News portal website
before header
[URIS id=5393]

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

0 192

ଭୁବନେଶ୍ବର: 

Notice

ତା-୩-୧୨-୨୦୨୦

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା ପୋଲିସ । ଭୁବନେଶ୍ବର ସରକାରୀ ବାସଭବନରୁ ଉଠାଇନେଲା କ୍ରାଇମବ୍ରାଞ୍ଚ EOW । ବେଆଇନ ଅର୍ଥ କାରବାର ନେଇ ପଚରାଉଚରା ପାଇଁ ନେଇଥିବା ସୂଚନା ମିଳିଛିି  । ୧୦ରୁ ଅଧିକ ପୋଲିସ ଉଠାଇ ନେଇଥିବା ପତ୍ନୀ ସୁଜାତାଙ୍କ ଅଭିଯୋଗ କରିଛନ୍ତି। ଏ ନେଇ କ୍ରାଇମବ୍ରାଞ୍ଚ ଟୁଇଟ କରି ସୂଚନା ଦେଇ କହିଛି,” ସିଆଇଡି ସିବି ସାଇବର କ୍ରାଇମ PS ମାମଲା ନଂ 26/2020 ସଂପର୍କରେ ମାନ୍ୟବର ବିଧାୟକ ଡକ୍ଟର ପ୍ରଦିପ କୁମାର ପାଣିଗ୍ରାହିଙ୍କୁ ପଚରାଉଚରା କରାଯାଉଛି।”

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.