News portal website
before header
[URIS id=5393]

ପରୀ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା-ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି

0 196

Notice

ଭୁବନେଶ୍ବର: 

ତା-୩୧-୧୨-୨୦୨୦

ପରୀ ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି। ପରୀକୁ ନ୍ୟାୟ ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା-ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ଭେଟିବାକୁ ଲୋକସେବା ଭବନକୁ ପ୍ରବେଶ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ଅନ୍ୟ ୨ ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପ୍ରବେଶ ଅନୁମତି ନମିଳିବାରୁ ଧସ୍ତାଧସ୍ତି ହୋଇଥିବା ସୂଚନା  ମିଳିଛି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। 

www.austinnews.in

https:facebookaustinnews https:youtubeaustinnews

twitter@austinnewsmedia

Leave A Reply

Your email address will not be published.