Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ରାଜନୀତି
କଂଗ୍ରେସ ଖୋଲିଲା ଅପରାଧ ପେଡୀ;ଭରତପୁର ପୋଲିସ ଗାଡି ପୋଡି!
https://youtu.be/oXZCe6ICCmM
ବର୍ଦ୍ଧିତ ତୈଳ ଦରକୁ ବିଷ୍ଣୁଙ୍କ ସମର୍ଥନ।
Breaking News
Austin News Latest updated....
ଭୁବନେଶ୍ୱର
ତା-୨୩-୦୨-୨୦୨୧
ତେଲ ଦର ବୃଦ୍ଧି ନେଇ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ବିତଣ୍ଡା ଯୁକ୍ତି।ଦର ନ କମୁ ଉଚିତତୈଳ ଦର ଏତିକି ରହୁ।ନହେଲେ ଆମେ ଏହି ଜାଗାରେ ଛିଡା ହୋଇପାରିବା ନାହିଁ।ଜର୍ମାନୀ,!-->!-->!-->!-->!-->!-->!-->!-->!-->…
ଡିଜିଟାଲ୍ ଡ୍ରାଇଭରେ ବବି।
ଭୁବନେଶ୍ୱର
ତା-୨୧-୦୨-୨୦୨୧
ଗତ ତା-୨୦-୦୨-୨୦୨୧ରିଖ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ଡିଜିଟାଲ ଡ୍ରାଇଭ ୱାର୍କସପ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ!-->!-->!-->!-->!-->…
ନିଖୋଜ ପୋଷ୍ଟର ଅଧିକ ଲଗାଇବା ପାଇଁ, ଅନୁରୋଧ କଲେ ଅପରାଜିତା।
ଭୁବନେଶ୍ୱର
ତା-୧୫-୦୨-୨୦୨୧
ଭୁବନେଶ୍ୱରରେ ପହଞ୍ଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଜାନୁଆରୀ ୨୯ରୁ ଫେବୃଆରୀ ୧୩ ଯାଏ,ମୁଁ ସଂସଦର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଥିଲି। ଯେଉଁମାନେ ନିଖୋଜ ପୋଷ୍ଟର ଲାଗେଇଛନ୍ତି, ସେମାନଙ୍କୁ ଆନ୍ତରିକ ଧନ୍ୟବାଦ।
!-->!-->!-->!-->!-->!-->!-->…
ଆରମ୍ଭ ହେଲା ନମ୍ବର ଓ୍ବାନ ପର୍ବର ଶୁଭେଛା।
ଭୁବନେଶ୍ୱର
ତା-୧୬-୦୧-୨୦୨୧
ଏବିପି ରିପୋର୍ଟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଏକ ନମ୍ବର ମୁଖ୍ଯମନ୍ତ୍ରୀ ହେଲା ପରେ, ଅସଂଖ୍ୟ ଶୁଭେଚ୍ଛା ବାର୍ତ୍ତା, ଶୁଭକାମନାର ଶୁଅ ଛୁଟୁଛି।
ହଜାର ହଜାର ବିଜୁ ଯୁବ ଛାତ୍ର , ବିଜୁ ଯୁବ ଜନତା ଦଳର, ଛାତ୍ର, ଯୁବ!-->!-->!-->!-->!-->!-->!-->!-->!-->…
ଅମର ଭାଙ୍ଗିବେ ଅମରଙ୍କ ଗଡ।ରାଜନୀତିରେ ସ୍ଲିପର ସେଲ “ଯୁବପୀଢି”!
ଅମର ଭାଙ୍ଗିବେ ଅମରଙ୍କ ଗଡ!
ଯାଜପୁର
ତା-୧୩-୦୧-୨୦୨୧
ରାଜ୍ୟ ରାଜନୀତି ଦିନକୁ ଦିନ କଳୁଷିତ ହେଉଥିବା ବେଳେ, ସରକାରୀ ଦଳର କଳ, ଦଳ, ବଳ, ଦିନକୁ ଦିନ ସ୍ଥିତି ମଜବୁତ୍ କରୁଛି। ନିକଟ ଅତୀତରେ ସରକାରୀ ଦଳର ପ୍ରତିଷ୍ଠା ଦିବସ ଯାଇଥିବା ବେଳେ। ସଂଗଠନ ମଜବୁତ ପାଇଁ ବିଭିନ୍ନ!-->!-->!-->!-->!-->!-->!-->…
ବଦଳିଲେ ବିଜୁ ମହିଳା ଦଳ ସଭାପତି
ଭୁବନେଶ୍ବର:
ତା-୩୧-୧୨-୨୦୨୦
ବିଜୁ ମହିଳା ଦଳ ସଭାପତି ବଦଳିଲେ । ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ମହିଳା ଦଳ ସଭାପତି ଦାୟିତ୍ୱ । ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ଦେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ!-->!-->!-->!-->!-->!-->!-->…
ପରୀ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା-ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ବର:
ତା-୩୧-୧୨-୨୦୨୦
ପରୀ ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି। ପରୀକୁ ନ୍ୟାୟ ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା-ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ଭେଟିବାକୁ ଲୋକସେବା ଭବନକୁ ପ୍ରବେଶ ବେଳେ ପୁଲିସ ସହ ଧସ୍ତାଧସ୍ତି!-->!-->!-->!-->!-->!-->!-->…
ଡିସେମ୍ବର ୨୬ରେ ଜନ୍ମଦିନ ପାଳିବ ବିଜେଡି : ୨୦ରେ ଦଳୀୟ କାର୍ଯ୍ୟକାରିଣୀ
ଭୁବନେଶ୍ବର:
ତା-୧୩-୧୨-୨୦୨୦
ଆସନ୍ତା ୨୦ରେ ବିଜେଡିର ଦଳୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ୨୧ରେ ବସିବ ରାଜ୍ୟ ପରିଷଦ ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା । ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଆଲୋଚନା ହେବ । ତୃଣମୂଳ ସ୍ତରରେ ବିଜେଡିର!-->!-->!-->!-->!-->…
ପତିତପାବନ ଦର୍ଶନ କଲେ ମନ୍ଦିର କାହିଁକି ଖୋଲୁନି ବୋଲି ପ୍ରଶ୍ନ କଲେ ପୁରନ୍ଦେଶ୍ବରୀ
ପୁରୀ:
ତା-୧୨-୧୨-୨୦୨୦
ରାଜ୍ୟ ବିଜେପିର ନବନିଯୁକ୍ତ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଆଜି ପୁରୀରେ ପତିତପାବନ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ବନ୍ଦ ଥିବାରୁ ସିଂହଦ୍ବାରରୁ ଦର୍ଶନ କରିଛନ୍ତି । ଏହା ପରେ ସରକାର ଶ୍ରୀମନ୍ଦିର କାହିଁକି ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।!-->!-->!-->!-->!-->…
