ ସମ୍ପର୍କୀୟ ଏବଂ ସମର୍ଥକଙ୍କୁ ଥାର୍ଡ ଡିଗ୍ରୀ ଦେଉଛି। ଏନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ…

ପରୀ ମୃତ୍ୟୁ ମାମଲାରେ ସମ୍ବିତଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର: ତା-୦୧-୧୨-୨୦୨୦  ପରୀ ମୃତ୍ୟୁ ପ୍ରସଙ୍ଗରେ ରାଜନୀତି ଜୋର ଧରିଛି।ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ବିଜୁ ଜନତା ଦଳ ଠାରୁ ଟଙ୍କା ଖାଇ ଚୁପ ରହିଥିବା ଅଭିଯୋଗ ଆଣିଥିଲେ। ତେବେ ଏ ନେଇ ଆଜି ବରିିିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ…

ପରୀ ପ୍ରସଙ୍ଗରେ କଂଗ୍ରେସ ଦି ଭାଗ

ଭୁବନେଶ୍ୱର:  ତା-୩୦-୧୧-୨୦୨୦ ପରୀ ହତ୍ୟା ପ୍ରସଙ୍ଗରେ ନ୍ୟାୟ ଦାବିରେ ପ୍ରଥମେ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ…

ପ୍ରଦୀପଙ୍କ ସମର୍ଥନରେ ବାହାରିଲେ ବିଜୟ ମହାପାତ୍ର

ଭୁବନେଶ୍ବର:  ତା-୩୦-୧୧-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ପ୍ରଦୀପଙ୍କ ସମର୍ଥନରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି “ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ…

ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ!

ଭୁବନେଶ୍ବର: ତା-୨୪-୧୧-୨୦୨୦ ରାଜ୍ଯ ରାଜନୀତିରେ ବଡଧରଣର ଅଦଳବଦଳ ହେବାର ସମ୍ଭାବନା ରହୁଛି। ବିଶେଷକରି ନବୀନ ସରକାରଙ୍କ ପଞ୍ଚମ ପାଳିରେ ଏହା ପ୍ରଥମ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର…