News portal website
before header
[URIS id=5393]

ବର୍ଦ୍ଧିତ ତୈଳ ଦରକୁ ବିଷ୍ଣୁଙ୍କ ସମର୍ଥନ।

0 230

Breaking News

Notice

Austin News Latest updated….

ଭୁବନେଶ୍ୱର

ତା-୨୩-୦୨-୨୦୨୧

ତେଲ ଦର ବୃଦ୍ଧି ନେଇ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ବିତଣ୍ଡା ଯୁକ୍ତି।ଦର ନ କମୁ ଉଚିତତୈଳ ଦର ଏତିକି ରହୁ।ନହେଲେ ଆମେ ଏହି ଜାଗାରେ ଛିଡା ହୋଇପାରିବା ନାହିଁ।ଜର୍ମାନୀ, ଫ୍ରାନ୍ସ,ୟୁକେ ରେ ତେଲ ଦର ୧୦୦ ଉପରେ ରହିଛି।ତେଲ ଦର ରାଜ୍ୟ କମାଉ।ଖାଲି ମାର ମାର ମୋଦିକୁ ମାର।ମୋଦିକୁ ରାଜ୍ୟରେ ୯୧ ପ୍ରତିଶତ ପସନ୍ଦ କରୁଛନ୍ତି ।

ସର୍ଭେରେ ୧୦୦ ପାର ହେଉ।ତେଲ ଦର ୫ ସେଞ୍ଚୁରୀ ମାରିପାରନ୍ତି।ବିଶ୍ୱର ଅନ୍ୟ ଜାଗାରେ ୧୦୦ ମାରିସାରିଛି।ରାଜ୍ୟ ତେଲ ଦର କମାଉ।କେନ୍ଦ୍ର ୨୨ ଟଙ୍କା ନେଉଛିରାଜ୍ୟ ୩୨ ଟଙ୍କା ନେଉଛି। ଏହିଭଳି ଦାୟିତ୍ୱ ହୀନ ମନ୍ତବ୍ୟ ବିଜେପି ବିଧାୟକ ବିଷ୍ଣୁ ସେଠୀ ଆଜି ବିଧାନସଭାରେ ରଖିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଏହି ପେଜକୁ Like, Follow,Share,Comment କରନ୍ତୁ। Also Follow Us……..Austin News

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

https://twitter.com/AustinNewsMedia

Leave A Reply

Your email address will not be published.