News portal website
before header
[URIS id=5393]

ଡିସେମ୍ବର ୨୬ରେ ଜନ୍ମଦିନ ପାଳିବ ବିଜେଡି : ୨୦ରେ ଦଳୀୟ କାର୍ଯ୍ୟକାରିଣୀ

0 129

ଭୁବନେଶ୍ବର:

Notice

ତା-୧୩-୧୨-୨୦୨୦

ଆସନ୍ତା ୨୦ରେ ବିଜେଡିର ଦଳୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ୨୧ରେ ବସିବ ରାଜ୍ୟ ପରିଷଦ ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା । ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଆଲୋଚନା ହେବ । ତୃଣମୂଳ ସ୍ତରରେ ବିଜେଡିର କାର୍ଯ୍ୟକ୍ରମକୁ ପହଞ୍ଚାଯିବ । ଏ ନେଇ ପ୍ରେସମିଟ୍ ଯୋଗେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା। ଡିସେମ୍ବର ୨୬ରେ ୨୩ବର୍ଷରେ ପଦାର୍ପଣ କରିବ ବିଜେଡି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.